March 3, 2024

Odia Express

News For Public

ଆଜିଠାରୁ ବୃହସ୍ପତି ଦେବ ଏହି ୭ ଟି ରାଶିର ଖୋଲିବେ କୁବେରଙ୍କ ଭଣ୍ତାର, ଆପଣଙ୍କ ରାଶି ନାହିଁ ତ ଏଥିରେ ସାମିଲ୍ ?

1 min read

ଆମେ ସମସ୍ତେ ଏହା କାମନା କରିଥାଉ କି ଜୀବନରେ ବହୁତ ସାରା ଖୁସି ଓ ସମୃଦ୍ଧି ନେଇକରି ଆସୁ, କାରଣ ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁଖପ୍ରାପ୍ତି କରିବାକୁ ଚାହିଁଥାଏ , ଏଥିପାଈଁ ସେ କଡା ପରିଶ୍ରମ ବି କରେ । କିନ୍ତୁ ସବୁବେଳେ ସଫଳତା ପାଇବା ତା ଭାଗ୍ୟରେ ନଥାଏ , କେବଳ କିଛି ହିଁ ଲୋକ ଜୀବନରେ ଖୁସି ପାଇଥାନ୍ତି , କିନ୍ତୁ କହିଦେବୁ କି ମଣିଷ ଜୀବନରେ ସୁଖ ସମୃଦ୍ଧି କୁଣ୍ତଳୀ ଜରିଆରେ ଜାଣିପାରିବେ । କୁଣ୍ତଳି ଗ୍ରହ ନକ୍ଷତ୍ର ଆଧାରରେ ହୋଇଥାଏ , ସେ ଗ୍ରହ ଓ ନକ୍ଷତ୍ର ଅନୁସାରେ କୁହାଯାଉଛି କି ବୃହସ୍ପତି ଗ୍ରହ କନ୍ୟା ରାଶି ଛାଡିକରି ତୁଳା ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି , ଏଇ ପରିବର୍ତ୍ତନରୁ କିଛି ରାଶିଗୁଡିକ ଉପରେ ବହୁତ ଲାଭ ମିଳିବାର ଅଛି , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେହି ରାଶି ।

୧) ମେଷ ରାଶି –ଏହି ରାଶିର ଜାତକରେ ବୃହସ୍ପତି ଗ୍ରହର ପରିବର୍ତ୍ତନରୁ ବହୁତ ଲାଭ ମିଳିବାର୍ ଅଛି ଏମାନଙ୍କ ପରିବାର ଲୋକଙ୍କର ସମର୍ଥନ ମିଳିବ , ଓ ଏମାନଙ୍କ ଭାଗ୍ୟ ବି ଚମକିବ , ହୋଇପାରେ କି ଆପଣଙ୍କ ଯାତ୍ରାରେ ଯିବାକୁ ପଡିପାରେ,  ଓ ଧ୍ୟାନ ରଖିବେ କି ଆପଣଙ୍କ ସ୍ୱାମୀ ଓ ସ୍ତ୍ରୀଙ୍କ ସଂବନ୍ଧରେ ଟିକିଏ ମତଭେଦ ହୋଇପାରେ,  ଯାହାଠାରୁ ଦୁରେଇ ରହିବେ , ଆପଣଙ୍କୁ ରବିବାର ଦିନ ହରଡ ଡାଲି ଗାଇକୁ ଖୁଆଇବାର ଅଛି ।

୨) ମିଥୁନ ରାଶି- ଏହି ରାଶିର୍ ଜାତକ ପାଇଁ ସମୟ ବହୁତ ଅଧିକା ଶୁଭ ଯିବାର ଅଛି ଆପଣଙ୍କୁ ଅଚାନକ ଧନର ପ୍ରାପ୍ତି ହେବ , ସନ୍ତାନ ସୁଖ ବି ମିଳିବ , ଓ ଆପଣଙ୍କ ଭାଗ୍ୟ ବି ଆପଣଙ୍କ ସହ ରହିବ , ଆପଣଙ୍କ ପରିବାର ଲୋକଙ୍କର ସହଯୋଗ ମିଳିବ , ଓ ଆପଣଙ୍କ ରୁଚି ଆଧ୍ୟାତ୍ମିକ ପ୍ରତି ବଢିପାରେ ।

୩) କର୍କଟ ରାଶି – ଏହି ରାଶିର ଜାତକରେ ସମୟ ଭଲ ଶୁଭ ଅଛି , ଆପଣଙ୍କୁ ଭୌତିକ ସୁଖର ପ୍ରାପ୍ତି ହେବ  ଯଦି ଆପଣ ଚାକିରି କରୁଛନ୍ତି କିମ୍ବା ବେପାର ସହ ଯୋଡି ହୋଇଛନ୍ତି ତେବେ ଆପଣଙ୍କୁ ଜଲଦି ଏକ ଖୁସି ଖବର ମିଳିପାରେ , ସେମିତି ଆପଣଙ୍କ ସବୁ ରୋଗ ଦୁର ହୋଇଯିବ , ଓ ଆପଣଙ୍କ ସ୍ୱାସ୍ଥ୍ୟ ବିଲକୁଲ୍ ସଠିକ୍ ରହିବ ।

୪) କନ୍ୟା ରାଶି- ଏହି ରାଶିର ଲୋକଙ୍କୁ ପରିବାରର ଓ ସମାଜରେ ବହୁତ ମାନସମ୍ମାନ ମିଳିବ , ଏହା ସହ ଧନ ଲାଭ ବି ହେବ , ଓ ଏମାନଙ୍କ ବାଣୀରେ ମଧୁରତା ରହିବ , ଯଦି ଆପଣ କୋର୍ଟ କଚେରି ମାମଲାରେ ପଡିଛନ୍ତି ତେବେ ଆପଣ ସେଥିରୁ ବିଜୟଲାଭ କରିବେ ।

୫) ବିଛା ରାଶି- ଏହି ରାଶିର ଲୋକଙ୍କ ପାଇଁ ଧନ ପ୍ରାପ୍ତି ହେବାର ଯୋଗ ହେଉଛି , ଏହା ସହ ସମାଜରେ ପ୍ରତିଷ୍ଠା ଲାଭ କରିବେ , ଏହା ଛଡା ଅଚାନକ ଲାଭ ହେବ , ଓ ଭୌତିକ ସୁଖର ବୃଦ୍ଧି ହେବ , କହିଦେବୁ କି ମାତା ପିତାଙ୍କର ସ୍ୱାସ୍ଥ୍ୟ ବି ଉନ୍ନତି ଘଟିବ , କାମରେ ଉନ୍ନତି ମିଳିବ , ତାହା ସହ ଫାଲତୁ ଖର୍ଚ୍ଚ ବି ଅଧିକା ହେବ ।

୬) ଧନୁ ରାଶି –ଏହି ରାଶିର ଜାତକରେ ଧନ ଲାଭ ହେବାର ଯୋଗ ଅଛି , ଏହା ସହ ଭାଇ ଭଉଣୀଙ୍କ ସଂମ୍ପର୍କରେ ମଧୁରତା ଦେଖିବାକୁ ମିଳିପାରେ , କମ୍ ପରିଶ୍ରମରେ ଅଧିକା ଲାଭ ମିଳିପାରେ ।

୭) କୁମ୍ଭ ରାଶି- ଏହି ରାଶିର ଜାତକରେ ଭାଗ୍ୟର ସାଥ୍ ମିଳିବ , ଓ କାର୍ଯ୍ୟରେ ସଫଳତା ବି ମିଳିବ ,ଓ ଏହା ସହ ନିଜ ବାପାଙ୍କ ସହ ମଧୁର୍ ସଂମ୍ପର୍କ ରହିବ , ଏମାନଙ୍କ ସ୍ୱାସ୍ଥ୍ୟ ବି ମଜବୁତ୍ ରହିବ , ଓ ବ୍ୟକ୍ତିତ୍ୱ ରେ ବହୁତ୍ ସୁଧାର ଆସିବ ।

Leave a Reply

Your email address will not be published. Required fields are marked *