March 3, 2024

Odia Express

News For Public

ଅମୃତା ରାୟଙ୍କ ବହୁ ବର୍ଷ ପରେ ପ୍ରକାଶ କଲେ ନିଜ ଇମୋସନାଲ୍ କାହାଣୀ , କହିଲେ ଏହି କାରଣରୁ ତାଙ୍କୁ ବଲିଉଡ୍ ରୁ ଦେଖାଯାଇଥିଲା ବାହାରର ରାସ୍ତା..

ଏହି ଦିନରେ ବଲିଉଡ୍ ଜଗତରେ ନୁଆ ନୁଆ ଚେହେରା ଦେଖିବାକୁ ମିଳେ । ଏମିତିରେ ସମସ୍ତଙ୍କୁ କାମ ମିଳିବା ଟିକିଏ ମୁସକିଲ୍ ହୋଇଯାଇଛି । ଓ ଏହି କାରଣରୁ କେବେ କେବେ ଫିଲ୍ମରେ କାହାକୁ ଗୋଟେ ରୋଲ୍ ମିଳିବା ପରେ ତାଙ୍କଠାରୁ ଫିଲ୍ମ ଛଡେଇନିଆଯାଏ , ଓ ଅନ୍ୟ କାହାକୁ ଫିଲ୍ମ ଦେଇଦିଆଯାଏ , ଯାହାପରେ କଳାକାରଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୀଥାଏ , ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି କାମ ସବୁବେଳେ ହୋଇଥାଏ , ଓ ଏବେ ଏକ ଖବର ଆସିଛି କି ତାପସୀ ପନ୍ନୁଙ୍କ ଏକ ଫିଲ୍ମ ସାଇନ୍ କରିଥିଲେ  ଯେଉଁଥିରେ ସେ ଲିଡ୍ ରୋଲ୍ ପାଇଁ ଫାଇନାଲ୍ ହୋଇଥିଲା , ଓ ଯେବେ ସୁଟିଙ୍ଗ୍ ଆରମ୍ଭ ହୋଇଗଲା ତେବେ ତାଙ୍କୁ ଜଣା ପଡିଲାକି ତାଙ୍କୁ ସେହି ଫିଲ୍ମରୁ ବାହାର କରିଦିଆଯାଇଛି ଯାହାପରେ ସେ ବହୁତ ଅସୁବିଧାର ସାମ୍ନା କରିଥିଲେ,  ଫିଲ୍ମ ଇଣ୍ତଷ୍ଟ୍ରିରେ ଏମିତି କାମ ସବୁବେଳେ ହେଉଥାଏ , ଓ ଏବେ ଏହି ପୀଡାରେ ଗତି କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଅମୃତା ରାୟ ନିଜର ବହୁ ଦିନର କଷ୍ଟ ବୟାନ୍ କରିଛନ୍ତି , ତେବେ ଆସନ୍ତୁ ଜାଣିବା ପୁରା ମାମଲା ।

ବଲିଉଡ୍ ଅଭିନେତ୍ରୀ ଅମୃତା ରାୟ ଫିଲ୍ମ ବିବାହ ରେ ଶାନଦାର୍ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିପାରିଥିଲେ , ଓ ଫିଲ୍ମରେ ତାଙ୍କ କାମକୁ ବହୁତ ପ୍ରଶଂସା ମିଳିଥିଲା, ଓ ଏହି ଫିଲ୍ମକୁ ବଡ ସଫଳତା ବି ମିଳିଥିଲା,  କିନ୍ତୁ କିଛି ବର୍ଷ ପରେ ଫିଲ୍ମରେ କାମ ନ ପାଇବା ଯୋଗୁଁ ସେ କେଉଁ ଆଡେ ନିଖୋଜ ହୋଇଗଲେ ,ଅମୃତା ରାୟ ଫିଲ୍ମ ଦୁନିଆଁର ଦୁରତା ବିଷୟରେ ଏକ ଇଣ୍ଟରଭ୍ୟୁରେ ବୟାନ୍ କରିଥିଲେ ସେ କହିଥିଲେ କି ସେ ସବୁବେଳେ ଶାନ୍ତ ସ୍ୱଭାବର ଅଟନ୍ତି , କିନ୍ତୁ ଏହି ଥର ସେ ନିଜର ଦୂଃଖ ସମସ୍ତଙ୍କ ସମ୍ମୁଖରେ ବୟାନ୍ କରିଥିଲେ ।

ସେ କହିଥିଲେ କି ଗୋଟେ ଫିଲ୍ମରେ ଯେବେ ଡାଇରେକ୍ଟର ଅଭିନେତ୍ରୀପାଇଁ କାଷ୍ଟ କରନ୍ତି ତେବେ ତାଙ୍କୁ ବିନା କୌଣସି କାରଣରେ ଫିଲ୍ମରୁ ବାହାର କରିଦିଆଯାଏ , ଓ ଯେବେ ଅମୃତା ରାଓଙ୍କ ଜଣାପଡେ କେଉଁ ଅନ୍ୟ ଷ୍ଟାର୍ କିଡ୍ ଫିଲ୍ମରେ ଡେବ୍ୟୁ କରିବାପାଇଁ ତାଙ୍କ ଠାରୁ ଫିଲ୍ମଟି ଛଡେଇନିଆଯାଈଛି , ଯାହାପରେ ଅମୃତା ବହୁତ ଦୂଃଖ ପ୍ରକାଶକରିଥିଲେ,  ଅମୃତା କହିଲେ କି ମୋ ଠାରୁ ଫିଲ୍ମ ଛଡେଇ ନେବାର ଦୁଃଖ ଯେତିକି ବି ନଥିଲା ଯାହାକି ଡାଈରେକ୍ଟର ମୋତେ ନକହି ଫିଲ୍ମ ଆଉ କାହାକୁ ଦେବା ମୋତେ ବିଲକୁଲ୍ ଆଶା ଓ ବିଶ୍ୱାସ ନଥିଲା

ତାପରେ ଅମୃତା କହିଲେ କି ମୁଁ ଏବେ ଜାଣିପାରିଲି କି ଯଦି ମୋର ପାଖରେ କେହି ବି ଗଡ୍ ଫାଦର୍ ଥାନ୍ତେ ତେବେ ଏମିତି ବ୍ୟବହାର କେବେ ବି ହୋଇନଥାନ୍ତା । ଅମୃତାଙ୍କୁ ଆଜି ଯାହାବି ପରିଚୟ ମିଳିଛି ତାଙ୍କ ଟ୍ୟାଲେଣ୍ଟର ଆଧାରରେ ମିଳିଛି, ସେ କହିଲେ କି ମୁଁ ଜୀବନରେ କେବେ ହାର୍ ମାନିନାହିଁ, ଓ ସବୁ ଅସୁବିଧାକୁ ହସିକରି ସାମ୍ନା କରିବାକୁ ମୋତେ ଭଲ ଭାବରେ ଜଣା

Leave a Reply

Your email address will not be published. Required fields are marked *