March 3, 2024

Odia Express

News For Public

ଆଜିର ନୂଆ ମଜାଦାର ହସକଥା : ଭଉଣୀ ର ବାହାଗହାର ପରେ ବିଦାୟୀରେ ଛୋଟ ଭାଇ କହିଲା- ବାପା ଝିଅ କାନ୍ଦୁଛି, କିନ୍ତୁ ଭିଣେଇ ଭାଇ କାନ୍ଦୁନାହାନ୍ତି ତା ପରେ ବାପା ଯାହା କହିଲେ ଆପଣ ହସିବେ ନିଶ୍ଚୟ

1 min read

ଆଜିକାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ଲୋକ ଚିନ୍ତାଗ୍ରସ୍ତ ରହୁଛନ୍ତି , ଚିନ୍ତାରେ ରହିଲେ ଲୋକ ନାନାପ୍ରକାରର ରୋଗରେ କବଳରେ ଆସିଯାଆନ୍ତି , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ତେବେ ସୁସ୍ଥ୍ୟ ରହିବ ଯେବେ ସେ ଭିତରୁ ଖୁସିରେ ରହିବ , ଆପଣମାନେ ଏହି ଲୋକକଥା ତ ଶୁଣିଥିବେ କି Laughter is the best Medicine ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେଉଛି,  ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣ ବିନା ହସି ରହିପାରିବେ ନାହିଁ , ଆସନ୍ତୁ ଡେରି ଆଉ କଣ ପାଇଁ ଆରମ୍ଭ କରିବା ଆମର ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ପପୁ- ଯିଏ ଡରି ଗଲା ସେ ମରିଗଲା ଏହି ଲୋକକଥା କେମିତି ହେଲା ?

ଗପୁ- ମୋତେ ଜଣାନାହିଁ ତୁ କହ !

ପପୁ- ଜାପାନରେ ଦୁଇ ଭାଇ ରହୁଥିଲେ , ଜଣଙ୍କ ନାଁ ଜୋ ଥିଲା ଓ ଦ୍ୱିତୀୟଟିର ନାଁ ବୋ , ଦିନେ ରାତିରେ ଜୋ କୁ ବାଥରୁମ୍ ରେ ଭୁତ ଦେଖାଗଲା,  ସେହି ସମୟରେ ବୋ ଦୌଡିକରି ବାଥରୁମ୍ କୁ ଆସିଲା ଓ ଭୁତକୁ ଦେଖିକରି ତାର୍ ହାର୍ଟ ଆଟାକ୍ ହୋଇଗଲା,  ଓ ବୋ ମରିଗଲା,  ସେମିତି ଏହି କଥା ହୋଇଗଲା କି ଯୋ ଡରଗୟା ବୋ ମର ଗୟା ।

୨) ସବୁ ମା ଚାହଁନ୍ତି କି ତାଙ୍କ ବୋହୁ ଚନ୍ଦ୍ର ପରି ସୁନ୍ଦର୍ ହୋଇଥାଉ, କିନ୍ତୁ ସେ ନିଜେ କ୍ରିସ୍ ଗେଲ୍ ଜନ୍ମ ଦେଇଥାନ୍ତୁ ପଛେ ।

୩) ମୋର ପଡିଶ୍ ଘର୍ ବୁଢି ବାରମ୍ବାର୍ ଘରରୁ ଭିତରକୁ ବାହାରକୁ ଯାଉଥିଲା , ମୁଁ ପଚାରିଲି କିଛି ଅସୁବିଧା ନାହିଁ ତ ? ସବୁଠିକ୍ ଅଛି ତ ? ତେବେ ବୁଢି କହିଲା- ଆରେ ପୁଅ- ମୋର ବୋହୁ ଯୋଗା ଶିଖାଉଛି, ଓ ସେ ରାମଦେବ ବାବା କହୁଛି , ଶାଶୁକୁ ଭିତରକୁ ଆଣ ଓ ଶାଶୁଙ୍କୁ ବାହାରକୁ ବାହାର କରିଦିଅ , ଶାଶୁଙ୍କୁ ଭିତରକୁ ଆଣ, ଶାଶୁଙ୍କୁ ବାହାର କରିଦିଅ ,

୪) ଗଳିରୁ ଆବାଜ୍ ଆସିଲା- ୪୦୦ ଟଙ୍କାରେ ଜୀବନ ସାରା ବସିକରି ଖାଆନ୍ତୁ, ବାହାରକୁ ବାହାରି ଆସି ଦେଖିଲି ଯେ ଶଳାଟା ଚେୟାର୍ ବିକ୍ରି କରୁଥିଲା ।

୫) ସ୍ତ୍ରୀ- ଆଜି ଆମର ବାହାଘରର ୨୫ ବର୍ଷ ହୋଇଯାଇଛି, ଏତେ ବର୍ଷ କେମିତି କଟିଗଲା ଜଣା ହିଁ ପଡିଲା ନାହିଁ , ସ୍ୱାମୀ- ସମୟର ପତ୍ତା କଏଦୀ କୁ ଜଣାପଡିଥାଏ , ଜେଲରକୁ ସ୍ତ୍ରୀ –ତୁମକୁ ବିବାହ ପୁର୍ବରୁ କଣ ପାଇଁ କହିଲନି, କି ତୁମର ରାଣୀ ନାଁ ର ଏକ ସ୍ତ୍ରୀ ବି ଅଛି , ସ୍ୱାମୀ-କହିଥିଲି ତ ତୁମକୁ ରାଣିଙ୍କ ପରି ରଖିବି ।

୬) ବିବାହ -୨୦୨୫, ପଣ୍ତିତ- ସବୁ ବରଯାତ୍ରୀ ଅନଲାଇନ୍ ଆସନ୍ତୁ , ବରକୁ ଅନଲାଇନ୍ ଡାକନ୍ତୁ , କନ୍ୟାକୁ ଅନଲାଇନ୍ ଡାକନ୍ତୁ, ସବୁ ଅନଲାଇନ୍ ଆସିଲାପରେ ପଣ୍ତିତ ବର କନ୍ୟା କଣ ଆପଣ ଦୁହେଁ ନିଜ ଷ୍ଟାଟସ୍ କୁ ସିଙ୍ଗଲ୍ ରୁ ମ୍ୟାରେଡ୍ କରିବାକୁ ପ୍ରସ୍ତୁତ ଅଛ ? ବର କନ୍ୟା –ହଁ ପଣ୍ତିତେ , ପଣ୍ତିତ – ଚାଲ ସବୁ ଗ୍ରୁପ୍ ମେମ୍ବର୍ସ ଫ୍ଲାୱାର୍ ସ୍ମାଇଲ୍ ପକାନ୍ତୁ , ବିବାହ ସଂପର୍ଣ୍ଣ ହେଲା ।

୭) ଝିଅ- ମୁଁ ନିଜ ବାପାଙ୍କ ପରି ଅଟେ, ପୁଅ- ମୁଁ ବି ମୋର ବାପାଙ୍କର ପାରା ଅଟେ, ଝିଅ- ପାରା ? ଏହା କଣ ? ପୁଅ- ମୋତେ ଦେଖିକରି ତାଙ୍କର ପାରା ଚଢିଯାଏ ।

୮) ମୁଷା ଗଛ ଉପରେ ଚଢିଗଲା, ତେବେ ମାଙ୍କଡ ପଚାରିଲା, ଉପରକୁ କଣ ପାଇଁ ଆସିଲ ? ମୁଷା- ସେଓ ଖାଇବାକୁ , ମାଙ୍କଡ- ଏହା ତ ଆମ୍ବ ଗଛ, ମୁଷା- ତୁ ଅଧିକା ଆଉ ଏତେ ତଦନ୍ତ କରନି, ମୁଁ ସେଓକୁ ସାଥିରେ ଆଣିଛି ।

୯) ଗୋଟେ ବୁଢିର ଜ୍ୱାଇଁ ବହୁତ କଳା ଥିଲା,  ଶାଶୁ-ଜ୍ୱାଈଁପୁଅ ତୁମେ ଗୋଟେ ମାସ ଏଠାରେ ରହିଯାଅ, କ୍ଷିର ଦହି ଖାଅ, ମଉଜ କର, ଆରାମରେ ରୁହ ଏଠି, ଜ୍ୱାଈଁ- ଆରେ ବାଃ ଶାଶୁ ମା ଆଜି ବହୁତ ଭଲ ପାଉଛ ମୋତେ,  ଶାଶୁ- ଆରେ ସେମିତି କିଛି ନୁହେଁ ରେ ପୋଡାମୁହାଁ, ମୋର ମଇଁଷିର ଛୁଆ ମରିଗଲା,  କମ୍ ସେ କମ୍ ତୋତେ ତ ଦେଖିକରି କ୍ଷୀର ତ ଦେଉଥିବ ।

୧୦) ଭଉଣିର ବିଦାୟୀରେ ଛୋଟ ଭାଇ କହିଲା ବାପା- ଭଉଣୀ କାନ୍ଦୁଛି, କିନ୍ତୁ ଭିଣେଇ ଭାଇ କାନ୍ଦୁନାହାନ୍ତି,  ବାପା- ପୁଅରେ, ତୋ ଭଉଣୀ ଗେଟ୍ ଯାଏଁ ହୀଁ କାନ୍ଦିବ,  କିନ୍ତୁ ଭିଣେଇ ତୋର ମଲା ପର୍ଯ୍ୟନ୍ତ କାନ୍ଦିବ

Leave a Reply

Your email address will not be published. Required fields are marked *