March 2, 2024

Odia Express

News For Public

୧୨ ଲକ୍ଷ ଟଙ୍କାର ବ୍ୟାଗ୍ ଏକ ବ୍ୟକ୍ତି ପକାଇଦେଇଥିଲା ଅଳିଆର ଗଦାରେ , ତାପରେ ଯାହା ହେଲା ତାକୁ ଜାଣିଲେ ଆପଣ ଚକିତ ହୋଇଯିବେ..

ଆଜିକାଲି ସବୁ ମଣିଷ ଜୀବନରେ ପଇସାର ବହୁତ ଦରକାରିତା  ଅଛି , ସମସ୍ତେ ଚାହଁନ୍ତି କି ତାର ଜୀବନରେ କେବେ ପଇସାର ଅସୁବିଧା ନ ଆସୁ, ଏମିତିରେ ଏକ ବହୁତ ହିଁ ଅଜବ ଧରଣର ଘଟଣା ଶୁଣିବାକୁ ମିଳିଛି , ଓ ତାହା ଗତ ଦିନରେ ଏକ ବ୍ୟକ୍ତି ଏକ ପଇସା ଭରା ଥଳୀକୁ ଅଲିଆ ଗଦାରେ ପକାଇଦେଇଥିଲା, କିନ୍ତୁ ଏହାପରେ ଯାହା ହେଲା ତାହା ଜାଣିଲେ ଆପଣ ଚକିତ ହୋଇଯିବେ , ତେବେ ଆସନ୍ତୁ କହିବୁ , ଏହି ବ୍ୟକ୍ତି ଏମିତି କଣ ପାଇଁ କଲା । ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି କିଛି ଦିନ ପୁର୍ବରୁ ଚିନ୍ ର ଏକ ବ୍ୟକ୍ତି ଏତେ ବ୍ୟସ୍ତତାରେ ଥିଲା କି ସେ ଭୁଲ୍ ରେ ଅଳିଆ ଗଦାରେ ପଇସାର ଭରା ଥଳିକୁ ପକାଇଦେଲା,  ସେହି ଥଳିରେ ପଇସା ୧ ହଜାର କିମ୍ବା ଦୁଇ ହଜାର ନୁହେଁ ବରଂ ପୁରା ୧୨ ଲକ୍ଷ ଟଙ୍କା ଥିଲା,  ଯେବେ ଏହି ବ୍ୟକ୍ତି ବ୍ୟାଙ୍କରେ ପହଞ୍ଚିଲା

ତେବେ ସେ ପଇସାର ଜାଗାରେ ସେ ଅଳିଆ ଥଳି ଦେଖିକରି ତାର ପାଦ ତଳୁ ମାଟୀ ଖସିଗଲା, ଓ ବାସ୍ତବରେ ଯଦି କେଉଁ ସାଧାରଣ ଲୋକ ହୋଇଥାନ୍ତା ତେବେ ତାଙ୍କର ହାଲତ୍ କିଛି ଏମିତି ହୋଇଥାନ୍ତା  ଓ ଏମିତିରେ ବ୍ୟକ୍ତି ବ୍ୟାଙ୍କରୁ ଦୌଡି ସେହି ଅଳିଆ ଗଦାର ପାଖରେ ପହଞ୍ଚିଲା ଜଣେଇଦେବୁ କି ସେଠାରେ ପଇସାର ଥଳି ନଥିଲା,  ସେ ବହୁତ୍ ଖୋଜାଖୋଜି କରିବାପରେ ଥକିକରି ସେ ବ୍ୟକ୍ତି ପୋଲିସ୍ ରେ ମାମଲା ଦର୍ଜ କରିଲା ।

କହିଦେବୁ କି ଯେବେ ଏହି ବ୍ୟକ୍ତି ପଇସା ହଜିଯାଇଥିବା ମାମଲା ପୋଲିସ୍ ନିକଟରେ ଅଭିଯୋଗ କରିଲା ତେବେ ମାମଲାର ଛାନବିନ୍ ଆରମ୍ଭ ହୋଇଗଲା,  ପୋଲିସ୍ ସେହି ଇଲାକାରେ ଲାଗିଥିବା ସିସିଟିଭି ଫୁଟେଜ୍ ଜରିଆରେ ପଇସାରେ ଭରା ଥଳି କେଉଁଠି ଥିଲା ଖୋଜିବାକୁ ଲାଗିଲେ ତେବେ ସିସିଟିଭି ଫୁଟେଜ୍ ରୁ ସେହି ଥଳି କେହି ଜଣେ ବ୍ୟକ୍ତି ଅଳିଆ ଗଦାରୁ ଉଠାଇନେଉଥିବାର ଦେଖାଯାଇଥିଲା,  କାରଣ ଫୁଟେଜ୍ ଏତେ ସ୍ପଷ୍ଟ ନଥିଲା , ଏଥିପାଇଁ ସେହି ବ୍ୟକ୍ତିର ପରିଚୟ ମିଳିପାରିଲା ନାହିଁ , ଏହି ଅଜବଧରଣର ଘଟଣା ଚିନ୍ ର ଲାବନିଙ୍ଗ୍ ସହରର ଅଟେ,  ସିସିଟିଭି ଫୁଟେଜ୍ ରୁ ଯେବେ କିଛି ଜଣାପଡିଲା ନାହିଁ ତେବେ ପୋଲିସ୍ ଆଖପାଖ ଲୋକଙ୍କ ଠାରୁ ପଚାରାଉଚୁରା କରିବା ଆରମ୍ଭ କରିଦେଲେ

ତେବେ କିଛି ଏମିତି ହେଲା କି ଯାହା ସମସ୍ତେ ଚକିତ ହୋଇଗଲେ , ଯେବେ ପୋଲିସ୍ ପଚାରାଉଚୁରା କଲେ ତେବେ ଏକ ମହିଳା ଆସିକରି ପଇସାର୍ ଭରା ଥଳୀ ପୋଲିସ୍ କୁ ଦେଇଦେଲା, ମହିଳାର ଏହି ଇମାନଦାରୀ ଦେଖିକରି ସମସ୍ତେ ଚକିତ ହୋଇଗଲେ,  ମହିଳା ପୋଲିସ୍ କୁ କହିଲେ କି ଏହି ପଇସା ମିଳିବାପରେ ସେ ଚିନ୍ତିତ ହୋଇଗଲେ,  ଓ ଏହାର ମାଲିକ ସେ ଖୋଜିବାକୁ ଲାଗିଲେ,  ପୋଲିସ୍ ମହିଳାର ଇମାନଦାରୀ ଦେଖିକରି ତାଙ୍କୁ ପୁରସ୍କାର ସ୍ୱରୁପ ୨୦ ହଜାର ଟଙ୍କା ଦେଇଥିଲେ,  ପ୍ରକୃତରେ ଆଜିକାଲିର ଜମାନାରେ ଏମିତି ଇମାନଦାରୀ ବହୁତ କମ୍ ଦେଖିବାକୁ ଦେଖିବାକୁ ମିଳେ , ଏହି ମହିଳା ସତରେ ଏକ ଇମାନଦାରୀ ଏକ ନୁଆ ମିଶାଲ୍ ଦେଖାଇଛନ୍ତି

Leave a Reply

Your email address will not be published. Required fields are marked *