February 25, 2024

Odia Express

News For Public

କେବଳ ୨୧ ବର୍ଷ ବୟସରେ ହେଲେ ସାଧୁ ମା , ପାଠପଢା ପୁରା କରିବାପାଇଁ କଲେଜ ଯାଉଥିଲେ, କେବଳ ଆବାଜ୍ ଶୁଣିବାପାଇଁ ଲାଗିଯାଉଛି ହଜାର ସଂଖ୍ୟକ ଭିଡ…

ସାଧୁଙ୍କ ନାଁ ଶୁଣିଲେ ଲୋକଙ୍କ ମନରେ ଏକ ବୟସ୍କ ଲୋକଙ୍କ ଛବି ଆସିଯାଏ ।କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସାଧୁ ମାଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏକି କେବଳ ୨୧ ବର୍ଷୀୟ ଅଟନ୍ତି , ଓ ସେ ଏହି ସମୟରେ କଲେଜ ବି ଯାଉଛନ୍ତି , ଯାହା ଦ୍ୱାରା ପାଠପଢା ପୁରା କରିପାରିବେ , ଆସନ୍ତୁ କହିବୁ ଏତେ କମ୍ ବୟସରେ ସାଧୁ ମା ହେବାର ପଛରେ କାରଣ କଣ ଓ ସିଏ କିଏ ଯିଏକି ଏତେ କମ୍ ବୟସରେ ସାଧୁ ମା ହୋଇଯାଇଥିଲେ ।ଆପଣଙ୍କୁ କହିଦେବୁ କି ଆମେ ଯେଉଁ ସାଧୁମା ଙ୍କ କଥା କହୁଛୁ ସିଏ ଆଉ କେହି ନୁହେଁ ବରଂ ରାଜସ୍ଥାନର ରହୁଥିବା ଜୟା କିଶୋରୀଙ୍କର ଅଟେ ,ଯାହାଙ୍କ ଛୁଆବେଲ ବହୁତ ଜଲଦି ଇନ୍ଦୋରରେ ହେବାକୁ ଯାଊଛି , ଆପଣଙ୍କୁ କହିଦେବୁ କି ୨୧ ବର୍ଷ ବୟସରେ ଜୟାଙ୍କ ଆବାଜ୍ ଶୁଣିବା ପାଇଁ ଲୋକେ ଦୂର ଦୁରରୁ ପେଣ୍ତାଲକୁ ଆସିଥାନ୍ତି

ଇନ୍ଦୋରରେ ହେଉଥିବା ସତସଙ୍ଗ୍ ବଚ୍ଚନରେ ବି ପ୍ରାୟ ଦୁଇ ଲକ୍ଷ ଭକ୍ତଙ୍କ ଆସିବାର ସଂମ୍ଭାବନା ହେଉଛି , ଯାହାପାଈଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଈଛି,  ଆଗାମୀ ବର୍ଷ ଫେବୃୟାରୀରେ ହେବାକୁଥିବା ସତସଙ୍ଗ ୯ ରୁ ୧୨ ଫେବୃୟାରୀ ପର୍ଯ୍ୟନ୍ତ୍ ଚାଲିବ , ଓ ପ୍ରାୟ ତିନି ଲକ୍ଷ ବର୍ଗ ଫୁଟରେ ପେଣ୍ତାଳ ଲଗାଯାଈଛି , ସୁତ୍ରରୁ ଜଣାଯାଏ କି ଇନ୍ଦୋରରେ ଜୟାକିଶୋରୀଙ୍କ ପ୍ରଥମ ସତସଙ୍ଗ୍ ହେବ , ଜୟା କିଶୋରୀଙ୍କ ବିଷୟରେ ବହୁତ ଅଧିକା ପ୍ରସିଦ୍ଧ ଅଛି କି ଯେବେ ସେ କେବଲ ୧୦ ବର୍ଷର ଥିଲେ ତେବେ କୃଷ୍ଣ ଭକ୍ତିରେ ମନ ଲାଗୁଥିଲା,  ଘରେ ଭକ୍ତିର ମାହୋଲ୍ ଥିଲା ଏଥିପାଇଁ ସେ ଏହି ଆଧ୍ୟାମ ଆଡକୁ ଟାଣି ହୋଇଆସିଲେ,  ଜୟା ଦଶ ବର୍ଷ ବୟସରେ ନିଜ ପ୍ରଥମ ସୁନ୍ଦରାକାଣ୍ତ ପାଠ କରିଥିଲେ,  ଯାହା ପରେ ଲୋକେ ତାଙ୍କ ମଧୁର ଆବାଜ୍ ପ୍ରତି ଆକର୍ଷିତ ହୋଈଯାଇଥିଲେ,  ଓ ଆଜି ବି ଲୋକେ ତାଙ୍କୁ ଶୁଣିବାପାଇଁ ଦୁର ଦୁରାନ୍ତରୁ ଆସିଥାନ୍ତି ।

ଆପଣଙ୍କୁ ଶୁଣିଲେ ଟିକିଏ ଅଜବ ଲାଗୁଥିବ କିନ୍ତୁ ଜୟା କିଶୋରୀ ଏକ ଏମିତି ପ୍ରଥମ ସାଧୁ ମା ଅଟନ୍ତି , ଯାହାଙ୍କୁ ଇଶ୍ୱରଙ୍କ ଭକ୍ତି ପସନ୍ଦ୍ ଅଟେ,  ଓ ତାହା ସହ ପାଠପଢାରେ ବି ଧ୍ୟାନ ଦିଅନ୍ତି , ଆପଣଙ୍କୁ କହିଦେବୁ କି ଜୟା କୋଲକାତାର ମାହଦେବୀ ବିରଲା ୱାର୍ଲଡ୍ ଏକାଡେମୀ ସ୍କୁଲରୁ +୨  ପର୍ଯ୍ୟନ୍ତ ପାଠ ପୁରା କରିବାପରେ ସେ ଭାବନୀପୁର ଗୁଜୁରାତି ସୋସାଇଟି ପରିବାରରୁ ଗ୍ରାଜୁଏସନ୍ ଡିଗ୍ରୀ ପୁରା କରୁଛନ୍ତି , ଛୁଆବେଳରୁ କୃଷ୍ଣ ଭକ୍ତିରେ ଲିନ ରହିଥିଲେ ଯାହାଙ୍କ କାରଣରୁ ତାଙ୍କ ଗୁରୁ ତାଙ୍କୁ ରାଧା ବୋଲି ଡାକୁଥିଲେ,  କିଶୋରୀ ଜୀ ଉପାଧି ତାଙ୍କୁ ଗୁରୁଙ୍କ ଦ୍ୱାରା ପ୍ରାପ୍ତ ହୋଇଥିଲା,  ଓ ପରେ ଆଗକୁ ଯାଇକରି ତାଙ୍କ ଭକ୍ତଜନ ତଙ୍କୁ କିଶୋରୀ ଜି ନାଁରେ ଡକାଇଲେ , ଇନ୍ଦୋରରେ ହେବାକୁ ଥିବା ତାଙ୍କ ସତସଙ୍ଗର ଚର୍ଚ୍ଚା ବହୁତ ଜୋର୍ ଶୋର୍ ରେ ହେଉଛି , ଏହା ଛଡା ଲାଇଭ୍ ଟେଲିକାଷ୍ଟ ସଂସ୍କାର ଚ୍ୟାନେଲରେ ବି କରାଯିବ , ଯାହାର ପ୍ରସ୍ତୁତି ଏବେ ଜାରି ଅଛି

Leave a Reply

Your email address will not be published. Required fields are marked *