March 2, 2024

Odia Express

News For Public

ଯଦି ଆପଣଙ୍କୁ ନିଦ ଆସୁନଥିବାର ରୋଗ ଅଛି ତେବେ ଏହି ଜିନିଷର ସେବନ ନିଶ୍ଚିତ କରନ୍ତୁ ମେଡିସିନ୍ ରୁ ବି ଅଧିକା ପ୍ରଭାବଶାଳୀ…

1 min read

କିଏ କହିଥିଲେ କି ଏକ ସୁସ୍ଥ୍ୟ ମନ ଓ ସୁସ୍ଥ୍ୟ ଶରୀର ପାଇଁ ଭଲ ନିଦ ଆସିବା ବହୁତ ଆବଶ୍ୟକ ହୋଇଥାଏ , ଆପଣଙ୍କୁ କହିଦେବୁ କି ଏକ ଭଲ ନିଦ ପାଇଁ ଏକ ଭଲ ବିଛଣାର ସହ  ସବୁଠାରୁ ଅଧିକା ଆବଶ୍ୟକ ହୋଇଥାଏ କି ଏକ ଭଲ ଟାଇଟ୍ ଡାଇଟ୍ ନେବା , ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସବୁଦିନ ଡିନରରେ ନେବେ କିମ୍ବା ଶୋଇବା ପୁର୍ବରୁ ନେବେ ତେବେ ଆପଣଙ୍କୁ ଭଲ ନିଦ ଆସିବ , ଆସନ୍ତୁ ଜାଣିବା କେଉଁ ସେହି ଖାଦ୍ୟ ପଦାର୍ଥ ଅଛି ଯାହାର ସେବନ କରିଲେ ଆପଣଙ୍କୁ ଭଲ ନିଦ ଆସିବ । ଆପଣଙ୍କୁ କହିଦେବୁ କି ନିଦ ନ ଆସିବାର ଏକ ଖାସ୍ କାରଣ ହୋଇଥାଏ ଭଲ ଡାଇଟ୍ ନନେବା , କିଛି ଖାଦ୍ୟ ପଦାର୍ଥ ବୀଷୟରେ ଆମେ କହିବୁ ଯାହା ଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ ।

୧) କ୍ଷୀର- ଶୋଇବା ପୁର୍ବରୁ କ୍ଷୀର ପିଇବା ଅଭ୍ୟାସ ବହୁତ ପୁରୁଣା ଅଟେ,  କିନ୍ତୁ ଆଜିକାଲି ବଦଲୁଥିବା ଲାଇଫ୍ ଷ୍ଟାଇଲ୍ କାରଣରୁ ଲୋକେ କ୍ଷିର ନିଜ ଡେଲି ମିଲରେ ସାମିଲ୍ କରିପାରନ୍ତି ନାହିଁ,  ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କୁ ନିଦ ନ ଆସିବାର ରୋଗ ଅଛି ତେବେ ଏକ ଗିଲାସ ନଖଉଷୁମ କ୍ଷିର ନିଶ୍ଚିତ ପିଅନ୍ତୁ , ଯାହା ଦ୍ୱାରା ଭଲ ନିଦ ଆସିବାରେ କୌଣସି ବାଧା ନଆସୁ, କହିଦେବୁ କି କ୍ଷୀରରେ ଏମିତି ତତ୍ତ୍ୱ୍ ଅଛି ଯାହା ଭଲ ନିଦ ଆସିବାରେ ସହାୟକ ହୋଇଥାଏ ।

୨) କାବୁଲି ବୁଟ- ଆପଣଙ୍କୁ କହିଦେବୁ କି କାବୁଲି ବୁଟକୁ ଏକ ନିଦ ଆସିବାର ଭଲ ସ୍ରୋତ ବୋଲି ଜଣାଯାଏ , କାବୁଲି ବୁଟରେ ପ୍ରୋଟିନ୍ ବହୁତ ପରିମାଣରେ ଅଛି ,ଯାହାକି ଅଧିକା ମାତ୍ରାରେ  ମେଲାଟିନ୍ ମିଳିଥାଏ , ଯାହା ଶରୀରକୁ ରିଲାକ୍ସ କରି ଭଲ ନିଦ ଆଣିବାରେ ସହାୟକ ହୋଇଥାଏ , ଯଦି ଆପଣ ରାତିର ଡିନରରେ କାବୁଲି ବୁଟ କୁ ସାଲାଡ୍ କିମ୍ବା ସିଝା କାବୁଲି ବୁଟକୁ ଖାଆନ୍ତି ତେବେ ଆପଣଙ୍କୁ ଭଲ ନିଦ ଆସିବ , ଏହା ଛଡା କାବୁଲି ବୁଟରେ ବିଶେଷ ରୁପରେ ଭିଟାମିନ୍ ବି ୬ ମିଳିଥେ , ଯାହା ଆପଣଙ୍କ ବଡିର ସହ ନିଦ ଆସିବାର ସାହାଯ୍ୟ କରେ ।

୩) ଡାଲିଆ ଓ ଭାତ- କହିଦେବୁ କି ରାତିର ଡିନରରେ ଯଦି ଡାଲିଆ ଭାତ ଖାଆନ୍ତି ତେବେ ଏଥିରେ ଭଲ ନିଦ ଆସିଥାଏ,  କହିଦେବୁ କି ଡାଲିଆ ଓ ଭାତରେ ବହୁ ପରିମାଣରେ କାର୍ବୋହାଇଡ୍ରେଡ୍ ମିଳିଥାଏ, ଓ ଏହି ଦୁହେଁ ଖାଦ୍ୟପଦାର୍ଥ ବହୁତ ଜଲଦି ପେଟରେ ହଜମ ହୋଇଯାଏ , ଓ ଭଲ ନିଦ ଆସିବାରେ ସାହାଯ୍ୟ କରେ, ଏଥିପାଇଁ ଯଦି ଆପଣଙ୍କ ଅନିଦ୍ରା ରହିବାର ଅସୁବିଧା ଅଛି ତେବେ ଭାତ ନହେଲେ ଡାଲିଆ ଖାଇପାରିବେ , ଡାଲିଆ ଫ୍ୟାଟ୍ ଫ୍ରୀ ହୋଇଥାଏ , ଓ ଭଲ ନିଦ ଆସିଥାଏ ।

୪) ସାଲାଡ୍ – ରାତିର ଖାଦ୍ୟରେ ବିଶେଷ ରୁପରେ ସାଲାଡ୍ ସାମିଲ୍ କଲେ ଭଲ ନିଦ ଆସିଥାଏ,  ଏହା ଆପଣଙ୍କୁ ସବୁଦିନ ରାତିର ଡିନରରେ ସାମିଲ୍ କରିବାର ଅଛି , ଏଥିରେ ଆପଣଙ୍କୁ ଓଭର୍ ୱେଟିଙ୍ଗ୍ ହେବାର ସମସ୍ୟାରୁ ରକ୍ଷା କରିଥାଏ

Leave a Reply

Your email address will not be published. Required fields are marked *