February 26, 2024

Odia Express

News For Public

ଆଜିର ମଜାଦାର ଓଡ଼ିଆ ହସକଥା : ପୁଅ ମାକୁ ପଚାରିଲା ତୋର ନଜରରେ ମୋର କଣ ଦାମ୍ ଅଛି , ତାପରେ ମା ଯାହା କହିଦେଲେ ଶୁଣିଲେ ହସି ହସି ଆପଣ ମଧ୍ୟ କହିବେ…

1 min read

ଜୋକ୍ସ ଆପଣଙ୍କୁ ପଢିଲେ ମନ କରିଥାଏ କି ସବୁଦିନ ଏମିତି ପଢାଯାଉ , ସେମିତି ଏହା ଏମିତି ଏକ ନିଶା ଅଟେ ଯାହା ଦ୍ୱାରା କ୍ଷତି କିଛି ହୁଏ ନାହିଁ କିନ୍ତୁ ବହୁତ ସାର୍ ଫାଇଦା ଅଛି , ଯେବେ ଆମେ ସବୁଦିନ ଜୋକ୍ସ ପଢିଥାଉ ଆମର ଡିପ୍ରେସନ ରେ ଯିବାର୍ ଚ୍ୟାନ୍ସ ବହୁତ କମ୍ ହୋଇଯାଏ , ଏହି ଜୋକ୍ସ ଆମକୁ ଅଲଗା ଦୁନିଆଁକୁ ନେଇଯାଏ , ଏହି ଦୁନିଆଁରେ ପ୍ରବେଶ କରିବାପରେ ଆମେ ସବୁ ଦୁଃଖ କଷ୍ଟ୍ ଭୁଲିଯାଉ, ଓ କିଛି ସମୟ ଆମେ ଖୁସିରେ କାଟୁ ଏହି ଜୋକ୍ସ ପଢିଲାପରେ ଆମ ମନରେ ହସ ଆସିଯାଏ ।  ଆଜି ଆମେ ଆପଣଙ୍କୁ କିଛି ମସ୍ତ ଫନି ଜୋକ୍ସ ଗୁଡୀକ ବିଷୟରେ କହିବାକୁ ଯାଊଛୁ , ଯାହା ଆପଣଙ୍କୁ ହସି ହସି ବେଦମ୍ କରିଦେବ , ତେବେ ଆସନ୍ତୁ ସେହି ମଜାଦାର୍ ଜୋକ୍ସ ଉପରେ ନଜର ପକାଇବା ।

୧) ଡିୟର ଗାର୍ଲସ୍ ,ଯେପରି ଆଈ ଲଭ୍ ୟୁ କହିଲେ କେଉଁ ଝିଅ ଗାର୍ଲଫ୍ରେଣ୍ତ୍ ହୋଇଯାଏ , ସେମିତି ଭାଇ କହିଲେ କେଉଁ ପୁଅ ତୁମର ଭାଇ ହେଇପାରିବ ନାହିଁ , ବୁଝିଗଲ ନା ।

୨)କ୍ଲାସରୁମ୍ ରେ ଏକ ପୁଅ ଓ ଝିଅ ପରସ୍ପର କଥା ହେଉଥିଲେ,  ତେବେ ଶିକ୍ଷୟତ୍ରୀ ଆସିଲେ , କହିଲେ ଛୁଆମାନେ କୁହ ଯଦି ଦୁନିଆଁରେ ଝିଅ ନଥାନ୍ତେ ତେବେ କଣ ହୋଇଥାନ୍ତା ? ଚିଣ୍ଟୁ- କଲେଜ୍ ଶୁନଶାନ୍, ଗଳି ବି ଶୁନଶାନ୍, ଦୁନିଆଁ ଚିନ୍ତିତ, ଏକୁଟିଆ ମଣିଷ, ନା ଜାନୁ ନା ଜାନ୍ , ସବୁ ଆଡେ ଖାଲି ସିୟା ରାମ୍ ।

୩ ) ଆଜି ସେ ପାଗେଳି କହିଲା କି ହୁକ୍କା ପିଅନାହିଁ , ମୁଁ କହିଲି ତୋତେ କଣ ଜଣା ଏଥିରେ ତିନିଜଣ ଦେବତା ନିବାସ କରନ୍ତି । ତଳେ ଜଳ ଦେବତା ଓ ମଝିରେ ପବନ ଦେବତା, ଓ ଉପରେ ଅଗ୍ନି ଦେବତା, ଯାଉ ଯାଉ ଦୁଇ ପ୍ୟାଗ୍ ମାରିଦେଲି ।

୪) ସ୍ୱାମୀ ଓ ସ୍ତ୍ରୀ ମାର୍କେଟ୍ ବୁଲୁଥିଲେ,  ରାସ୍ତାରେ ଏକ ପୁଅ ସ୍ତ୍ରୀକୁ ବୁଲାଉଥିଲା,  ସ୍ତ୍ରୀ –ଦେଖ , ସେ ପୁଅ ମୋତେ କେମିତି ଅନାଉଛି, ସ୍ୱାମୀ-ଡାର୍ଲିଙ୍ଗ୍- ଟେନସନ୍ ନିଅନି, ସେ ତ କବାଡିବାଲା ଟେ,  ବେକାର୍ ମାଲ୍ ନଜର ପକାଇବା ତାର ଅଭ୍ୟାସ ଅଛି , ତାପରେ ସ୍ୱାମୀର ଚେହେରା ଦେଖିଲା ଭଳି ଆଉ ନଥିଲା ।

୫) ପାଗଲ ଝିଅ, ସେ ଛାତ ଉପରେ ଠିଆ ହୋଇଥିଲା,  ବାଳ ଖୋଲା, ଓ କେବେ ମୁହଁ ଫୁଲାଇ କେବେ ମୁହଁକୁ ଚାପି କେବେ ମୁହଁ ଏପଟ କେବେ ସେପଟ, ବାରମ୍ବାର ସାମ୍ନାକୁ ଅନାଉଥିଲା, କେବେ ହସିଦେଉଥିଲା<  ମୋତେ ବହୁତ ଦୟା ଆସୁଥିଲା,  ଏତେ କମ୍ ବୟସରେ ପାଗଲ, ପୁରା ଜୀବନ ପଡିଛି,  କଣ ହେବ , କିପରି ହେବ , ମୋତେ ତାର ବାପାଙ୍କ ଚିନ୍ତା ଲାଗିଲା,  ବିଚରା ଦ୍ନ ରାତି ପରିଶ୍ରମକରି ପରିବାର୍ ପାଳୁଛି , ଉପରେ ଏହି ପାଗେଳି ଝିଅକୁ କିପରି ସଂମ୍ଭାଳିବ , ଧୀରେ ଧୀରେ ପାଗଳାମି ବଢିଗଲା<  ମୁଁ ଡରିଗଲି, ମୋର ଝିଅ କୁ ଡକାଇଲିନିଜ ଚିନ୍ତା ବିଷୟରେ କହିଲି, ଝିଅ କହିଲା- ବାପା ସେ ପାଗଳ ନୁହେଁ , ସେ ତ ନିଜର ସେଲଫି ନେଉଛି ।

୬) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିକୁ ତୁମେ ମୋତେ ସ୍ୱପ୍ନରେ ଗାଳି ଦେଉଥିଲ, ଓ ମୋର ମା ବାପା ତମକୁ ରାଗୁଥିଲେ,  କଣ ପାଇଁ ? ସ୍ୱାମୀ କହିଲା- ମିଛ କହୁଛ ତୁମେ  ସେହି ସମୟରେ ମୁଁ ଶୋଇନଥିଲି ।

୭) ଗୋଟେ ପୁଅ ନିଜ କ୍ଲାସର ଗୋଟେ ଝିଅ କୁ ପଟାଇବାପାଇଁ ଚେଷ୍ଟା କରୁଥିଲା,  ପୁଅ- ହେ ସ୍ୱିଟି, ୫୦ ଟଙ୍କା ରିଚାର୍ଜ କରେଇଦେବି କି ? ଝିଅ- ନାଁ ଥାଉ, ପୁଅ-ମନରେ ଭାବିଲା କେତେ ଭଦ୍ର ଝିଅଟେ,  ଝିଅ- ଭଲ ହେବ ୫୦୦ କରେଇଦିଅ, ଫୁଲ୍ ଅନଲିମିଟେଡ୍ ଅଫର୍ ଚାଳୁଛି, ପୁଅ- ଯା ଭଉଣୀ, ତୋର କ୍ଲାସ୍ ଷ୍ଟାର୍ଟ ହେବାକୁ ଯାଊଛି ।

୮) ମୁଁ ଝିଅଙ୍କର ଡ୍ରାଇଭିଙ୍ଗ୍ ବିପକ୍ଷରେ ନାହୀଁ କିନ୍ତୁ ଆକ୍ସିଡେଣ୍ଟ ସମୟରେ ବ୍ରେକ୍ ମାରିବା କାରଣରୁ ଚିଲ୍ଲାଇବା ଏହା କେଉଁ ନ୍ୟାୟ ଅଟେ ।

୯) ସ୍ତ୍ରୀ- ଆମର ପଡୋଶୀ ଆଜି ନିଜ ସ୍ତ୍ରୀକୁ କିସ୍ କରି ଅପିସ୍ ଯାଉଥିଲା,  କିନ୍ତୁ ତୁମେ କେବେ କରୁନ କଣ ପାଇଁ ? ସ୍ୱାମୀ-ଭଲ ଆଉ କାହାକୁ କିସ୍ କରିବି, ମୁଁ ତ ତାର ସ୍ତ୍ରୀକୁ ଜାଣିବି ନାହିଁ ।

୧୦) ଗୋଟେ ଝିଅର ବାହାଘରର ଦୁଇ ଦିନ ପୁର୍ବରୁ ତାର ସାଙ୍ଗ ପଚାରିଲା କି ଆରେ ତୋର ବାହାଘର୍ ପାଇଁ ରେଡି କରିଦେଇଛୁ ତ ? ଝିଅ- ହଁ ଫୋନ୍ ଫର୍ମାଟ କରିଦେଇଛି, ଫେସବୁକ୍ ବି ଡିଆକ୍ଟିଭ୍ କରିଦେଇଛି, ଖାଲି ତୁମ୍ ତୋର ମୁହଁ ବନ୍ଦ ରଖିବୁ ।

୧୧)ପୁଅ- ଅଙ୍କଲ୍ ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି,  ବାପା- କଣ କରୁଛ ? ପୁଅ –ଆଜ୍ଞା ଚାଷବାଷ, ବାପା- ଏଇ ଜମାନାରେ କ୍ଷେତିକାମ, ଏହି ବାହାଘର ହୋଇପାରିବ ନାଇଁ , ପୁଅ- ଅଙ୍କଲ୍ ପିଆଜର ଚାଷ କରୁଛି , ବାପା- ଜ୍ୱାଈଁପୁଅ ଆଗାମୀ ମାସ ୨ ତାରିଖ କେମିତି ରହିବ ? ୪

୧୧) ପୁଅ- ମା ତୋର ନଜରରେ ମୋର କଣ ଭ୍ୟାଲୁ ଅଛି ? ମା- ପୁଅ ତୁ ତ ଲକ୍ଷେରେ ନାହୁଁ କି କୋଟିଏରେ ଅଛୁ, ପୁଅ – ତେବେ ସେହି କୋଟିଏ ରୁ ୨୦୦ ଟଙ୍କା ଦେ ନେଟ୍ ପ୍ୟାକ୍ ପକାଇବି, ତାପରେ ପୁଅକୁ ଚାପୁଡା ଉପରେ ଚାପୁଡା

Leave a Reply

Your email address will not be published. Required fields are marked *