March 1, 2024

Odia Express

News For Public

ଆଜିର ଚତୁର ପ୍ରଶ୍ନ – ନାଁ ମୁଁ କାହାକୁ ଦେଖାଯାଏ,ନାଁ ମୋତେ ଫିଙ୍ଗି ହୁଏ କିନ୍ତୁ ମୁଁ ନଥିଲେ ଏ ଦୁନିଆ ଚାଲିବ ନାହିଁ – ତାହେଲେ କୁହ ମୁଁ କିଏ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ..

1 min read

ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୧୫ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁଯାହାକି ଆପଣାକୁ ଜୀବନରେ କେଉଁ ପରୀକ୍ଷାରେ ମଧ୍ୟ ଆସିପାରେ |ଜ୍ଞାନ ବଢେଇବା ସବୁ ଲୋକଙ୍କ ନିହାତି ଆବଶ୍ୟକ |ଆପଣ ଛାତ୍ର ହୁଅନ୍ତୁ କିମ୍ଵା ଆପଣ କେଉଁ ବଡ ଚାକିର ମଧ୍ୟ କରିଥାନ୍ତୁ ସାଧାରଣ ଜ୍ଞାନ ଜାଣିବା ନିହାତି ଦରକାର |ବେଳେ ବେଳେ ଛୋଟ ଛୋଟ ପ୍ରଶ୍ନ ମଧ୍ୟ ଆମକୁ ଦ୍ବନ୍ଦରେ ପକେଇ ଦିଏ |ତେବେ ଚାଲନ୍ତୁ କିଛି ଚତୁର ପ୍ରଶ୍ନ ଜାଣିବା

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-ପାଣିପଥ ସହର କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହରିୟାଣା।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଜୀଵ ଅଛି ଯାହା ସମ୍ପୂର୍ଣ୍ଣ ଗୋଟେ ଦିନରେ ମାତ୍ର ୧୬ ମିନିଟରେ ଆରାମ କରିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିମ୍ପୁଡି।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-ଦୁନିଆର ସବୁଠାରୁ ଅଧିକ ଗେଣ୍ଡା କେଉଁଠାରେ ମିଳିଥାଆନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାମିବିଆର ଏସେ ଟେସା ନେସନାଲ ପାର୍କରେ ଅଛି।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-ଭାରତରେ ସବୁଠାରୁ କମ ଅପରାଧ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆନ୍ଧ୍ରପ୍ରଦେଶ ରେ।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-କଣ ପଶୁ ପକ୍ଷୀ ମାନଙ୍କୁ ଝାଳ ଆସିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଜ୍ଞା ହଁ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-ଅନ୍ତରୀକ୍ଷ କୁ ଯାଉଥିବା ପ୍ରଥମ ଭାରତୀୟ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାକେଶ ଶର୍ମା।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-ଭାରତରେ ସବୁଠାରୁ ପ୍ରଥମ ସୂର୍ଯ୍ୟ ଉର୍ଜାର ସଞ୍ଚାଳିତ ହେଉଥିବା ଏୟାରପୋର୍ଟ କେଉଁଠାରେ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋଚିନ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ଯାହା କେରଳ ରେ ଅବସ୍ଥିତ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ଧଳା ଲିଲି କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଟାଲୀ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-ଆଇ ଆଇ ଟି ର ଫୁଲ ଫର୍ମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-କଞ୍ଚା ଆମ୍ବକୁ ପାଚିଲା କରିବା ପାଇଁ କେଉଁ ଗ୍ୟାସର ପ୍ରୟୋଗ କରାଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏଥିଲିନ ଗ୍ୟାସର।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୧:-ଏଲିଫ୍ୟାଣ୍ଟ କୁ ଓଡ଼ିଆରେ ଆପଣ କଣ କହିବେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାତୀ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୨:-ଗୋଟେ କୋଷରେ କେତେ କିଲୋମିଟର ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୩.୧୨ କିଲୋମିଟର।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୩:-କେଉଁ ତେଲ ଯାହା ଶୀତ ଦିନରେ ଜମି ଯାଏ ବା ବରଫ ହୋଇଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଡ଼ିଆ ତେଲ।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୪:-ଇଂରେଜ ମାନେ ଭାରତକୁ କେଉଁ ଉଦ୍ଧେଶ୍ୟରେ ଆସିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବ୍ୟାପାର ଉଦ୍ଦେଶ୍ୟରେ।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୫:-ଭାରତର ଉପଗ୍ରହର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆର୍ଯ୍ୟଭଟ୍ଟ।

ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୬:-ନାଁ ମୁଁ କାହାକୁ ଦେଖାଯାଇ ପାରିବି,ନାଁ ମୁଁ ବିକ୍ରି ହୋଇ ପାରିବି,ନାଁ ମୁଁ ପଡି ପାରିବି,ତାହେଲେ କୁହ ମୁଁ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପବନ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *