March 3, 2024

Odia Express

News For Public

ଦେଖନ୍ତୁ ଦିବ୍ୟା ଭାରତୀଙ୍କୁ , ଯିଏ ବିଲକୁଲ୍ ତାଙ୍କ ପରି ଅଟନ୍ତି ଚାର୍ମିଙ୍ଗ୍ ଓ ଗ୍ଲାମରସ୍…

ଦିବ୍ୟା ଭାରତୀ ଜଣେ ଏମିତି ଅଭିନେତ୍ରୀ ଥିଲେ ଯିଏକି ଆମ ମଧ୍ୟରେ ନ ଥାଇ ମଧ୍ୟ ସମସ୍ତଙ୍କ ହୃଦୟରେ ଏବେ ବି ଜୀବିତ ଅଛନ୍ତି , ଓ ମାତ୍ର ୧୯ ବର୍ଷ ବୟସରେ ସେ ଫିଲ୍ମ ଦୁନିଆଁରେ ପାଦ ଥାପିଥିବା ଅଭିନେତ୍ରୀ କିଛି ହିଁ ଦିନରେ ବଲିଉଡ୍ ରେ ଟପ୍ ର ଅଭିନେତ୍ରୀ ହୋଇଯାଇଥିଲେ,  ନିଜ ସୁନ୍ଦରତା ଓ ଭଲ ଅଭିନୟ ଦ୍ୱାରା ବହୁତ୍ କମ୍ ସମୟରେ ଯୁବାଙ୍କ ହୃଦୟର ଧଡକନ୍ ହୋଇଯାଇଥିଲେ, ତାଙ୍କ ଚେହେରାରେ କଣ କଥା ଥିଲା ଲୋକେ ତାଙ୍କ ଆଡକୁ ଆକର୍ଷିତ ହୋଇ ଯାଇଥିଲେ  ତାପରେ ଅଚାନକ ଦିନେ ରହସ୍ୟମୟୀ ଭାବେ ତାଙ୍କ ମୃତ୍ୟୁ ହୋଇଗଲା , ଓ ହିନ୍ଦୀ ସିନେମା ଜଗତରୁ ଜଣେ ଦକ୍ଷ ଅଭିନେତ୍ରୀଙ୍କୁ ହରାଇ ବସିଲା ।୯୦ ଦଶକରେ ସମସ୍ତଙ୍କୁ ନିଜ ଦିୱାନା ବନାଇଥିବା ଦିବ୍ୟା ଭାରତୀଙ୍କୁ ସେମିତି ଆଜି ଆମ ମଧ୍ୟରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ଓ ସୁନ୍ଦରତାର କାହାଣୀ ଆଜି ବି ଲୋକଙ୍କର ମୁହଁରୁ ଶୁଣିବାକୁ ମିଳେ , ଦିବ୍ୟା ଭାରତୀଙ୍କୁ ବହୁତ କମ୍ ବୟସରେ ଫିଲ୍ମରେ କାମ କରିବା ଅଫର୍ ମିଳିଯାଇଥିଲା, କିନ୍ତୁ ଯେବେ ତାଙ୍କୁ ୧୬ ବର୍ଷ ହୋଇଥିଲା ତେବେ ସେ ଇଣ୍ତଷ୍ଟ୍ରିରୁ ଆସିଥିଲେ ।

ଆପଣଙ୍କୁ କହିଦେବୁ କି ଦିବ୍ୟା ଭାରତୀ ଯେପରି ବଲିଉଡ୍ ରେ ଆସିଲେ ସେ ଆସିବା କ୍ଷଣି ସମସ୍ତଙ୍କ ହୃଦୟରେ ରାଜ୍ କରିବା ଆରମ୍ଭ କରିଦେଇଥିଲେ , ଓ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେବାକୁ ଲାଗିଥିଲେ  ସେମିତି ଏପର୍ଯ୍ୟନ୍ତ ତାଙ୍କ ସ୍ଥାନ ବଲିଉଡ୍ ରେ କେହି ବି ନେଇପାରିବେ ନାହିଁ, କାରଣ ସୁନ୍ଦରତା ମାମଲାରେ ତାଙ୍କର ମୁକାବଲା କରିବା ଅସଂମ୍ଭବ ଅଟେ, କିନ୍ତୁ ଯଦି ଦିବ୍ୟା ଭାରତୀ ପରି ସୁନ୍ଦରତା କଥା କୁହାଯାଏ ତେବେ ତାଙ୍କ ଭଉଣୀ ଏହି ମାମଲାରେ ବିଲକୁଲ୍ ତାଙ୍କ ପରି କପି ଅଟନ୍ତି , ତାଙ୍କ ଭଉଣୀ ଏହା ପୁର୍ବରୁ ଲକ୍ସ୍ ଓ କ୍ୟାଡବରୀ ପରି ବ୍ରାଣ୍ତର ବିଜ୍ଞାପନରେ ଦେଖିସାରିଥିବେ , ଏହା ଛଡା ସେ ବହୁତ ଫିଲ୍ମରେ ଦେଖିଛନ୍ତି । ଏହି ଅଭିନେତ୍ରୀ ଆଉ କେହି ନୁହେଁ ବରଂ ଦିବ୍ୟାଙ୍କ ଦାଦାଝିଅ ଭଉଣୀ କାୟନାତ୍ ଅରୋରା ଅଟେ, ଯିଏକି ୨୦୧୦ ରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ “ଖଟ୍ଟା ମିଠା”ରେ ବଲିଉଡ୍ ରେ ଡେବ୍ୟୁ କରିଥିଲେ ।

କାୟନାତ୍ ଛୁଆବେଳରୁ ହିଁ ବଲିଉଡ୍ ରେ କାମ କରିବାକୁ ଚାହୁଁଥିଲେ କିନ୍ତୁ ସେହି ସମୟରେ ଏତେ ଲୋକପ୍ରିୟତା ମିଳିପାରିନଥିଲା,  କିନ୍ତୁ ଆଜି ତାଙ୍କୁ ସମସ୍ତେ ଜାଣିଛନ୍ତି ଓ ପସନ୍ଦ ବି କରୁଛନ୍ତି , ଆପଣଙ୍କୁ କହିଦେବୁ କି କାୟନାତ୍ ଏବେ କିଛି ଦିନ ହେବ ନିଜ ଏକ ବୟାନ୍ କାରଣରୁ କିଛି ଅଧିକା ଚର୍ଚ୍ଚାରେ ଆସିବାକୁ ଲାଗିଛନ୍ତି । ଆପଣଙ୍କୁ କହିଦେବୁ କି କାୟନାତ୍ ଏକ ବହୁତ  ବୋଲଡ୍ ଓ ସେକ୍ସି ଅଭିନେତ୍ରୀ ରୁପରେ ଜଣାଯାଆନ୍ତି , ତାଙ୍କ ବିଷୟରେ ଏବେ ଲୋକ ଏତେ ଜାଣିନାହାନ୍ତି , କିନ୍ତୁ ସେ ଅକ୍ଷୟ କୁମାରଙ୍କ ଫିଲ୍ମ ଖଟ୍ଟା ମିଠା ରେ ଆଇଲାରେ ଆଇଲା ଗୀତରେ ଆଇଟମ୍ ନମ୍ବର ଡ୍ୟାନ୍ସ କରିଥିଲେ ।

କାୟନାତ୍ ଙ୍କ ଜନ୍ମ ଡେରାଡୁନ୍ ରେ ହୋଇଥିଲା,  ସେ ନିଜ ସ୍କୁଲର ପାଠପଢା ସେଠାରୁ ହିଁ କରିଥିଲେ,  ଓ ପରେ ନିଜ୍ ବାକି ପାଠପଢା ଦିଲ୍ଲୀର ନେଶନ୍ୟାଲ୍ ସ୍କୁଲ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରୁ କରିଥିଲେ,  କାୟନାତ୍ ବଲିଉଡ୍ ରେ ମଡେଲିଙ୍ଗ୍ ଜରିଆରେ ଆରମ୍ଭ କରିଥିଲେ । ସେ ୨୦୧୧ ରେ ଆସିଥିବା ଫିଲ୍ମ ଗ୍ରାଣ୍ତ ମସ୍ତିରେ କାମ କରିଥିଲେ,  ଏହା ଛଡା କାୟନାତ୍ ପଞ୍ଜାବୀ ଫିଲ୍ମରେ ବି ଦେଖାଯାଇଛନ୍ତି , ଏଥିରେ ଗୋଟେ ଥିଲା ଫରାର୍ ,ଯେଉଁଥିରେ କାୟନାତ୍ ଙ୍କ ସହ ଗିପି ଗେରୱାଲ୍ ନଜର ଆସିଥିଲେ,  ଏବେ କିଛି ଦିନ ହେବ କାୟନାତ୍ ଶାରରୀକ ଶୋଷଣର ବଢୁଥିବା ଆରୋପକୁ ନେଇକଇ ବୟାନ୍ ଦେଇଛନ୍ତି କି ଶୋଷଣ ଫିଲ୍ମର କାରଣ ନୁହେଁ ବରଂ ଲୋକଙ୍କର ଭୁଲ୍ ମାନସିକତା କାରାଣ ହେଉଛି, ଯାହା ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *