February 27, 2024

Odia Express

News For Public

କଣ ଆପଣ ଜାଣିଛନ୍ତି ଶକ୍ତି କାପୁରଙ୍କ ସୁନ୍ଦର ସ୍ତ୍ରୀଙ୍କୁ ବୟସରେ ଅଟନ୍ତି ଶକ୍ତି କାପୁରଙ୍କ ଠାରୁ ଛୋଟ, ଘରୁ ଫେରାର୍ ହୋଇ କରିଥିଲେ ବିବାହ..

ହିନ୍ଦୀ ଫିଲ୍ମରେ ଶକ୍ତି କାପୁର ଯେବେ ବି ନାଁ ନିଆଯାଇଥାଏ , ତେବେ ତାଙ୍କର ଚେହେରା ଏକ ଭିଲେନ୍ ରୁପରେ ବାହାରିକରି ଆସିଥାଏ , କହିଦେବୁ କି ଶକ୍ତି କାପୁର୍ ବହୁତ ଫିଲ୍ମରେ ଭିଲେନ୍ ଭୁମିକା ନିଭାଇଥିବେ , କିନ୍ତୁ ନିଜ ପର୍ସନାଲ୍ ଲାଇଫ୍ ରେ ଶକ୍ତି କେଉଁ ରୋମାଣ୍ଟିକ୍ ହିରୋରୁ କମ୍ ନୁହନ୍ତି , ଆଜି ଆମେ ଆପଣଙ୍କୁ ଶକ୍ତି କାପୁର୍ ସ୍ତ୍ରୀ ଓ ତାଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କିଛି ଖାସ୍ କଥା କହିବାକୁ ଯାଊଛୁ , ଯାହା ଆଜିଠାରୁ ପୁର୍ବରୁ କେବେ ଜାଣିନଥିବେ ।ଆପଣଙ୍କୁ କହିଦେବୁ କି ଶକ୍ତି କାପୁରଙ୍କ ସ୍ତ୍ରୀଙ୍କ ନାଁ ଶିବାଙ୍ଗୀ କୋଲ୍ହାପୁରୀ ଅଟେ , ଶିବାଙ୍ଗୀ ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କ ନିଜ ଭଉଣୀ ଅଟନ୍ତି , ନିଜ ଭଉଣୀଙ୍କ ପରି ଶିବାଙ୍ଗୀ ମୁମ୍ବାଇରେ ଏକ ଅଭିନେତ୍ରୀ ହେବାକୁ ଆସିଥିଲେ ସେ ୧୯୮୨ ରେ ଏକ ଫିଲ୍ମରେ କାମ କରିଥିଲେ ।

ଫିଲ୍ମର ନାଁ ଥିଲା କିସମତ୍ ଏହି ଫିଲ୍ମରେ ଶିବାଙ୍ଗୀଙ୍କ ଛଡା ମିଥୁନ୍ ଚକ୍ରବର୍ତ୍ତି ବି ଥିଲେ,  ଏହିଠାରୁ ଶିବାଙ୍ଗୀ ଓ ଶକ୍ତିକାପୁରଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ଆରମ୍ଭ ହୋଇଥିଲା,  ଆପଣଙ୍କୁ କହିଦେବୁ କି ଶିବାଙ୍ଗୀ ଓ ଶକ୍ତିକାପୁରଙ୍କ ଦୁଇ ଶଳା ସଂମ୍ପର୍କ ପରେ ଦୁହେଁ ନିଜେ ଘରେ ବିବାହ କଥା କହିଥିଲେ,  ତେବେ ଶିବାଙ୍ଗୀ ଘର ଲୋକେ ବିବାହ ପାଇଁ ରାଜି ହୋଇନଥିଲେ,  ଏଥିପାଈଁ କାରଣ ସେହି ସମୟରେ ଶକ୍ତିକାପୁର୍ ଫିଲ୍ମରେ ଭିଲେନ୍ ରୋଲ୍ ନିଭାଉଥିବାରୁ , ଯାହାର ପ୍ରଭାବ ତାଙ୍କ ନିଜ ଜୀବନରେ ବହୁତ ପଡିଲା,  ଅନ୍ୟ ପଟେ ଶିବାଙ୍ଗୀ ମରାଠି ବ୍ରାହ୍ମଣ ଥିଲେ,  ଯେବେ କି ଶକ୍ତିକାପୁର୍ ପଞ୍ଜାବୀ ପରିବାରରୁ ଥିଲେ,  ନିଜ ପରିବାରକୁ ବହୁତ ମନାଇବାପରେ ଯେବେ ଦୁହେଁଙ୍କ ବିବାହ ପାଇଁ ତାଙ୍କ ଘର ଲୋକେ ରାଜି ହୋଇନଥିଲେ ତେବେ ଦୁହେଁ ଫେରାର୍ ହୋଇ ବିବାହ କରିନେଲେ ।

କହିଦେବୁ କି ଶକ୍ତିକାଉର୍ ଯେବେ ଶିବାଙ୍ଗୀ କୋଲ୍ହାପୁରୀଙ୍କୁ ବିବାହ କରିଥିଲେ ତେବେ ସେ କେବଲ ୧୮ ବର୍ଷୀୟା ଥିଲେ,  ଓ ଶକ୍ତି ପ୍ରାୟ ୩୦ ବର୍ଷର ଥିଲେ,  ବିବାହ ପରେ ଶିବାଙ୍ଗୀ ଫିଲ୍ମରୁ କାମ ଛାଡିବାକୁ ବାଧ୍ୟ ହୋଇଥିଲେ, ଓ ନିଜ ପୁରା ଫୋକସ୍ ନିଜ ପରିବାର ଓ ଛୁଆଙ୍କ ଉପରେ ଦେଇଥିଲେ,  ବିବାହର କିଛି ବର୍ଷ ପରେ ଶକ୍ତି କାପୁର୍ ଓ ଶିବାଙ୍ଗୀଙ୍କର ଜୀବନରେ ସିଦ୍ଧାନ୍ତ ଆସିଲେ ଓ ପରେ ଝିଅ ଶ୍ରଦ୍ଧା ଆସିଲେ,  କହିଦେବୁ କି ଶିବାଙ୍ଗୀ କୋଲ୍ହାପୁରୀ ଫିଲ୍ମରେ କାମ କରିବାରୁ ଅଧିକା ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ଅଧିକା ସଉକ ରଖୁଥିଲେ,  ଶିବାଙ୍ଗୀଙ୍କ ମା ବାପା ଏକ ପ୍ଲେବ୍ୟାକ୍ ସିଙ୍ଗର୍ ଥିଲେ , କିନ୍ତୁ ସେ ନିଜ ବାପା ମାଙ୍କ ସ୍ୱପ୍ନକୁ ପୁରା କରିପାରିନଥିଲେ

ଶକ୍ତି କାପୁର୍ ଓ ଶିବାଙ୍ଗୀ କୋଲ୍ହାପୁରୀଙ୍କ ବିବାହର ୩୬ ବର୍ଷ ହୋଇସାରିଛି, ଓ ଦୁହେଁ ଏବେ ଖୁସିମୟ ଜୀବନ ଅତିବାହିତ କରୁଛନ୍ତି, ତାଙ୍କର ଛୁଆ ସିଦ୍ଧାନ୍ତ ଓ ଶ୍ରଦ୍ଧା ନିଜ ଜୀବନରେ ସେଟେଲ୍ ହୋଇସାରିଛନ୍ତି , ଓ ଭଲ କାମ ବି କରୁଛନ୍ତି , ଏହା ଶିବାଙ୍ଗୀଙ୍କ ଯତ୍ନ ଓ ଦାୟିତ୍ୱବାନ ଯୋଗୁଁ ଆଜି ଶ୍ରଦ୍ଧା ବଲିଉଡ୍ ରେ ଜଣେ ନାମକରା ହିରୋଇନ୍ ହୋଇସାରିଛନ୍ତି, ନିଜ ମା ଙ୍କ ପରି ଶ୍ରଦ୍ଧା କାପୁରଙ୍କୁ ଅଭିନୟ ସହ ସିଙ୍ଗିଙ୍ଗ୍ ରେ ସଉକ ଅଛି , ଓ ତାଙ୍କର ଆବାଜ୍ କିଛି ଫିଲ୍ମରେ ଆମେ ଶୁଣିସାରିଛେ , ଶକ୍ତି କାପୁର୍ ଓ ଶିବାଙ୍ଗୀଙ୍କ ପୁଅ ସିଦ୍ଧାନ୍ତ ବି ଫିଲ୍ମରେ ବହୁତ ସଫଳ ହୋଇଛନ୍ତି , ଓ ଭଲ୍ କାମ କରୁଛନ୍ତି , ଶ୍ରଦ୍ଧା ଓ ସିଦ୍ଧାନ୍ତ ଦୁହେଁ ଏକା ସାଙ୍ଗେ କିଛି ମାସ ପୁର୍ବରୁ ଆସିଥିବା ଫିଲ୍ମ ହସିନାରେ ନଜର ଆସିଥିଲେ,  ଫିଲ୍ମରେ ଦୁହେଁ ଦୁଇ ଭାଇ ଭଉଣିର ଭୁମିକା ନିଭାଇଥିଲେ

Leave a Reply

Your email address will not be published. Required fields are marked *