March 3, 2024

Odia Express

News For Public

ବିବାହ ହେଉ କିମ୍ବା ପାର୍ଟି କେଉଁ ଆଡେ ଯିବାପୁର୍ବରୁ ନିଜ ଚେହେରାକୁ ଗୋରା ବନାଇବାପାଇଁ କରନ୍ତୁ ଏହି ଜବରଦସ୍ତ ଉପାୟ, ଗୋଟେ ମିନିଟ୍ ମଧ୍ୟରେ ଦେଖାଯିବ ପ୍ରଭାବ

ଆଜି କା ସମୟରେ ସମସ୍ତେ ଚାହଁନ୍ତି କେ ସୁନ୍ଦର ଓ ସ୍ମାର୍ଟ ଦେଖାଯାଆନ୍ତୁ , କାରଣ ତାଙ୍କର ଲୁକ୍ ବି ତାଙ୍କ ପ୍ରୋଫାଇଲ୍ ଉପରେ ପ୍ରଭାବ ପକାଇଥାଏ , ସେମିତି ଏଥିପାଇଁ ଲୋକ ହଜାର ଟଙ୍କା ଖର୍ଚ୍ଚ କରିଦିଅନ୍ତି , କିନ୍ତୁ ଏମିତି ଜରୁରୀ ହୋଇନଥାଏ କି ଏତେ ପଇସା ଖର୍ଚ୍ଚ କରିବାପରେ ଆପଣଙ୍କୁ ମନ ମୁତାବିକ ଗୋରାପଣ ମିଳିପାରିବ , ହୋଇପାରେ କି ଆଗକୁ ଯାଇକରି ଏହି କେମିକାଲ୍ ବ୍ୟବହାରରେ ବହୁତ ସାରା ହଇରାଣ ହେବାକୁ ପଡିପାରେ , ଆଜି କିଛି ଦେଶୀ ଉପାୟ କହିବାକୁ ଯାଉଛୁ , ଯାହାକୁ ଆପଣାଇ ଆପଣ ଗୋରା ହୋଇପାରିବେ ।

ବେସନ ଓ ହଳଦୀର ଲେପ ଦ୍ୱାରା ଶାନଦାର୍ ଘରୋଇ ପ୍ରକିୟା – ଯଦି ଆପଣଙ୍କୁ ଗୋରା ଦେଖାଯିବାର ଅଛି ତେବେ ଏହି ଦେଶୀ ପ୍ରକିୟାକୁ ଆପଣାଇନିଅନ୍ତୁ  ଏହା ପାଇଁ ଆପଣଙ୍କୁ ଗୋଟେ ଚାମଚ ବେସନ ନେବାର ଅଛି , ଓ ଅଧା ଚାମଚ ହଳଦୀ, ଏହାର ଏକ ପେଷ୍ଟ ତିଆରି କରିନେବେ , ପେଷ୍ଟ୍ ହେଲାପରେ ଏହି ମଧ୍ୟରେ ଦୁଇ ଚାମଚ କ୍ଷୀର ପକାଇବେ , ଏହା ଏମିତି ପେଷ୍ଟ୍ କରିବେ କି ଯାହା ସହଜରେ ମିଶିଯିବ । ଏହି ପେଷ୍ଟକୁ ତିଆରି କରିବାପରେ ଆପଣଙ୍କୁ ଗୋଲାପ ଜଳ ମିଶାଇବାର ଅଛି ଏହା ଆପଣଙ୍କ ଚେହେରାରୁ ବୟସ ଦାଗ କମ୍ କରିଦେବ,  ଓ ଗୋଲାପଜଳ ଥଣ୍ତା ହୋଇଥାଏ , ଏଥିପାଇଁ ଆପଣଙ୍କ ଚେହେରାକୁ ବିନା ଦାଗ କରିଥାଏ,  ତେବେ ଏହି ପେଷ୍ଟରେ ଗୋଲାପ ଜଳ ମିଶାଇକରି ଆପଣ ତାହାକୁ ଦୁଇ ମିନିଟ୍ ପାଇଁ ଛାଡିଦିଅନ୍ତୁ , ଓ ଏହାପରେ ମିଶିଯିବ ।

ଏହି ପେଷ୍ଟ୍ ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ନିଜ ଚେହେରାରେ ଲଗାନ୍ତୁ, ଓ ଆରାମରେ ତ୍ୱଚାକୁ ଏହି ପେଷ୍ଟ ମଧ୍ୟରେ ସମାହିତ କରିବାର ଅଛି , ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଏହି ପେଷ୍ଟକୁ ଚେହେରାରେ ଲଗାଇ ରଖନ୍ତୁ , ଓ ସୁଖିଗଲା ପରେ ଏହି ଲେପକୁ ବାହାର କରିଦେବେ । ଯେବେ ଲେପ ପୁରା ଭାବେ ସୁଖିଯିବ , ତେବେ ଏହାକୁ ହଟାଇକରି ଥଣ୍ତା ପାଣିରେ ଧୋଇଦିଅନ୍ତୁ , ଥଣ୍ତା ପାଣିରେ ମୁହ୍ଁ ଧୋଇଲେ ଚେହେରାରୁ ବୟସ ଦାଗ କମ୍ ହୋଇଯାଏ , ଆମର ଚେହେରାରେ ଏକ ଅଲଗା ଚମକ ଆସେ , ଯଦି ଆପଣ କେଉଁ ପାର୍ଟି କିମ୍ବା ବାହାଘରରେ ଯାଉଛନ୍ତି ତେବେ ଆପଣଙ୍କ ପାଇଁ ଏହା ବହୁତ ଶାନଦାର୍ ଘରୋଇ ପ୍ରକିୟା ଅଟେ ।

Leave a Reply

Your email address will not be published. Required fields are marked *