March 2, 2024

Odia Express

News For Public

ଗୋଲାପର ପାଖୁଡାରୁ ଏହି ଚମତ୍କାରୀ ଫାଇଦା ବିଷୟରେ ଜାଣିନିଅନ୍ତୁ , ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

1 min read

ଏଥିରେ କୌଣସି ସନ୍ଦେହ ନାହିଁ କି ଗୋଲାପ ଫୁଲ ଦେଖିବାକୁ ଯେତେ ସୁନ୍ଦର ଲାଗେ ସେତେ ବାସ୍ନାର ମହକ ବି ଭଲ ହୋଇଥାଏ,  ଏହାର ମିଠା ମିଠା ବାସ୍ନା ପୁରା ପରିବେଶକୁ ସୁବାଶିତ କରିଦେଇଥାଏ , ବୋଧେ ଏହି କାରଣରୁ ସବୁ ବ୍ୟକ୍ତି ନିଜ ପ୍ରେମର ନିବେଦନ ପାଇଁ ଗୋଲାପଫୁଲକୁ ବ୍ୟବହାର କରିଥାଏ,  ଏହା ଛଡା କିଛି ଭଲ କାମ କରିବାକୁ ପାଇଁ ଗୋଲାପଫୁଲ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ହଁ ଯେଉଁଠି ଗୋଟେ ପଟେ ଫୁଲର ସାଜସଜ୍ଜା କରାଯାଇଥାଏ, ସେମିତି ଅନ୍ୟ ପଟେ ଗୋଲାପରୁ ତିଆରି ଫେସପ୍ୟାକ୍ କିମ୍ବା ଗୋଲାପଜଳ ଲଗାଇଲେ ଚେହେରାର ସୁନ୍ଦରତା ବୃଦ୍ଧି ହୋଇଥାଏ , ବହୁତ କମ୍ ଲୋକ ଜାଣିଛନ୍ତି କି ଏହାର ବ୍ୟବହାର୍ ଓଜନ କମ୍ କରିବାପାଇଁ ଓ ରୋଗରୁ ମୁକ୍ତି ପାଇବାରେ ବି କରାଯାଏ , ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହା ହୃଦ ରୋଗ ପାଇଁ ଲାଭଦାୟକ ହୋଇଥାଏ

ଆପଣଙ୍କୁ ଜଣେଇଦେବୁ କି ଗୋଲାପ ଫୁଲର ପାଖୁଡା ଓ ଏଥିରେ ତିଆରି ହୋଇଥିବା ଗୁଲକନ୍ଦ ରୁ ବହୁତ ରୋଗର ଚିକିତ୍ସା ସହଜରେ କରାଯାଇପାରିବ,  ଆପଣ ଏହାର ଫାଇଦା ବିଷୟରେ ଜାଣିକରି ଚକିତ ହୋଇଯିବେ , ଏହା ଛଡା ଗୋଲାପର ଫୁଲରେ ନାନାପ୍ରକାର ପୋଷ୍ଟିକ ତତ୍ତ୍ୱ ଯେପରି ଫଲବୋନୋଇଡସ୍, ବାୟୋଫ୍ଲେବୋନୋଇଡସ୍, ସାଇଟ୍ରିକ୍ ଏସିଡ୍, ଫ୍ରୁକ୍ଟୋଜ୍, ମେଲିକ୍ ଏସିଡ୍, ଟେନିନ୍, ଓ ଜିଙ୍କ୍ ପରି ଜିନିଷ ଭରପୁର୍ ମାତ୍ରାରେ ମିଳିଥାଏ , କହିଦେବୁ କି ଏହି ତତ୍ତ୍ୱ ଆମର ଶରୀରରେ ଓ ତ୍ୱଚାକୁ ସୁସ୍ଥ୍ୟ ରଖିବାରେ ସାହାଯ୍ୟ କରେ,  ତେବେ ଆସନ୍ତୁ ଏବେ ଏହାର ବିଷୟରେ ଆଉ ଟିକିଏ ବିସ୍ତାରରେ କହିବା ।

୧) ହୃଦରୋଗ ପାଇଁ – ଆପଣଙ୍କୁ ଜଣେଇଦେବୁ କି ଗୋଲାପଫୁଲ ହୃଦରୋଗ ଜନିତରୋଗରୁ ମୁକ୍ତି ଦେବାପାଇଁ ଲାଭକାରୀ ହୋଇଥାଏ,  ଏହାପାଇଁ ଅର୍ଜୁନ ଗଛର ଛାଲକୁ ଗୋଲାପ ପାଖୁଡା ସହ ସିଝାଇକରି ଏହାର କାଢା ବନାଇନେବେ , ଏହାକୁ ପିଇଲେ ହୃଦ ସଂବନ୍ଧିତ ରୋଗ ଦୁର ହୋଇଯାଏ , ଯଦି ଆପଣଙ୍କୁ ହୃଦ ରୋଗ ସହ କିଛି ରୋଗ ଅଛି , ତେବେ ବିନା ଡାକ୍ତରଙ୍କ ପରାମର୍ଶରେ ଏହାକୁ ଆପଣାନ୍ତୁ ନାହିଁ ।

୨) ଡିହାଇଡ୍ରେସନ୍ ରୁ ରକ୍ଷା କରେ – ଗରମ ଦିନରେ ଡିହାଇଡ୍ରେସନ୍ ସମସ୍ୟା ହେବା ସାଧାରଣ୍ କଥା ଅଟେ, କହିଦେବୁ କି ଏମିତି ସ୍ଥିତିରେ ଗରମରେ ଗୁଲକନ୍ଦ ଖାଇଲେ ଶରିରରେ ସତେଜତା ଆସେ , ଏହା ସହ ଶରୀରରେ ପାଣିର କମି କୁ ଦୂର କରିଥାଏ,  ସବୁଦିନ ଗୁଲକନ୍ଦ ଖାଇଲେ ଶରୀରରେ ଚୁସ୍ତି ଓ ଫୁର୍ତ୍ତି ମିଳିଥାଏ

୩) ଓଜନ କମ୍ କରିବାରେ ହୁଏ ସହାୟକ- ସବୁଦିନ ଗୋଲାପର ଦଶ ବାରଟି ପାଖୁଡା କୁ ସିଝାଇ ପିଇଲେ ନା କେବଳ ଓଜନ କମ୍ ହୁଏ ବର୍ଂ ଏଥିରେ ଅରୋମା ମିଳିଥାଏ,  ଯାହା ଚିନ୍ତା କମ୍ କରିବାରେ ସହାୟତା କରିଥାଏ ।

୪) ମୁହଁର ଛାଲରୁ ଦେଇଥାଏ ଆରାମ୍- କହିଦେବୁ କି ଯଦି ଆପଣଙ୍କ ମୁହଁରୁ ଛାଲ ବାହାରୁଛି , ତେବେ ଦିନରେ ଦୁଇଥର ଗୁଲକନ୍ଦ ସେବନ କରନ୍ତୁ , ଏହା ପେଟରେ ଯାଇକରି ଶରୀରକୁ ଥଣ୍ତା ଦେଇଥାଏ,  ଓ ଛାଲରୁ ଆରାମ ଦେଇଥାଏ

Leave a Reply

Your email address will not be published. Required fields are marked *