March 2, 2024

Odia Express

News For Public

ଆଜିର ସାଧାରଣ ଜ୍ଞାନ ଭିତିକ ୩୦ ଟି ଓଡ଼ିଆ ପ୍ରଶ୍ନ ଉତ୍ତର – ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ କଣ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ

1 min read

ଏବେ ଆମେ ଜାଣିବା ଏକ ନମ୍ବର୍ ପ୍ରଶ୍ନ।ଆଜି ଆମେ ଏଠାରେ ସାଧାରଣ ଜ୍ଞାନ ଭିତ୍ତିକ ୩୦ ଟି ଚତୁର ପ୍ରଶ୍ନ ବିଷୟରେ ଜାଣିବା।ତେବେ ଆସନ୍ତୁ ଜାଣିବା ସେ ପ୍ରଶ୍ନ ଓ ଉତ୍ତର ଗୁଡିକୁ।ତେବେ ଏହି ପ୍ରଶ୍ନ ଉତ୍ତର ଗୁଡିକ ଓଡିଶା ବିଷୟରେ ଅଟେ |ତେବେ ଏ ବିଷୟରେ ସାନ ଠାରୁ ବଡ ସମସ୍ତେ ଜାଣିବା ନିହାତି ଦରକାର |ଏହାକୁ ପଢିଲେ ଆପଣ ନିଶ୍ଚୟ କିଛି ନୂଆ କଥା ଓଡିଶା ବିଷୟରେ ଜାଣିପାରିବେ |ତେବେ ଆପଣାକୁ ଯଦି ଏହି ପ୍ରଶ୍ନ ଭିତ୍ତର ଭଲ ଲାଗେ ତେବେ ନିଶ୍ଚୟ ଲାଇକ ଓ କମେନ୍ଟ କରିବେ

ପ୍ରଶ୍ନ ନମ୍ବର୍ ୦୧:-ଓଡ଼ିଶାର ପ୍ରଥମ ଓଡ଼ିଆ କବିଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉପେନ୍ଦ୍ର ଭଞ୍ଜ।

ଏବେ ଆମେ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୨:-ଓଡ଼ିଶାର ପ୍ରଥମ ଔପନ୍ୟାସିକଙ୍କାର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାମଷଙ୍କର ରାୟ।

ଏବେ ଆମେ ଜାଣିବା ତିନି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୩:-ଓଡ଼ିଶାର କୁଳପତିଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡକ୍ଟର ପ୍ରାଣକୃଷ୍ଣ ପରିଜା।

ଏବେ ଆମେ ଜାଣିବା ଚାରି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୪:-ପ୍ରଥମ ଓଡ଼ିଆ ଅଲମ୍ପିକ ଖେଳାଳି କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦିଲ୍ଲୀପ ତିର୍କି।

ଏବେ ଆମେ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୫:-ପ୍ରଥମ ଓଡ଼ିଆ ରେଡ଼ିଓ ଆର୍ଟିଷ୍ଟ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କାଳନ୍ଦୀ ଚରଣ ପଟ୍ଟନାୟକ।

ଏବେ ଆମେ ଜାଣିବା ଛଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୬:-ପ୍ରଥମ ଓଡ଼ିଆ ଏମ.ବି.ବି.ଏସ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ।

ଏବେ ଆମେ ଜାଣିବା ସାତ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୭:-ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏଟଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଧବ ଚନ୍ଦ୍ର ପଟ୍ଟନାୟକ।

ଏବେ ଆମେ ଜାଣିବା ଆଠ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୮:-ପ୍ରଥମ ଓଡ଼ିଆ ଡକ୍ଟରେଟ ପ୍ରାପ୍ତ ଓଡ଼ିଆ ବ୍ୟକ୍ତି ଜଣକଙ୍କ ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡକ୍ଟର ଚୌଧୁରୀ ଜଗନ୍ନାଥ ଦାସ।

ଏବେ ଆମେ ଜାଣିବା ନଅ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୦୯:-ପ୍ରଥମ ଓଡ଼ିଆ ରାଷ୍ଟ୍ରଦୂତ ଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲାଲାଟେନ୍ଦୁ ମାନସିଂ।

ଏବେ ଆମେ ଜାଣିବା ଦଶ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୦:-ପ୍ରଥମ ଓଡ଼ିଆ ଆ.ଇ.ଏସ ଟପର କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହୃଷିକେଶ ପଣ୍ଡା।

ଏବେ ଆମେ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୧:-ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲର୍ଡ଼ ମାଉଣ୍ଟ ବ୍ୟାଟେନ।

ଏବେ ଆମେ ଜାଣିବା ବାର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୨:-ସ୍ବାଧୀନତା ପରେ ପ୍ରଥମ ଓଡ଼ିଆ ଆଇଜି କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଧବ ଚନ୍ଦ୍ର ରାଓ।

ଏବେ ଆମେ ଜାଣିବା ତେର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୩:-ପ୍ରଥମ ଓଡ଼ିଆ ଚିଫ ସେକ୍ରେଟାରୀ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନାଗରୀ ମୋହନ ପଟ୍ଟନାୟକ।

ଏବେ ଆମେ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୪:-ପ୍ରଥମ ଓଡ଼ିଆ ଆଇ.ଏସ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶ୍ୟାମାଚରଣ ଗୋସ୍ୱାମୀ।

ଏବେ ଆମେ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୫:-ପ୍ରଥମ ଚଳଚ୍ଚିତ୍ର ପ୍ରଯୋଜକ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୋହନ ସୁନ୍ଦର ଗୋସ୍ୱାମୀ।

ଏବେ ଆମେ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୬:-ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଓଡ଼ିଆ ନିର୍ଦ୍ଦେଶକଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରଶାନ୍ତ ନନ୍ଦ।

ଏବେ ଆମେ ଜାଣିବା ସତର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୭:-ପ୍ରଥମ ଓଡ଼ିଆ ଐତିହାସିକ କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ୟାରୀ ମୋହନ ଆଚାର୍ଯ୍ୟ।

ଏବେ ଆମେ ଜାଣିବା ଅଠର ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୮:-ପ୍ରଥମ ଓଡ଼ିଆ ଅନ୍ତର୍ଜାତୀକ କ୍ରିକେଟ ଖେଳାଳିଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେବାଶିଷ ମହାନ୍ତି।

ଏବେ ଆମେ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୧୯:-ଓଡ଼ିଶାର ପ୍ରଥମ କ୍ରିକେଟ ଅମ୍ପେୟାରଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୁବ୍ରତ ଦାସ।

ଏବେ ଆମେ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୦:-ପ୍ରଥମ ଓଡ଼ିଆ କାବ୍ୟର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାଭାରତ।

ଏବେ ଆମେ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୧:-ପ୍ରଥମ ଓଡ଼ିଆ ଆ.ଇ.ପିଏସ ଙ୍କର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରୁପା ମିଶ୍ର।

ଏବେ ଆମେ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୨:-ପ୍ରଥମ ରଙ୍ଗୀନ ଚଳଚ୍ଚିତ୍ରର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗପ ହେଲେବି ସତ।

ଏବେ ଆମେ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୩:-ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୀତା ବିବାହ।

ଏବେ ଆମେ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୪:-ପ୍ରଥମ ଛାପା ଖାନାର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍କଳ ପ୍ରିଣ୍ଟିଂ ପ୍ରେସ।

ଏବେ ଆମେ ଜାଣିବା ପିଚିସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୫:-ପ୍ରଥମ ସ୍କୁଲ କେଉଁଠାରେ ତିଆରି ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ।

ଏବେ ଆମେ ଜାଣିବା ଛବିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୬:-ପ୍ରଥମ ହାଇସ୍କୁଲର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଣୀହାଟ ହାଇସ୍କୁଲ।

ଏବେ ଆମେ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୭:-ଓଡ଼ିଶାର ପ୍ରଥମ ମହାବିଦ୍ୟାଳୟର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରେଭେନ୍ସା କଲେଜ,କଟକ।

ଏବେ ଆମେ ଜାଣିବା ଅଠେଇସି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୮:-ପ୍ରଥମ ଇଞ୍ଜିନିୟରିଂ କଲେଜର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ ଇଞ୍ଜିନିୟରିଂ କଲେଜ, କଟକ

ଏବେ ଆମେ ଜାଣିବା ଅଣତିରିସୀ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୨୯:-ପ୍ରଥମ ମହିଳା କଲେଜର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୈଳଵାଳା ମହିଳା କଲେଜ।

ଏବେ ଆମେ ଜାଣିବା ତିରିଶି ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୩୦:-ପ୍ରଥମ ଓଡ଼ିଆ ବୋଲର ଜିଏ ଆନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ ସେ କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଦେବାଶିଷ ମହାନ୍ତି।

ଏବେ ଆମେ ଜାଣିବା ଏକତିରିଷୀ ନମ୍ବର୍ ପ୍ରଶ୍ନ।ପ୍ରଶ୍ନ ନମ୍ବର୍ ୩୧:-ପ୍ରଥମ ଆକାଶ ବାଣି କେନ୍ଦ୍ରର ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଟକ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଏହାର ଉତ୍ତର।

Leave a Reply

Your email address will not be published. Required fields are marked *