March 3, 2024

Odia Express

News For Public

ଧଳା ଦାଢୀର ସମସ୍ୟାରୁ ଅଛନ୍ତି ଯଦି ଚିନ୍ତିତ ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ, ହେବ ଜବରଦସ୍ତ ଫାଇଦା

ଆଜିକାଲି ସମସ୍ତେ ଚାହଁନ୍ତି କି ସେ କେଉଁଆଡେ ଯିବେ ଯଦି ସବୁଠାରୁ ଅଧିକା ସୁନ୍ଦର ଓ ସ୍ମାର୍ଟ ଦେଖାଯିବେ , ସମସ୍ତେ ତାଙ୍କ ଆଡକୁ ଆକର୍ଷିତ ହେବେ , ଏମିତି କରିବାପାଇଁ ଲୋକେ ନାନାଦି ଉପାୟମାନ କରିଥାନ୍ତି , ଓ ତାହା ସହ ବହୁତ କେମିକାଲ୍ ପ୍ରଡକ୍ଟସ୍ ର ସାହାଯ୍ୟରେ ଆମେ ନିଜ ବେକାର ପ୍ରକିୟାକୁ ବାଳରେ ଏକଦମ୍ ସୁନ୍ଦର ବନାଇନେଇଥାଉ, ଦେଖାଯାଏ ତ ଆମର ସୁନ୍ଦରତାର ଅସଲ ପରିଚୟ ଆମର ବାଳ ଓ ଆମର ଚେହେରା ହୋଇଥାଏ , କିନ୍ତୁ ଯେଉଁ ଭଳି ଲୋକଙ୍କୁ ବଜାର ଉପଲ୍ଲବ୍ଧ ନାନାପ୍ରକାରର ପ୍ରଡକ୍ଟସ୍ ବ୍ୟବହାର ଅଧିକା ହେଉଛି ସେହି କାରଣରୁ ତାଙ୍କୁ ନାନାପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡୁଛି , ଓ ସମୟରୁ ପୁର୍ବରୁ ତାଙ୍କ ବାଳ ଧଳା ହେବାକୁ ଲାଗୁଛି, ଖାସ୍ କରି ଦାଢିର ବାଳ ପ୍ରାୟ ସମସ୍ତଙ୍କ ଧଳା ହେବାରେ ଲାଗିଛି । ଯଦି ଆପଣଙ୍କୁ ସେମିତି ଅସୁବିଧା ହେଉଛି ତେବେ ଆପଣଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣଙ୍କୁ ସମସ୍ୟାର ସମାଧାନ ନେଇକରି ଆସିଛୁ, ଯାହାର ସାହାଯ୍ୟରେ ଆପଣ ସହଜରେ ବାଳର ସମସ୍ୟା ଠିକ୍ ହୋଇପାରିବ

କହିବାକୁ ଚାହିଁବୁ କି ଏହି ସମୟରେ ବାଳ ଧଳା ହେବା ବହୁତ ବଡ ସମସ୍ୟା ହୋଇସାରିଛି, ଓ ଏଥିରୁ ମୁକ୍ତିପାଇବାକୁ ହେଲେ ନାନାଦି ପ୍ରକାରର ଜିନିଷର ବ୍ୟବହାର କରାଯାଏ , କିନ୍ତୁ ଏଥିରୁ କିଛି ଖାସ୍ ଫାଇଦା ମିଳିପାରେ ନାହିଁ, ଯାହାପରେ ଥକିହାରିକରି ତାଙ୍କ ପାଖରେ ଏକ ରାସ୍ତା ରହିଥାଏ , ବାଳକୁ ଡାଇ ବା କଲର୍ କରିବା,  ଏହି ପରି ଆପଣ ନିଜ ଧଳା ବାଳକୁ ଲୁଚାଈ ତ ଦେବେ କିନ୍ତୁ ବୋଧେ ଆପଣଙ୍କୁ ଏହି କଥା କେହି ଜଣାଇବେ ନାହିଁ କି କଲର ବାଳ ଜଡରୁ ଦୁର୍ବଳ ହୋଇଯିବ । ଧଳା ବାଳ ପାଇଁ ବହୁତ ଏମିତି ଘରୋଇ ଉପାୟମାନ ଅଛି , ଯାହା ଧଳା ବାଳର ସମସ୍ୟାକୁ ଦୁର କରିପାରିବ

ଆପଣ ଦେଖିଥିବେ କି ବହୁତ ସାରା ପୁରୁଷ ନିଜ ଧଳା ଦାଢିକୁ ନେଇକରି ବହୁତ ଚିନ୍ତିତ ରୁହନ୍ତି , ଓ ସବୁଠାରୁ ବଡ ଚିନ୍ତାର ବିଷୟ ତେବେ ହୋଇଥାଏ ଯେବେ ତାଙ୍କ ଦାଢି କମ୍ ବୟସରୁ ଧଳା ହେବାକୁ ଲାଗିଥାଏ , ଆପଣଙ୍କୁ କହିଦେବୁ କି ଏମିତି ହେଲେ ଆମର ଶରୀରରେ ନାନା ଜିନିଷର ଅଭାବ ହୋଇଥିବାରୁ ହୋଇଥାଏ , ଯେଉଁଥିରେ ଗୋଟିଏ ହେଲା ମେଲାନିନ୍, ଯାହାର ଅଭାବ କାରଣରୁ ବାଳ ଧଳା ହୋଇଯାଏ , ଆମର ଦାଢୀ ବାଳର ଏହି କମି କାରଣରୁ ଧଳା ହୋଇଥାଏ ,ଆପଣଙ୍କୁ କହିବାକୁ ଚାହିଁବୁ କି ଆପଣ ନିଜ ଧଳା ହୋଇଯାଇଥିବା ବାଳକୁ ଆଉଥରେ କଳା କରିବାକୁ କେଉଁ କେମିକାଲ୍ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ,  ବରଂ ଏହାର ଜାଗାରେ କିଛି ଘରୋଇ ଉପାୟର ବ୍ୟବହାର କରିପାରିବେ , ଯାହା କ୍ଷତି ତ କରିବ ନାହିଁ, ବରଂ ଫାଈଦା ଜରୁର୍ କରିଦେବ ।

ସବୁଠାରୁ ପ୍ରଥମେ ଆମେ କଥା ହେବା ଅଁଳାର ଯାହା ଦେଖିବାକୁ ବହୁତ ଛୋଟ ଲାଗୁଥିବ କିନ୍ତୁ ଏହାର ଫାଇଦା ବହୁତ ଅଧିକା ହୋଇଥାଏ,  ଓ ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଅଧିକା ଗୁଣକାରୀ ହୋଇଥାଏ , କହିଦେବୁ କି ଏହାର ନିୟମିତ ରୁପରେ ସେବନ କରିଲେ ଏହା ଧଳା ବାଳ ତ କଳା ହୋଇଯିବ ,ତା ସହ ଆଖିର ରଶ୍ମୀକୁ ଅଧିକା କରିଦେବ , ଆପଣ ଅଁଳାର କେବଳ ନିଜ ଡାଇଟ୍ ରେ ସାମିଲ୍ କରିନେବାର ଅଛି , ବରଂ ମେହେନ୍ଦୀରେ ମିଶାଇକରି ଏହାକୁ ଏକ ପେଷ୍ଟ୍ ବନାଇ କଣ୍ତିସନିଙ୍ଗ୍ କରିପାରିବେ , ଏହା ଛଡା ପିଆଜର ରସ ବି ବ୍ୟବହାର କରିପାରିବେ , ଆପଣ ମାତ୍ର ଦୁଇ ଚାମଚ ପିଆଜର ରସ ପୁଦିନାର ପତ୍ରକୁ, ଅଧା ଗିନା ଅରହର ଡାଲି, ଆଳୁର ସହ ପେଷିକରି ଦାଢୀରେ ଲଗାଇବାର ଅଛି , ଯଦି ଆପଣ ଏତିକି ବ୍ୟବହାର କରୁଛନ୍ତି ତେବେ ନିଶ୍ଚିତ ଭାବେ ଆପଣଙ୍କ ଦାଢି ଧଳା ବାଳ କଳା ହୋଇଯିବ

Leave a Reply

Your email address will not be published. Required fields are marked *