February 27, 2024

Odia Express

News For Public

ଆଜିର ମଜାଦାର୍ ଜୋକ୍ସ: ପପୁ ଥରେ ବାହାଘରର ଫଙ୍କସନରେ ଯାଇଥିଲା, ସେଠାରେ ସେ ୧୦ ଟି ବଟର୍ ନାନ୍ ଖାଇନେଲା ଆଉ ତାପରେ ଯାହା ହେଲା ଜାଣିଲେ ହସିବେ ଆପଣ..

1 min read

ଆଜିକାଲିର କର୍ମବ୍ୟସ୍ତତା ଭରା ଜୀବନ ମଧ୍ୟରେ ମଣିଷ ସବୁବେଳେ ଚିନ୍ତାଗ୍ରସ୍ତ ରହୁଛି , ଚିନ୍ତାରେ ରହିଲେ ମଣିଷକୁ ନାନାପ୍ରକାରର ରୋଗ ଘେରେଇ ନେଇଯାଏ , ଡାକ୍ତରଙ୍କ ମାନିଲେ ବ୍ୟକ୍ତି ତେବେ ସୁସ୍ଥ୍ୟ ରହିପାରିବ ଯେବେ ଭିତରୁ ସେ ଖୁସିରେ ରହିବ , ଓ ସେ କଥା ତ ଶୁଣିଥିବେ କି Laughter is the best medicine ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି, ଆମେ ଆଶା କରୁଛୁ କି ତାହାକୁ ପଢିବାପରେ ଆପଣ ବି ବିନା ହସି ରହିପାରିବେ ନାହିଁ, ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଥରେ ପପୁ ଘଡି ଠିକ୍ କରୁଥିବା ଦୋକାନୀକୁ ପଚାରିଲା- ଏହି ଘଡିକୁ ଠିକ୍ କରିବାପାଇଁ କେତେ ପଇସା ନେବ ? ଘଡିବାଲା- ଯେତେ ଦାମ୍ ଅଛି ତାହାର ଅଧା ଦେଇଦେବ , ଆଗାମୀ ଦିନ ଘଡିବାଲା ପପୁକୁ ନିଜ ପଇସା ମାଗିଲା ତେବେ ପପୁ ତାକୁ ଏକ ଜୋର୍ ଚାପୁଡା ମାରିଲା , ଘଡିବାଲା-କଣ ପାଇଁ ମାରିଲ ? ପପୁ –କିଛି ନାହିଁ , ଯେବେ ମୁଁ ଘଡିନେଇଥିଲି ଓ ବାପାଙ୍କୁ ଜିଦ୍ କରିଥିଲି ତେବେ ମୋତେ ମୋବାପା ଏମିତି ଚାପୁଡାଟେ ଦେଇଥିଲେ ତ ! ସେଥିପାଇଁ

୨) ସ୍ୱାମୀ ଓ ସ୍ତ୍ରୀ ଆଗ୍ରା ଯାଉଥିଲେ,  ଯେଉଁଠି କୁଅରେ ଏକ ଟଙ୍କାର ପଇସା ପକାଇଲେ ସବୁ ମନୋସ୍କାମନା ପୁରା ହୋଇଯାଉଥିଲା,  ସ୍ୱାମୀ ଏକ ଟଙ୍କାର ପଇସା ପକାଇଲା ଓ ପରେ ସ୍ତ୍ରୀ ବି ଏକ ଟଙ୍କା ପଇସା ପକାଇବାକୁ ଲାଗିଲା,  କିନ୍ତୁ ବ୍ୟାଲାନ୍ସ ବିଗଡିଗଲା , ଓ ସେ କୁଅରେ ଯାଇପଡିଗଲେ,  ସ୍ୱାମୀ ଆଖିରେ ଲୁହ ଓ ଉପରୁ ଦେଖିକରି କହିଲା ଏତେ ଜଲଦି ?

୩) ଝିଅଙ୍କୁ ବୁଝାଇବା ବହୁତ ମୁସକିଲ୍ ଅଟେ,  ଫେସବୁକ୍ ରେ ହିଁ ଦେଖିନିଅ, କିଛି ଝିଅ ପ୍ରୋଫାଇଲ୍ ରେ ଆଡ୍ ଫ୍ରେଣ୍ତ ଅପସନ୍ ହୋଇନଥାଏ , କିନ୍ତୁ ଇନବକ୍ସରେ ଅପସନ୍ ହୋଇଥାଏ , ମତଲବ କୁଣ୍ତି ମତ୍ ଖଡକାଓ ରାଜା ସିଧା ଅନ୍ଦର ଆଓ ରାଜା !!

୪) ଦୋହରାଇବା ରୁ ବଦଳିଯାଇଥାଏ ଅର୍ଥ, ଯେମିତି- ରାମ୍ ! କାହାକୁ ଡାକିବା, ରାମ୍ ରାମ୍- କାହାକୁ ଅଭିବାଦନ୍ କରିବା , ରାମ୍ ରାମ୍ ରାମ୍- ଘୃଣା କରିବା,

ରାମ୍ ରାମ୍ ରାମ୍ ରାମ୍- ଜପ କରିବା । ମୁଁ ଏଥିପାଇଁ ପୋଷ୍ଟ କଲି କି ଚାଲ ଏହି ବାହାନାରେ ରାମ୍ ରାମ୍ କହିଦେବ ,

ଓ ଯେବେ ଗଣିବ ତେବେ ୨୦ ଥର କହିଥିବ,  ଏହା ମୋର ଆଜି ପର୍ଯ୍ୟନ୍ତ ସବୁଠାରୁ ସୁନ୍ଦର ମେସେଜ୍, ଜୟ୍ ସିୟା ରାମ୍ ଜୀ । ଦେଖ ଏବେ ୨୧ଥର ହୋଇଗଲା ।

୫) ଝିଅ ଦୁଃଖୀ ହୋଇକରି ଡାକ୍ତର ପାଖକୁ ଆସିଲା, ଝିଅ – ଡାକ୍ତର୍ ସାର୍ ମୋର୍ ମୁଣ୍ତ ପ୍ରବଳ ବିନ୍ଧା ହେଉଛି ଡାକ୍ତର୍- ଓହଃ ତାହାହେଲେ ସିଟି ସ୍କାନ୍ କରିବାକୁ ପଡିବ,ଝିଅ- ଆରେ ପିଡା ମୋର ମୁଣ୍ତରେ ଅଛି, ପୁରା ସିଟିକୁ ସ୍କାନ୍ କରିବା କଣ ଦରକାର ଯେ ? ଡାକ୍ତର ବେହୋସ୍ !!

୬) ଚତୁର୍ଥୀ ବାଲା ରାତିରେ ସ୍ୱାମୀ କବାଟ ବନ୍ଦ କରି ନିଜ ସ୍ତ୍ରୀ ପାଖକୁ ଆସିଲ,  ତାହାର ଓଢଣୀ ଉଠାଇ କହିଲା- ଆଜି ଆଂଏ ସ୍ୱାମୀ ସ୍ତ୍ରୀ ହେଲେ , ଘରର ସବୁ ବଡ ବୟସ୍କଙ୍କୁ ସମ୍ମାନ ଦେବ,  ତାଙ୍କର୍ ଆଶିର୍ବାଦ ପାଇବ , ଛୋଟ ପିଲାଙ୍କୁ ଭଲ ପାଇବ , ସମସ୍ତଙ୍କ ସହ ଭଲ କଥାବାର୍ତ୍ତା କରିବ , ସକାଳ ସମୟରେ ଭଗବାନଙ୍କ ପୁଜା ପାଠ କରିବ,  ଘରେ କାହା କୁ ବି କିଛି ଅପଶବ୍ଦ କହିବ ନାହିଁ ତେବେ ସ୍ତ୍ରି ଉଠିକରି କବାଟ ଖୋଲିକରି ଚିଲ୍ଲାଇଲା, ସମସ୍ତେ ଭିତରକୁ ଚାଳିଆସ, ସତ୍ ସଙ୍ଗ୍ ପୋଗ୍ରାମ୍ ଚାଳିଛି ।

୭) ପପୁ ଫାୟାର୍ ବ୍ରିଗେଡ୍ ବାଲାକୁ- ଲୋକଙ୍କୁ ଗୋଟେ ଗୋଟେ କରି ଫିଙ୍ଗ ମୁଁ କ୍ୟାଚ୍ କରିନେବି, ପ୍ରଥମେ ଗୋଟେ ପୁଅ ଆସିଲା ଓ ତାପରେ ଗୋଟେ ଝିଅ, ତାପରେ ଜଣେ ବ୍ୟକ୍ତି, ତାପରେ ଜଣେ ମହିଳା, ପପୁ ସମସ୍ତଙ୍କୁ ଧରିନେଲା , ତେବେ ଏକ ନିଗ୍ରୋ ଆସିଲା ତାକୁ ସେ ଛାଡିକରି କହିଲା- ଏବେ ଶଳା ଯିଏ ଜଳିଯାଇଛି ତାକୁ କଣ ପାଇଁ ପକାଉଛ ?

ପ୍ରଥମେ ବଞ୍ଚିଥିବା ଲୋକ ପକାଅ ।

୮) ପପୁ ଏକ ବାହାଘରରପାର୍ଟିରେ ଗଲା,  ସେଠାରେ ଦବେଇ ଦବେଇ ୧୦ଟି ବଟର୍ ନାନ୍ ଖାଈନେଲା,  ଟୀକିଏ ସମୟ ପରେ ତାପେଟରେ ପିଡା ହେଲା,  ସେ ଦୌଡିକରି ଟୟଲେଟ୍ ରେ ଗଲା,  ଓ ପେଟ ଧରି କହିଲା-ହେ ଭଗବାନ , ମୋ ଜୀବନ ନେଇଯା ନହେଲେ ମୋର ନାନ୍ ବାହାର କରିଦେ ।

୯) ମା ନିଜ ଖନା ପୁଅକୁ କହିଲା- ପୁଅ ଆଜି ଆମେ ଝିଅ ଦେଖିବାକୁ ଯାଉଛୁ, ତୁ କିଛି କହିବୁନି ସେଠି, ନହେଲେ ଲୋକ ମନା କରିଦେବେ  ପୁଅ- ଥିକ୍ ଅଛି, ଝିଅଘର ଯେବେ ପହଞ୍ଚିଲେ ତେବେ ଝିଅ ଚାହା ନେଇକରି ଆସିଲା ତେବେ ପୁଅ ଚାହା ପିଇ ପିଇ କହିଲା ଦଲମ୍ ଦଲମ୍ ହେଇଛି ନା, ଝିଅ ତୁରନ୍ତ କହିଲା- ଓରେ ଫୁତ୍ ମାଲ୍ , ଫୁତ୍ ମାଲ୍

୧୦) ଦିନେ ରୋମାଣ୍ଟୀକ୍ ବହି ପଢୁ ପଢୁ ସ୍ତ୍ରୀ ସ୍ୱାମୀକୁ ପଚାରିଲା,  ଯଦି କେଉଁ ସୁନ୍ଦର ଯୁବକ ମୋତେ ଭଗେଇକି ନେଇଯାଉଥିବ , ତେବେ ତୁମେ ସାମ୍ନାରେ ଆସିଗଲେ କଣ କରିବ ? ସ୍ୱାମୀ- ତାକୁ କହିବି – ହେ ଭଗବାନର ଦୁତ ଭଗେଇକି ନେଇଯିବାର କଣ ଦରକାର, ଆରାମ ସେ ନେଇଯା ।

୧୧) ସ୍ତ୍ରୀ ଅଧଘଣ୍ଟାରୁ ମୋବାଇଲ୍ ରେ କ୍ୟାମେରା ଲେନ୍ସ କୁ ଦୁପଟ୍ଟାରେ ଘସୁଥିଲା, ସେଲଫି ନେଉଥିଲା ଓ ଡିଲିଟ୍ କରିଦେଉଥିଲା ସ୍ୱାମୀ ଲାପଟପ୍ ରେକାମ କରୁ କରୁ ସବୁ ଜିନୀଷ ଚୁପ୍ ଚାପ୍ ଦେଖୁଥିଲା,  ବହୁତ ସମୟ ଅପେକ୍ଷାକରିବାପରେ ଯେବେ ସ୍ୱାମୀ କୁ ଆଉ ସଂମ୍ଭାଳି ହେଲା ନାହିଁ ସେ କହିଲା , ଥରେ ମୁହଁରେ ବି କପଡା ମାରି କରି ଟ୍ରାଇ କରିନେ । ସ୍ୱାମୀ ୫ ଦିନ ହେବ ରେହଡିରେ ଛୋଲେ କୁଲଛେ ଖାଉଛି ।

୧୨) ଥରେ ଜଣେ ସୁନ୍ଦର ଝିଅ ଏକ ବୁଢା ଧନୀ ଲୋକକୁ ବାହାହେଇଗଲା,ସାଙ୍ଗ ପଚାରିଲା ତୁ ଏଥିରେ କଣ ଦେଖିଲୁ କି ବାହାହୋଇଗଲୁ, ଝିଅ ତାର ଇନକମ୍ ଓ ଦ୍ୱିତୀୟଟି  ହେଲା  ଦିନ କମ୍

Leave a Reply

Your email address will not be published. Required fields are marked *