March 3, 2024

Odia Express

News For Public

ତାରକ୍ ମେହେଟ୍ଟାଙ୍କ ଓଲଟା ଚଷମାର ଚମ୍ପକଲାଲ୍ ଙ୍କ ସ୍ତ୍ରୀ ଅଟନ୍ତି ବହୁତ୍ ସୁନ୍ଦର – ଫଟୋ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଆଜିର ଜମାନାରେ ଟିଭି ପ୍ରତି ଲୋକଙ୍କର ଭଲ ପାଇବା ଦିନକୁ ଦିନ ବଢିବାକୁ ଲାଗିଛି , ଏହାର ପଛରେ କାରଣ ଏହା କି ଏହି ଦିନରେ ଛୋଟ୍ ପର୍ଦାରେ ଏମିତି ଧାରାବାହିକ ଦେଖାଯାଉଛି, ଯାହା ସବୁ ବୟସର ଲୋକ ପସନ୍ଦ କରନ୍ତି , ଆଜି କାଲି ଟିଭିରେ ସବୁ ପ୍ରକାରର ଶୋ ପ୍ରସାରଣ କରାଯାଉଛି , ସେ ଶାଶୁ ବୋହୁର ସିରିଆଲ୍ ହେଉ କିମ୍ବା ପାରିବାରିକ ସିରିଆଲ୍ ହେଉ , କିମ୍ବା କୌଣସି ଆଧ୍ୟାତ୍ମିକ ଧାରାବାହିକ ହେଉ ଲୋକଙ୍କୁ ହସାଇବାର କମେଡି ଶୋ ବି ହେଉ , ଏହି ପରି କମେଡି ଶୋ ଅଛି ଯାହାର ନାଁ ହେଲା ତାରକ ମେହେଟ୍ଟା କା ଓଲଟା ଚଷମା , ଯାହାକୁ ସବୁ ଘରର ଲୋକେ ଦେଖିବାକୁ ପସନ୍ଦ କରନ୍ତି ,ଓ ଆଜିର ସମୟରେ ଏହି ଶୋର ଟେଲିଭିଜନ ଦୁନିଆଁର ସବୁଠାରୁ ଲୋକପ୍ରିୟ ଟିଭି ସିରିଆଲ୍ ହୋଇସାରିଛି ।

ଏହି ଶୋର ଲେଖକ ତାରକ ମେହେଟ୍ଟା ଅଟନ୍ତି , ଓ ତାରକ ମେହେଟ୍ଟାଙ୍କ ଜରିଆରେ ଏହି ବଢିଆ ପୁସ୍ତକ ଦୁନିଆଁରେ ଓଲଟା ଚଷମା ଉପରେ ଆଧାରିତ ହୋଇଛି, ଏହି ଟିଭି ସିରିଆଲ୍ ଟେଲିଭିଜନରେ ୨୮ ଜୁଲାଇ ୨୦୦୮ ରୁ ପ୍ରସାରଣ କରାଗଲା, ଓ ଏହି ଟିଭି ସିରିଆଲ୍ ଏବେ ପର୍ଯ୍ୟନ୍ତ ୨୩୭୫ ଏପିସୋଡ୍ ପୁରା କରିଯାଇଛି, ଓ ଏହାକୁ ଟେଲିଭିଜନରେ ସବୁଠାରୁ ବେଷ୍ଟ ଓ ସବୁଠାରୁ ଅଧିକା ଚାଲୁଥିବା ଟିଭି ସିରିଆଲ୍ କୁହାଯାଇଛି , ଏଇ ଧାରାବାହିକ ନିର୍ମାଣ ମୁଖ୍ୟତଃ ମୁମ୍ବାଇରେ ହୋଇଛି ।

କିନ୍ତୁ ଏହାର କିଛି ଭାଗ୍ ଗୁଜୁରାଟ ଓ ଦିଲ୍ଳିରେ ତିଆରି ହୋଇଛି, ଏହା ଛଡା ବିଦେଶ ଲଣ୍ତନ, ବ୍ରୁସେଲ୍ସ, ପ୍ୟାରିସ୍, ହଙ୍କ କଙ୍କ୍ ଆଦି ଜାଗାରେ ନିର୍ମାଣ କରାଯାଇଛି, ଏହା ୬ ନଭେମ୍ବରକୁ ନିଜର ୧୦୦୦ ତମ ସ୍କକରଣ ବା ଏପିସୋଡ୍ ପୁରା କରିଥିଲା , ଏହାପରେ ନିର୍ମାତା ଅସିତ୍ କୁମାର ମୋଦୀ ଏହି କଥାର ଖୁଲାସା କରିଥିଲେ କି ସେ ଏହି ଧାରାବାହିକରେ ଫିଲ୍ମ ତିଆରି କରିବେ , ଏହାପାଇଁ ସେ କାହାଣୀ ପ୍ରସ୍ତୁତି କରୁଛନ୍ତି । ଆଜି ଆମେ ତାରକ୍ ମେହେଟ୍ଟା ଓଲଟା ଚଷମାର ମୁଖ୍ୟ କଳାକାର ଚମ୍ପଲଲାଲ୍ ଙ୍କ ବିଷୟରେ କହିବାକୁ ଯାଉଛୁ , ଶୋରେ ଚମ୍ପକଲାଲ୍ ଅଭିନୟ କରୁଥିବା ଏହି ବ୍ୟକ୍ତିଙ୍କ ନାଁ ଅମିତ୍ ଭଟ୍ଟ ଅଟେ ଯିଏକି ବହୁତ ସାରା ଟିଭି ସିରିଆଲ୍ସରେ କାମ କରିଛନ୍ତି , କିନ୍ତୁ ତାଙ୍କୁ ସବୁଠାରୁ ଅଧିକା ପରିଚୟ ତାରକ୍ ମେହେଟ୍ଟା କା ଓଲଟା ଚଷମାରୁ ମିଳିଥିଲା

ଯେଉଁଥିରେ ତାଙ୍କ ଅଭିନୟକୁ ଲୋକେ ବହୁତ ପ୍ରଶଂସା କଲେ , କିନ୍ତୁ ଏହି ସିରିଆଲ୍ ରେ ନଜର ଆସୁଥିବା ବୃଦ୍ଧ ଚମ୍ପକ୍ ଲାଲଙ୍କ ରିୟଲ୍ ଲାଇଫ୍ ସେମିତି ନୁହେଁ , ବରଂ ବାସ୍ତବରେ ସେ ବହୁତ ଯୁବା ଅଟନ୍ତି  ତାଙ୍କର ବୟସ କେବଳ ୪୪ ବର୍ଷ ଅଟେ, ଓ ଏହା ସହ ତାଙ୍କ ସ୍ତ୍ରୀ ଯେତେ ହଟ୍ ଓ ବୋଲଡ୍ ତାହା ତାଙ୍କର ଫଟୋ ଦେଖି ଜାଣିପାରୁଥିବେ , ଏମିତି କୁହାଯାଏ କି ତାଙ୍କୁ ଦେଖିଲେ ଯିଏ ହେଲେ ବି ଦିୱାନା ହୋଇଯାଆନ୍ତି । ଅଭିନେତା ଅମିତ୍ ଭଟ୍ଟଙ୍କ ଦୁଇଟି ପୁଅ ଅଛନ୍ତି ଯିଏକି ଜାଆଁଳା ଅଟନ୍ତି,  ସେଇ ଅଭିନୟ କରୁଥିବା କଳାକାରଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି  ଓ ତାଙ୍କର ଫଟୋ ସୋସିଆଲ୍ ମିଡିଆରେ ଅଧିକା ଦେଖାଯାଇନଥାଏ , କିନ୍ତୁ ଆଜି ଆମେ ତାଙ୍କ ସ୍ତ୍ରୀଙ୍କ କିଛି ଫଟୋ ଦେଖାଇବାକୁ ଯାଉଛୁ ।

ଆପଣଙ୍କୁ ଏହା ବି କହିଦେବୁ କି ଏହି ବୁଢା ଦେଖାଯାଉଥିବା ବ୍ୟକ୍ତି ଅସଲରେ ବୁଢା ନୁହନ୍ତି , ବରଂ ବହୁତ ବର୍ଷରୁ ଏମିତି ନିଖୁଣ ଅଭିନୟ୍ କରି ଲୋକଙ୍କୁ ଲାଗୁଛି କି ସେ ସତରେ ଜଣେ ବୁଢା ଅଟନ୍ତି ।

Leave a Reply

Your email address will not be published. Required fields are marked *