March 3, 2024

Odia Express

News For Public

ଯେଉଁ ଲୋକଙ୍କର ପିଠିରେ ହୋଇଥାଏ ଅଧିକା ଚୁଟି, ତାଙ୍କୁ ଜୀବନରେ ମିଳିଥାଏ ଏହି ଖାସ୍ ଜିନିଷ, ଜାଣନ୍ତୁ ବାକି ଜାଗାରେ ରହିବାର ମତଲବ

1 min read

ବନ୍ଧୁଗଣ, ଏହି ଦୁନିଆଁରେ ସବୁ ମଣିଷଙ୍କ ଶରୀରରେ ଚୁଟି ଦେଖିବାକୁ ମିଳେ । ଆମେ କେବଳ ମୁଣ୍ତର ଚୁଟି କଥା କହୁନାହୁଁ ବରଂ ଶରୀରର ଅନ୍ୟ ଅଙ୍ଗରେ ବାହାରିଥିବା ଚୁଟି କଥା କହୁଛୁ , ଆପଣ ଦେଖିଥିବେ କି କିଛି ଅଙ୍ଗ୍ ଏପରି ହୋଇଥାଏ ଯାହା ସବୁ ବ୍ୟକ୍ତିର ଅଲଗା ଅଲଗା ପ୍ରକାରର ଚୁଟି ଆସିଥାଏ , ଉଦାହରଣ ପାଇଁ କାହାର ହାତ ଓ ଗୋଡରେ ଅଧିକା ଚୁଟି ହୋଇଥାଏ ତେବେ କାହାର ଦାଢି ବଡ ମୁସକିଲ୍ ରେ ଆସିଥାଏ , ଏମାନଙ୍କ ମଧ୍ୟରୁ କାହାର ଛୋଟ ଚୁଟି, ପତଳା ଓ ନରମ ହୋଇଥାଏ , ସେମିତି କାହାର ଘନ ଓ ମୋଟା ହୋଇଥାଏ , ଏହି ସବୁ ଜିନିଷ ବ୍ୟକ୍ତିର ସ୍ୱଭାବ ଓ ଭବିଷ୍ୟ ବିଷୟରେ ବହୁତ କିଛି ଦର୍ଶାଇଥାଏ , ଆଜି ଆମେ ସେହି ଜିନିଷଗୁଡିକ ବିଷୟରେ ବିସ୍ତାରରେ କହିବୁ ।

ଶରୀରର ଅଙ୍ଗରେ ଚୁଟି ଆସିବାର ମତଲବ – ୧) ହାତ କିମ୍ବା ଗୋଡରେ ଅଧିକା ଚୁଟି ଆସିବା- ଯେଉଁ ଲୋକଙ୍କର ହାତ ଓ ଗୋଡରେ ଅଧିକା ଘନ ଚୁଟି ଆସିଥାଏ  ସେମାନଙ୍କ ଜୀବନରେ ବହୁତ ଉତ୍ ଥାନପତନ ଦେଖାଯାଏ, ସେମାନଙ୍କ ଲାଇଫ୍ ରେ ଖୁସି ଅଧିକା ଦିନ ଯାଏଁ ରହିନଥାଏ,  ଓ ଅସୁବିଧା ଓ ଦୁଃଖ ଯିବା ଆସିବା ହୋଇଥାଏ ।

୨) ହାତ ଓ ଗୋଡରେ କମ୍ ଚୁଟି ଆସିବା – ଯେଉଁ ଲୋକଙ୍କର ଶରୀରରେ ବହୁତ କମ୍ ଚୁଟି ଓ ପତଳା ଚୁଟି ଆସିଥାଏ ,ସେମାନଙ୍କ ଲାଇଫ୍ ବହୁତ ଐଶ୍ ଓ ଆରାମରେ କଟିଥାଏ,  ଏମିତି ଲୋକ ଭାଗ୍ୟ ବହୁତ ସାଥ୍ ଦିଏ , ଓ ତାଙ୍କୁ ପଇସାରୁ ନେଇକରି ଅଧିକା ପରିଶ୍ରମ କରିବାକୁ ପଡେନାହିଁ ।

୩) ମହିଳାଙ୍କ ଚେହେରାରେ ଚୁଟି ଆସିଲେ- ଯେଉଁ ମହିଳାଙ୍କ ଚେହେରାରେ ଅଦରକାରୀ ଚୁଟି ଆସେ ଯାହାକି ଅଧିକା ହୋଇଥାଏ , ସେମାନେ ବହୁତ୍ ପରିଶ୍ରମୀ ବୋଲି ଜଣାଯାଏ , ଏମିତି ମହିଳାଙ୍କୁ ଭାଗ୍ୟର କିଛିସାଥ୍ ମିଳିନଥାଏ,  ବରଂ ସେମାନେ ନିଜ ଦମ୍ ରେ ସବୁ କିଛି ହାସିଲ୍ କରିବାକୁ ଚାହିଁଥାନ୍ତି ।

୪) ଚନ୍ଦାପଣ ହେବା- ଯେଉଁ ଲୋକଙ୍କର ଚନ୍ଦାପଣ ସମସ୍ୟାରୁ ଚୁଟି ଝଡିବାକୁ ଲାଗେ ସେମାନେ ଲାଇଫ୍ ରେ ଅଧିକା ପଇସା କମାଇଥାନ୍ତି ।

୫) ଛାତିରେ ଅଧିକା ଚୁଟି ଆସିବା- ଯେଉଁ ଲୋକଙ୍କର ଛାତିରେ ଚୁଟି ଅଧିକା ଆସେ ସେମାନେ ବହୁତ୍ ବାହାଦୁର୍ ସ୍ୱଭାବର ହୋଇଥାନ୍ତି , ଏହି ଲୋକ ଜୀବନରେ କେବେ କାହାକୁ ଡରନ୍ତି ନାହିଁ,  ଓ କାହାକୁ ବ୍ ଭୟ କରନ୍ତି ନାହିଁ , ଏମାନେ ସବୁବେଳେ ବିନ୍ଦାସ୍ ଓ ଖୁସିରେ ରୁହନ୍ତି ।

୬) ଛାତିରେ କମ୍ ଚୁଟି ଆସିବା – ଯେଉଁ ଲୋକଙ୍କର ଛାତିରେ କମ୍ ଚୁଟି ଆସିଲେ ଏହା ଶାନ୍ତ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି , ତାଙ୍କୁ ରାଗ କମ୍ ଆସିଥାଏ,  ତାହା ସହ ଅସୁବିଧାରୁ ଦୁରରେ ରହିବା ପସନ୍ଦ ହୋଇଥାଏ , ଖାସ୍ କରି ଲଢେଇ ଝଗଡାରୁ ଜିନିଷରୁ ଏମାନଙ୍କୁ ପସନ୍ଦ୍ ଆସିନଥାଏ ।

୭) ପିଠିରେ ଚୁଟି- ଆପଣ ଦେଖିଥିବେ କି ବହୁତ ଲୋକଙ୍କର ପିଠିରେ ବଡ ଓ ଘନ ଚୁଟି ଆସିବାକୁ ଲାଗେ, ଯେଉଁ ଲୋକଙ୍କର ଏମିତି ହେଉଛି, ସେମାନଙ୍କ ପାଇଁ ଖୁସିଖବର ଅଟେ, ଏମିତି କୁହାଯାଏ କି ଯେଉଁ ଲୋକଙ୍କର ପିଠିରେ ଅଧିକା ବାଳ ଆସେ , ସେମାନଙ୍କୁ ସୁନ୍ଦର ସ୍ତ୍ରୀ ମିଳିଥାଏ

୮) କାଖରେ ଅଧିକା ଚୁଟି-ସେମିତି କାଖରେ ବାଳ ଆସିବା ସମସ୍ତଙ୍କର ହୋଇଥାଏ, କିନ୍ତୁ କିଛି ଲୋକଙ୍କର ଅଧିକାରୁ ଅଧିକ ହୋଇଥାଏ ,ଏମାନଙ୍କୁ ରାଗ ବହୁତ୍ ଜଲଦି ଆସିଯାଏ ।

Leave a Reply

Your email address will not be published. Required fields are marked *