March 3, 2024

Odia Express

News For Public

ଚେହେରାରେ ବରଫ ଲଗାଇଲେ ଫାଈଦା ବିଷୟରେ ଜାଣିଲେ ଆପଣ ହୋଇଯିବେ ଚକିତ, ନା କିଛି ଖର୍ଚ୍ଚ ନା ହିଁ କିଛି ସାଇଡ୍ ଇଫେକ୍ଟ

1 min read

ମହିଳାଙ୍କୁ ନିଜ ତ୍ୱଚାକୁ ସୁନ୍ଦର ଓ ଚମକାଦାର୍ ବନାଇବାରେ ବହୁତ ସାରା ଉପାୟ କରନ୍ତି , ପାର୍ଲର ରୁ ନେଇକରି ଘରୋଇ ଉପାୟ ପର୍ଯ୍ୟନ୍ତ ସବୁ ଉପାୟ  କରିଥାନ୍ତି , ଯେଉଁଠି ସୁନ୍ଦର ଓ ଗ୍ଲୋଇଙ୍ଗ୍ ସ୍କିନ୍ ପାଇଁ ମହିଳା ମାନେ ଏତେ ପଇସା ଖର୍ଚ୍ଚ୍ କରନ୍ତି , ସେମିତି ଆପଣଙ୍କୁ ମାଲୁମ୍ ଥିବ କି ଏକ ଏମିତି ଜିନିଷ ସବୁ ଘରେ ମିଳିଯାଏ ଯାହା ବିଲକୁଲ୍ ଫ୍ରୀ ହୋଇଥାଏ , ଯାହାର ବ୍ୟବହାରରେ ଆପଣଙ୍କ ସୁନ୍ଦର ସ୍କିନ୍ ପାଇପାରିବେ , ତାହା ସ୍କିନ୍ ସଂବନ୍ଧି ଆପଣଙ୍କ ବହୁତ ସାରା ସମସ୍ୟା ଦୁର କରିଥାଏ, ହଁ ଆଜ୍ଞା , ବରଫ ନାଁ ଶୁଣିଲେ ଆମକୁ ଥଣ୍ତାର ଅନୁଭବ ହୁଏ , କିନ୍ତୁ ବୋଧେ ଆପଣଙ୍କୁ ମାଲୁମ୍ ନଥିବ କି ଏତେ ସୁନ୍ଦର ତ୍ୱଚାରେ ବହୁତ ରହସ୍ୟ ଲୁଚି ରହିଛି , ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ବରଫଦ୍ୱାରା ବ୍ୟବହାର ଓ ଫାଇଦା ।

୧) ଫୁଲିବା ସମସ୍ୟା – ବହୁତ୍ ଥର ଆଲର୍ଜୀ କିମ୍ବା କେଉଁ ଅନ୍ୟ କାରଣରୁ ଚେହେରା ଫୁଲିବାକୁ ଲାଗେ,  ଏମିତିରେ ବରଫର ବ୍ୟବହାର ଫାଇଦା ଯୋଗାଈଥାଏ , ଚେହେରାର୍ ଫୁଲାକୁ କମ୍ କରିବାପାଇଁ ବରଫର ଖଣ୍ତକୁ ରଗଡିଲେ ସବୁଠାରୁ ଫାଈଦା ଦେଇଥାଏ ।

୨) ମସାଜ୍- ଚେହେରାକୁ ସତେଜ ଓ ନିଖାର୍ ଆଣିବାପାଇଁ ମସାଜ୍ କରିବା ବହୁତ ଜରୁରୀ ହୋଇଥାଏ , ଏଥିପାଇଁ ମେକ୍ ଅପ୍ କରିବାପରେ ବରଫର ଏକ ଖଣ୍ତ ସହ୍ ମସାଜ୍ କରନ୍ତୁ , ଏହା ମେକଅଫ୍ ଅଧିକା ସମୟ ଯାଏଁ ରହିବ , ବରଫର ମସାଜ୍ କରିଲେ ଚେହେରାରେ ବ୍ଲଡ୍ ସର୍କୁଲେସନ୍ ଭଲ ହୋଇଯାଏ , ଏଥିପାଇଁ ବରଫ ଖଣ୍ତକୁ କଟନ କପଡାରେ ଗୁଡାଇ ୩୦ ମିନିଟ୍ ପର୍ଯ୍ୟନ୍ତ ମାଲିସ୍ କରନ୍ତୁ ।

୩) ସନ୍ ବର୍ଣ୍ଣ୍- ଅଧିକା ସମୟରେ ଖରାରେ ରହିଲେ ସନ୍ ବର୍ଣ୍ଣ ହୋଇଯାଏ,  ଏଥିପାଇଂ ଆପଣଙ୍କୁ କେଉଁ କସମେଟିକ୍ ପ୍ରଡକ୍ଟ ବ୍ୟବହାର କରିବାଠୁ ଭଲ ଅଟେ କି ବରଫର ବ୍ୟବହାର କରାଯାଉ , ଆପଣ ବରଫର ଜାଗାରେ ଆଲୋବେରା ଫ୍ରିଜର୍ ରେ ଜମା କରି ଚେହେରାରେ ମସାଜ୍ କରନ୍ତୁ ।

୪) ଡାର୍କ ସର୍କଲ୍- ଆଖିର ତଳେ ଡାର୍କ ସର୍କଲ୍ ଦୁର କରିବାପାଇଁ ଆପଣ ବରଫ ବ୍ୟବହାର୍ କରିପାରିବେ , ଏହା କାରଗର ହେବା ସହ ସୁରକ୍ଷିତ ବି ଅଟେ , ଯଦି ଆପଣଙ୍କୁ ଭଲ ପରିଣାମ ହୋଇଥାଏ , ତେବେ ଆପଣ କ୍ଷୀରର ରସରେ ଗୋଲାପ ଜଳକୁ ଆଇସ୍ ଟ୍ୟୁବ୍ ରେ ପକାଇ ଜମାକରିପାରିବେ , ଏହା ବ୍ୟବହାରରେ ଡାର୍କ ସର୍କଲ୍ ସମସ୍ୟା ଦୂର୍ ହୋଇଯିବ ।

୫) ବୟସ ଦାଗ- ବଢୁଥିବା ବୟସ ସହ ଚେହେରାରେ ବୟସ ଦାଗ ନଜର ଆସିଯାଏ , ଏମିତିରେ ସବୁ ଦିନ ଚେହେରାରେ ଏକ ଖଣ୍ତ ବରଫ ଲଗାଇଦିଅନ୍ତୁ , ତାପରେ ଦେଖନ୍ତୁ  ଚେହେରାରେ ପରିବର୍ତ୍ତନ ଆସିବ , ଓ ବୟସ ଦାଗ କମ୍ ନଜର୍ ଆସିବ,  ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନଖ ଉଷୁମ ପାଣିର ସହ୍ ଚେହେରାକୁ ଧୋଇଦିଅନ୍ତୁ , ଏହାପରେ ବରଫର ଖଣ୍ତକୁ ଚେହେରାରେ ସେତେ ପର୍ଯ୍ୟନ୍ତ ମସାଜ୍ କରନ୍ତୁ , ଯେବେ ପର୍ଯ୍ୟନ୍ତ ଏହା ତରଳିଯାଇନାହିଁ , ଏଥିରେ ପୋର୍ସ ଟାଇଟ୍ ହୋଇଯିବ ।

୬) ବ୍ରଣର ସମସ୍ୟା- ଅୟେଲି ସ୍କିନ୍ ବାଲାଙ୍କ ବହୁତଥର ବ୍ରଣର ସମସ୍ୟା ଦେଖାଯାଏ , ଏମିତିରେ ବ୍ରଣରେ ବରଫ ଲଗାଇଲେ ବହୁତ ଫାଇଦା ହୋଇଥାଏ , ଚେହେରାରେ ଲାଲ୍ ଚିହ୍ନ ଆସିବାପରେ ବରଫ ଆପ୍ଲାଇ କରନ୍ତୁ , ନିମ୍ବ କିମ୍ବା ପୁଦିନାର ପତ୍ରକୁ ସିଝାଇ ପାଣିରେ ବରଫ କ୍ୟୁବ୍ ପକାଇ ଜମା କରିବେ , ଏହା ଦ୍ୱାରା ବ୍ରଣ ଆଉ ବଢିବ ନାହିଁ,  ଓ ଚେହେରା ସଫା ହୋଇଯିବ ।

୭) ଚେହେରାରେ ବାଳ- ଚେହେରାରେ ଅଦକାରୀ ବାଳ କୁ ହଟାଇବାପାଇଁ କେଉଁ କସମେଟିକ୍ କ୍ରିମ୍ କିମ୍ବା ବ୍ଲିଚ୍ ରୁ ଭଲ ଅଟେ କି ବରଫର ବ୍ୟବହାର୍ କରନ୍ତୁ , ଏହା ଦ୍ୱାରା କୌଣସି ସାଇଡ୍ ଇଫେକ୍ଟ ହୋଇନଥାଏ

Leave a Reply

Your email address will not be published. Required fields are marked *