March 3, 2024

Odia Express

News For Public

ଆଜି ଠାରୁ ଏହି ରାଶିଗୁଡିକ ଉପରେ ପଡିବାର ଅଛି ଗୁରୁଙ୍କ ପ୍ରଭାବ, ବଦଳିବାକୁ ଅଛି ଏହି ରାଶିବାଲାଙ୍କ ଭାଗ୍ୟ

1 min read

ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିଲେ ଗ୍ରହ ଓ ନକ୍ଷତ୍ର ଆମର ଜୀବନରେ ବହୁତ ଖାସ୍ ମହତ୍ତ୍ୱ ରଖିଥାନ୍ତି , ଜ୍ୟୋତିଷ୍ୟଶାସ୍ତ୍ର ଅନୁଯାୟୀ ମଣିଷ ଜୀବନରେ ଯାହା ବି କଟିଥାଏ ତାହା ଗ୍ରହ ଓ ନକ୍ଷତ୍ରର ଦିଗ ପରିବର୍ତ୍ତନ କାରଣରୁ ହୋଇଥାଏ , କାଲି ଠାରୁ ମାନେ ସୋମବାର ଠାରୁ ଗୁରୁ ଗ୍ରହ ମାନେ ବୃହସ୍ପତି ଗ୍ରହର ଚାଲିରେ ପରିବର୍ତ୍ତନ ଆସିବା କାରଣରୁ ପ୍ରାୟ ୭ ଟି ରାଶି ଉପରେ ଏହାର ପ୍ରଭାବ ଦେଖାଯିବ , ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ କେଉଁ ସେହି ୭ ଟି ରାଶି ଅଛନ୍ତି ଯାହାଙ୍କ ଜୀବନରେ ଗୃହ ବା ବୃହସ୍ପତି ଗ୍ରହର ଚାଲି ବଦଳିବା କାରଣରୁ ଭାଗ୍ୟ ବଦଳିବ ।

ମେଷ ରାଶି- ଏହି ରାଶିର ଜୀବନରେ ବୃହସ୍ପତି ଗ୍ରହ ଚାଲି ବଦଳିବାରୁ ପ୍ରଭାବ ଦେଖାଦେବ , ଏହି ରାଶିର ଜୀବନରେ କାଲି ମାନେ ସୋମବାର ଦିନ ଜୀବନରେ ନାନା ପରିବର୍ତ୍ତନ ଦେଖାଦେବ,  ଗୁରୁ ଗ୍ରହର କୃପାରୁ ସବୁ ମନୋକାମନା ପୁର୍ତ୍ତି ହେବ , ଓ ତାହା ସହ ଜୀବନରେ ସବୁ ଜିନିଷ ମିଳିବ ଯାହାର୍ ହକଦାର୍ ଅଟନ୍ତି , ସବୁ ମିଶାଇକରି ଗୁରୁ ଦିଗ ବଦଳିବା କାରଣରୁ ଏହି ରାଶିର ଜୀବନରେ ଭଲ ପରିବର୍ତ୍ତନ ଦେଖାଦେବ ,

ମିଥୁନ ରାଶି- ଏହି ରାଶିର ଭାଗ୍ୟରେ ଗୁରୁ ଗ୍ରହ ପରିବର୍ତ୍ତନ ହେତୁ ଭଲ ପରିବର୍ତ୍ତନ ହେବ , ବିଜନେସ୍ କରୁଥିବା ଲୋକଙ୍କୁ ଧନର ପ୍ରାପ୍ତି ହେବ , ଓ ଏହା ସହ ପାରିବାରିକ ଜୀବନ ସୁଖମୟ ହେବ , ଛାତ୍ରଙ୍କୁ ନିଜ ପରିଶ୍ରମର ଫଳ ମିଳିବ , ଓ ତାଙ୍କ ଆଗକୁ କ୍ୟାରିୟର ସହଜ ହୋଇଯିବ ।

କର୍କଟ ରାଶି- ଏହି ରାଶିରେ ଗୁରୁ ଗ୍ରହର ଦିଗ ପରିବର୍ତ୍ତନ ହେବା ଯୋଗୁଁ ସବୁଠାରୁ ଅଧିକା ଫାଈଦା ପାଈବେ , କହିଦେବୁ କି କର୍କଟ ରାଶିର ଜାତକରେ ଏହି ପରିବର୍ତ୍ତନରୁ ପରିବାରରେ ଖୁସି ଆସିଯିବ , ଓ ତାହା ସହ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ , ଏହା ଛଡା କର୍କଟ ରାଶିର ଜୀବନରେ ପୁର୍ବରୁ ଅଟକିଥିବା ସବୁ କାର୍ଯ୍ୟର ନିବାରାଣ୍ ହେବ , ବର୍ତ୍ତମାନ ଜୀବନରେ ଧନ ଲାଭ ସହ ପରିବାର ର ସୁଖ ମିଳିବ ।

ସିଂହ ରାଶି- ଆପଣଙ୍କୁ କହିଦେବୁ କି ଗ୍ରହର ଏହି ଦିଗ ପରିବର୍ତ୍ତନ ଲାଭ ସିଂହ ରାଶିର ଜାତକକୁ ବି ହେବାକୁ ଯାଊଛୁ , ସିଂହ ରାଶିର ବିଜନେସ୍ ରେ ଲାଭ ହେବ,  ଓ ତାହା ସହ ଅପାର ଧନର ପ୍ରାପ୍ତି ହେବ , ଏହା ଛଡା ସିଂହ ରାଶିର ଜାତକରେ ତାଙ୍କ ଜୀବନସାଥୀର ସହଯୋଗ ମିଳିପାରିବ , ଓ କାମରେ ଉନ୍ନତିର ଲାଭ ମିଳିବ , ଏହା ଛଡା ଏହି ରାଶିର ଜାତକରେ କରାଯାଈଥିବା ଶୁଭ କାମରେ ସବୁଠାରୁ ଅନୁକୁଳ ସମୟ ମାନାଯାଉଛି ।

କନ୍ୟା ରାଶି- ଏହି ରାଶିର ଜୀବନରେ ଏହି ସମୟରେ ସବୁ କାମର ବୃଦ୍ଧି ହେବ , ଓ ତାହା ସହ ଏହି ରାଶିର ଜୀବନରେ ଅଟକିଥିବା କାମ ପୁରା ହେବ , ଏହା ସହ ଏହି ରାଶିବାଲାଙ୍କର ସମୟ ଭଲ ରହିଛି, କାରଣ ଏହି ସମୟରେ ସବୁ ମନୋକାମନା ପୁର୍ତ୍ତି ହେବ , ଓ ଜୀବନରେ ଖୁସି ଓ ଖୁସି ହିଁ ଦେଖାଦେବ , କନ୍ୟା ରାଶିର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଓ ଏହା ସହ ଜୀବନରେ ଅଟକିଥିବା କାମ କରିବାର ଭଲ ସମୟ ଆଉ କିଛି ହୋଇନପାରେ ।

ବିଛା ରାଶି- ଏହି ରାଶିର ଉପରେ ଗୁରୁ ଗ୍ରହର ଭଲ ପ୍ରଭାବ ପଡିବ , ଯାହାର କାରଣରୁ ଏମାନଙ୍କୁ ଜୀବନରେ ସବୁ ଅସୁବିଧାରୁ ମୁକ୍ତି ପାଇବେ , ଓ ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ଧନୁ ରାଶି- ଧନୁ ରାଶିର ଜାତକରେ ଏହା ସବୁଠାରୁ ଭଲ ଅନୁକୁଳ ସମୟ ହେଉଛି, ଏହି ରାଶିର୍ ଜାତକରେ ଧନ ଲାଭ ହେବାର ପ୍ରବଳ ଯୋଗ ଅଛି,  ଓ ତାହା ସହ ବିଜନେସ୍ ରେ ଭଲ ଉନ୍ନତି ଦେଖାଦେଉଛି ।

Leave a Reply

Your email address will not be published. Required fields are marked *