March 3, 2024

Odia Express

News For Public

ତୁଳସୀର ଗଛ ବନାଇପାରିବ ଆପଣଙ୍କ ଭବିଷ୍ୟ, ଜାଣନ୍ତୁ ଓ ହୋଇଯାଆନ୍ତୁ ସାବଧାନ…

ହିନ୍ଦୁ ଧର୍ମଶାସ୍ତ୍ରରେ ତୁଳସୀର ଗଛ ସବୁଠାରୁ ଅଧିକା ପବିତ୍ର ବୋଲି ଜଣାଯାଏ , ଓ ପ୍ରତ୍ୟେକ ହିନ୍ଦୁ ଘର ଏକ ତୁଳସୀର ଗଛ ନିଶ୍ଚିତ ହୋଇଥାଏ । ତୁଳସୀର ଗଛ ରୋଗ ସହ ଲଢିବାପାଇଁ ଫାଈଦା ଦାୟକ ହୋଇଥାଏ , ଆପଣ ସମସ୍ତେ ଦେଖିଥିବେ କି ତୁଳସୀର ଗଛର ପତ୍ରକୁ କାଢା ଆଦି ପିଇବା ଦ୍ୱାରା ଥଣ୍ତା କାଶ ରୁ ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ଏମିତି ଏକ ରହସ୍ୟ ବିଷୟରେ କହିବୁ ଯାହା ଆପଣଙ୍କ ଭବିଷ୍ୟର ଆକଳନ କରିପାରିବ , ଓ ଭବିଷ୍ୟରେ ଆସୁଥିବା ସଙ୍କଟର ପତ୍ତା ଲଗାଇ ସାବଧାନ କରିହେବ । ଏମିତି ମାନାଯାଏ କି ତୁଳସୀର ଗଛ ଯେଉଁ ଘରେ ହୋଇଥାଏ ସେହି ଘରେ ଭାଗ୍ୟର ସହ ସୁଖ ସମୃଦ୍ଧି ଓ ନାନାପ୍ରକାରର ଖୁସି ନେଇକରି ଆସିଥାଏ , ପୁରୁଣା ଜମାନାରେ ଲୋକ ତୁଳସୀର ଗଛ ଭବିଷ୍ୟ କହୁଥିବା ଗଛ ବୋଲି ମାନୁଥିଲେ,  ଏହାର ପଛର କାରଣ ତୁଳସୀର ଗଛ ଯେଉଁ ଘରେ ନଥାଏ ସେହି ଘରେ ଦାରିଦ୍ରତା ଓ ନାନାଦି ଅସୁବିଧା ଆସିଥାଏ ।

ତୁଳସୀର ଗଛ ଦିନ ରାତି ଧୁପ ଦେଖାଇ ଓ ପୁଜା ପାଠକରିଲେ ଏମିତି ମାନାଯାଏ କି ଲକ୍ଷ୍ମୀ ମା ପ୍ରସନ୍ନ ହୋଇଥାନ୍ତି , ଓ ବଦଳରେ ନିଜ ଭକ୍ତଙ୍କୁ ବହୁତ ସାରା ଧନ ଓ ସୁଖ ସମୃଦ୍ଧି ପ୍ରଦାନ କରିଥାଏ , ଆଜିକାଲି ଲୋକେ ଏତେ ମଡର୍ଣ୍ଣ ହୋଇଗଲେଣି କିନ୍ତୁ ତୁଳସୀର ଗଛର ମହତ୍ତ୍ୱତାକୁ ଜାଣିଥାନ୍ତି , ସେ ନିଜ ବାଲକୋନୀରେ ଏକ କୁଣ୍ତରେ ବି ତୁଳସୀର ଗଛ ନିଶ୍ଚିତ ଲଗାନ୍ତି, ତୁଳସୀର ଗଛ ସକାଳ ଓ ସଂନ୍ଧ୍ୟାରେ ଜଳ ଦେଲେ ଗଛ ସବୁବେଳେ ସତେଜ ରହେ , ମନୋମୋହକ ରହିଥାଏ । ଯେଉଁ ତୁଳସୀ ଗଛ ସତେଜ ରହିଥାଏ ତାହା ଶୁଭ ବୋଲି ଜଣାଯାଏ ଓ ଯେଉଁ ତୁଳସୀ ଗଛ ମଉଳିଯାଇଥାଏ , ଅଶୁଭ ହୋଇଥାଏ

ତୁଳସୀର ଗଛ ଯଦି ମଉଳିଯାଉଛି ତେବେ ଏହାର ମତଲବ ଆପଣଙ୍କ ଘରେ କେଉଁ ଅସୁବିଧା ଆସିବାର ଅଛି,  ଏଥିପାଇଁ ଯେପରି ବି ହେଉ ତୁଳସୀର ଗଛକୁ କେବେ ମଉଳିବାକୁ ଦିଅନ୍ତୁ ନାହିଁ , ବାସ୍ତୁଶାସ୍ତ୍ରର ଅନୁସାରେ ତୁଳସୀର ଗଛ ଘରେ ସୁଖ ସମୃଦ୍ଧି  ଓ ଜୀବନରେ ନିରୋଗ ହେବାପାଇଁ  ଲଗାଯାଈଥାଏ , ଏଥିପାଇଁ ଏହି କଥାକୁ ବିଶେଷ ଧ୍ୟାନ ରଖାଯାଏ କି ତୁଳସୀର ଗଛ କେଉଁ ପରି ଭାବେ ନ ମଉଳୁ , ଯାହା ଦ୍ୱାରା ଏହା ଘରେ ନେଗେଟିଭ୍ ଏନର୍ଜୀ ଆଣିଥାଏ,  ଓ ଜୀବନରେ କେବେ ଶାନ୍ତିର ବାସ ହୁଏ ନାହିଁ , ଏଥିପାଇଁକୁହନ୍ତି କି ତୁଳସୀର ଗଛକୁ ମଉଳିବାରୁ ରକ୍ଷା କରିବାପାଇଁ ସକାଳ ଓ ସଂନ୍ଧ୍ୟା ସମୟରେ ପାଣି ନିଶ୍ଚିତ୍ ଦେବା ଉଚିତ୍ ।

Leave a Reply

Your email address will not be published. Required fields are marked *