March 3, 2024

Odia Express

News For Public

ଘରର ଆଲମୀରାରେ ଚୁପ୍ ଚାପ୍ ରଖିଦିଅନ୍ତୁ ଲାଲ୍ କପଡା ସହ ଏହି ଖାସ୍ ଜିନିଷ, ଏତେ ପଇସା ଆସିବ କି ଆଲମୀରାରେ ଜାଗା ପାଇବ ନାହିଁ …

ଏହି ଦୁନିଆଁରେ ସମସ୍ତଙ୍କୁ ପଇସାର ଲୋଭ ହୋଇଥାଏ । ଦୁନିଆଁରେ ହେଉଥିବା ୭୫ ପ୍ରତିଶତ ଅପରାଧ କେବଳ ପଇସା ଯୋଗୁଁ ହୋଇଥାଏ , ପଇସା ଏମିତି ଏକ ଜିନୀଷ ଅଟେ ଯାହା ସବୁବେଳେ କମ୍ ହିଁ ଲାଗିଥାଏ , ଯେଉଁଠି ଗୋଟେ ପଟେ ଧନୀ ହେବାର ଇଚ୍ଛା ରହୁଛି , ସେମିତି କିଛି ଗରିବ ଓ ଦରକାର କରୁଥିବା ଲୋକଙ୍କୁ ନିଜ ଦରକାର ଜିନିଷ ପାଇବା ପାଇଁ ପଇସାର ବନ୍ଦୋବସ୍ତ ହୋଇପାରୁନାହିଁ । ସେମିତି ସମସ୍ତଙ୍କୁ ପଇସା କମାଇବାର ଅଲଗା ଅଲଗା କାରଣ ହୋଇଥାଏ , କିନ୍ତୁ ଆଶା ସମସ୍ତଙ୍କର ଗୋଟେ ଥାଏ,  ଯେତେ ଜଲଦି ହୋଇପାରିବ ପଇସା ପାଖକୁ ପଳାଇଆସୁ ।ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ , ଯାହା ଆପଣାଇଲେ ପଇସା ଆସିଯିବ , ତାହା ସହ ଏହି ଉପାୟ କରିଲେ ଆପଣଙ୍କୁ ପଇସା ଅତି ଜଲଦି ଶେଷ ବି ହେବନାହିଁ , ଏହି ଉପାୟ ଆପଣଙ୍କ ଭାଗ୍ୟକୁ ଚମକାଇକରି ଘରେ ପଇସା ଆବକ୍ କୁ ବଢାଇଥାଏ , ଏହି ଉପାୟରୁ ଧନ ଅର୍ଜନ କରିବାର ନୁଆ ନୁଆ ସାଧନ ମିଳିଥାଏ , ଓ ତାହା ସହ ବର୍ତ୍ତମାନର ବେପାର ଓ ଚାକିରିରେ ଉନ୍ନତି ହୋଇଥାଏ , ଏହି ପରି ଏହି ଉପାୟରୁ ଆପଣଙ୍କ ପଇସାର ଅଭାବ କମ୍ ହୋଇଯାଏ , ତେବେ ଆସନ୍ତୁ ଜାଣିବା ଏହାକୁ କେବେ କରିବାର୍ ଅଛି ।

ଏହି ଉପାୟ ଆପଣଙ୍କୁ ଶୁକ୍ରବାର ଦିନ କରିବାର ଅଛି ସକାଳୁ ଜଲଦି ଉଠି ଯେତେ ସଂମ୍ଭବ ହୋଇପାରିବ ସ୍ନାନ କରିଦିଅନ୍ତୁ , ଏକ ରୁପାରପଇସା ନିଅନ୍ତୁ ଓ ନିଜ ଡାହାଣ ହାତରେ ରଖି ଛାତ କିମ୍ବା ବାଲକୋନିରେ ଠିଆ ହୋଇଯିବେ , ଏହାପରେ ନିଜ ଅଲଗା ହାତରେ ସୁର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ , ଏମିତି କରିବା ସମୟରେ ଡାହାଣ ହାତରେ ରଖିଥିବା ରୁପା ପଇସା ଲୋଟାର ପଡୁଥିବା ପାଣିର ତଲେ ରଖନ୍ତୁ , ଏହି ପରି ରୁପାର ପଇସା ପବିତ୍ର ହୋଇଯିବ । ଓ ଏବେ ଘରର ପୁଜା ସ୍ଥଳକୁ ଯାଆନ୍ତୁ ସେଠାରେ ଲକ୍ଷ୍ମୀ ମାଙ୍କ ପ୍ରତିମା ସାମ୍ନାରେ ଏକ ଲାଲ ରଙ୍ଗର୍ କପଡା ବିଛାଇଦିଅନ୍ତୁ, ଏହା ଉପରେ ସେ ରୁପାର ପଇସା ରଖନ୍ତୁ ଏବେ ଏହି ପଇସା ରେ କୁମ୍ କୁ ଓ ଚାଉଳ ଦେଇ ପୁଜା କରନ୍ତୁ , ଏହାପରେ ଘିଅର ୭ ଟି ଦିପ ଲଗାନ୍ତୁ , ଓ ଲକ୍ଷ୍ମୀଙ୍କର୍ ଆରତୀ କରନ୍ତୁ , ଏବେ ଏହି ରୁପାର ପଇସାକୁ ଆରତୀ ଦିଅନ୍ତୁ , ଓ ଲକ୍ଷ୍ମୀ ମାଙ୍କ ଚରଣ ସ୍ପର୍ଶ କରାନ୍ତୁ ।

ଏହାପରେ ସେ ରୁପାର ପଇସାକୁ ଲାଲ କପଡାରେ ବାନ୍ଧିଦିଅନ୍ତୁ , ବାନ୍ଧିବାପାଇଁ ଲାଲ ରଙ୍ଗର ସୁତା ହେବ ଜରୁରି , ଏବେ ଏହାକୁ ଘରର ଆଲମୀରାରେ ରଖିଦିଅନ୍ତୁ , ଏହି କଥାର ଧ୍ୟାନ ରଖିବେ କି ଏହି ଉପାୟ ଲୁଚିକରି କରିବାର ଅଛି , ଏହା ବିଷୟରେ କେଉଁ ବି ବ୍ୟକ୍ତି ନ ଜାଣିବା ଉଚିତ୍ , କପଡା ଆଲମୀରା ରେ ରଖିବାପରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ନାଁର ବ୍ରତ ରଖନ୍ତୁ , ତା ସହ ଯେବେ ସଂନ୍ଧ୍ୟାକୁ ଏକ ସମୟର ଖାଦ୍ୟ ଖାଆନ୍ତୁ , ତେବେ ପୁର୍ବରୁ ଟିକିଏ ଭୋଜନ ଲାଲ ରଙ୍ଗର ଗାଇକୁ ଦିଅନ୍ତୁ , ଏହି ଉପାୟ ସଂପୁର୍ଣ୍ଣ ବିଧିରେ କରିଲେ ଆପଣଙ୍କ ଘରେ ପଇସାର ଅସୁବିଧା ଦୁର ହୋଇ ପଇସା ଆସିବା ଆରମ୍ଭ ହୋଇଯିବ ।

Leave a Reply

Your email address will not be published. Required fields are marked *