February 28, 2024

Odia Express

News For Public

ମାତ୍ର ଗୋଟିଏ ସପ୍ତାହ ଲଗାତାର୍ କିସମିସ୍ ଖାଆନ୍ତୁ ଓ ଏହି ରୋଗରୁ ସବୁଦିନ ପାଇଁ ମୁକ୍ତି ପାଆନ୍ତୁ..

ଏହି ବିଷୟରେ ତ ସମସ୍ତେ ଜାଣିଥିବେ କି କିସମିସ୍ ଅଙ୍ଗୁରକୁ ସୁଖାଈକରି ତିଆରି କରାଯାଏ , ଆପଣଙ୍କୁ ଏହା ବି ଜଣାଥିବ କି କିସମିସ୍ କିମ୍ବା ଅନ୍ୟ ସୁଖିଲା ଫଳ ଯେପରି ବାଦାମ, କାଜୁ, ଆଦି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ , ଏମିତି ମାନାଯାଏ କି ଏହାକୁ ଖାଇଲେ ଆମର ଶରୀରରେ ଶକ୍ତି ଆସିଥାଏ , ଓ ଏହାର ସ୍ୱାଦ ବି ଭଲ ଲାଗିଥାଏ, ଆପଣ ଯେବେ ବି ସ୍ୱାଦିଷ୍ଟ ବ୍ୟଞ୍ଜନ ବନାଇଥାନ୍ତି ତେବେ ସୁଖିଲା ଫଳ ଯେପରି କାଜୁ, ବାଦାମ ଓ କିସମିସ୍ ଆଦି ନିଶ୍ଚିତ ପକାଇଥାନ୍ତି , ଯାହାଦ୍ୱାରା ଆପଣଙ୍କ ବ୍ୟଞ୍ଜନ ଆହୁରି ସ୍ୱାଦିଷ୍ଟ ଲାଗିଥାଏ । ସେମିତି ଆପଣଙ୍କୁ କହିଦେବୁ କି କିସମିସ୍ ଖାଇଲେ ବହୁତ ଅଧିକା ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ଏହି କଥା ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ କି ଯଦି ପ୍ରତିଦିନ କିସମିସ୍ ଖାଉଛନ୍ତି ତେବେ କିଛି ଏମିତି ରୋଗ ଅଛି ଯାହା ଦୁର ହୋଇଯିବ , ଆଜି ଆମେ ସେହି ରୋଗଗୁଡିକ ବିଷୟରେ କହିବାକୁ ଯାଉଛୁ

ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି କିସମିସ୍ ନା କେବଳ ସ୍ୱାଦ ପାଇଁ ହୋଇଥାଏ , ବରଂ ଏଥିରେ ନାନାପ୍ରକାରର ନ୍ୟୁଟ୍ରିସନ୍ ମିଳିଥାଏ , ଯାହା ବହୁତ ମାଇନାରେ ଆମର ପେଟ ପାଇଁ ବହୁତ ଅଧିକା ଫାଈଦାଦାୟକ ହୋଇଥାଏ , ଆପଣଙ୍କୁ ଏହା ବି କହିଦେବୁ କି ଯଦି ଆପଣ ନିୟମରେ ସବୁଦିନ ରାତିରେ କମ୍ ସେ କମ୍ ୪ କିସମିସ୍ ବତୁରାଇ ରଖିଦିଅନ୍ତୁ , ଓ ତାପରେ ତାପରଦିନ ସକାଳୁ କ୍ଷୀରର ସହ ମିଶାଇକରି ଏହାର ସେବନ କରିଦେଲେ ଆପଣଙ୍କୁ କହିଦେବୁ କି ଏମିତି କରିଲେ ଭୋକ ବଢିଯାଏ , ଓ ଅଧିକା ମାତ୍ରାରେ ଭୋକ ଲାଗିଥାଏ ।

ଆପଣ ବହୁତଥର ଦେଖିଥିବେ କି କିଛି ଲୋକ ଏମିତି ଥାନ୍ତି ଯେଉଁମାନଙ୍କୁ ବହୁତ କମ୍ ବୟସରେ ଚଷମା ଲଗାଇଦିଅନ୍ତି , ଯିଏକି କେଉଁ ନା କେଉଁ କାରଣରୁ ଏମିତି ତାଙ୍କ ସହ ହୋଇଯାଏ , ଓ ତାଙ୍କୁ ଚଷମା ଲଗାଇବାକୁ ପଡିଥାଏ ,ଓ ବିନା ଚଷମାରେ କିଛି ବି କାମ ହୋଇପାରେ ନାହିଁ , ଆପଣଙ୍କୁ କହିଦେବୁ କି ଯେଉଁ ଲୋକ କିସମିସ୍ ଖାଇଥାନ୍ତି ତାଙ୍କ ମଧ୍ୟରେ ପ୍ରଚୁର ପରିମାଣରେ ବହୁତ ଅଧିକା ଲାଭଦାୟକ ହୋଇଥାଏ , ଏମିତି କୁହାଯାଏ କି ଯଦି ଆପଣ ସବୁଦିନ ସକାଳୁ କ୍ଷିରର ସହ ୧୦ ଟି କିସମିସ୍ ଖାଇବେ ତେବେ ବହୁତ ଅଧିକା ଫାଇଦା ହେବ ଏମିତି ଯଦି ଆପଣ ନିୟମରେ କରନ୍ତି ତେବେ ଏହା ଆପଣଙ୍କ ଆଖିର ରଶ୍ମୀ ତେଜ୍ ହୋଇଥାଏ , ଓ ଆପଣଙ୍କୁ କେବେ ଚଷମା ଆଦି ଲଗାଇବାର ଅସୁବିଧା ହେବ ନାହିଁ ।

ସବୁଠାରୁ ଜରୁରୀ କଥା ଏହା କି ଆମେ ମାନେ ସବୁଦିନ କିସମିସ୍ ଖାଇ ପାରନ୍ତି ନାହିଁ ଆପଣଙ୍କୁ ଜଣେଇଦେବୁ କି ଯଦି ଆପଣ ଏମିତି କରନ୍ତି ବହୁତ ଫାଈଦା ପାଇବେ ଓ ଏଥିରେ କ୍ୟାଲସିୟମ୍ ଅଧିକା ମିଳିଥାଏ , ଓ ଏହି କାରଣରୁ କିସମିସ୍ ଆମ ହାଡଗୁଡିକ ପାଇଁ ବହୁତ ଅଧିକା ଲାଭଦାୟକ ମାନାଯାଏ , ଭଲ ହେବ ଆପଣ ରାତିରେ ଶୋଇବା ପୁର୍ବରୁ କ୍ଷୀର ସହ କିଛି ଦାନା କିସମିସ୍ ଅବଶ୍ୟ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *