March 3, 2024

Odia Express

News For Public

ଯାହାକୁ ଆପଣ ବୁଝୁଥିଲେ ଛୋଟ ମୋଟ ଅଭିନେତା, ସେ ବାହାରିଲେ ଲୋକପ୍ରିୟ ଅଭିନେତା ରାଜ ବବର୍ ଙ୍କ ଛୋଟ ପୁଅ , ନାଁ ଜାଣିଲେ ଚକିତ ହୋଇଯିବେ ଆପଣ

ଯଦି ବଲିଉଡ୍ ର କଥା କରିବା ବଲିଉଡ୍ ରେ ଜଣାଶୁଣା ଅଭିନେତା ରାଜ ବବର୍ ବିଷୟରେ ଆପଣ ଭଲ ଭାବରେ ଜାଣିଥିବେ , ହଁ ଆଜ୍ଞା ସେମିତି ରାଜ ବବର୍ ଯିଏ ଆଜିକାଲି ଫିଲ୍ମ ପର୍ଦା ଛାଡିକରି ରାଜନୀତିରେ ଚାଲି ଆସିଛନ୍ତି କହିଦେବୁ କି ଯେଉଁଠି ରାଜ ବବର୍ କିଛି ଫିଲ୍ମରେ ଭିଲେନ୍ ରୋଲ୍ କରିଛନ୍ତି , ସେମିତି ନିଜ ସମ୍ୟରେ ସେ ବହୁତ ଫିଲ୍ମରେ ହିରୋ ଭୁମିକାରେ ବି ନଜର ଆସିଥିଲେ,  ରାଜ ବବରଙ୍କ ଅଭିନୟ ଓ ତାଙ୍କ ଦମଦାର୍ ଅଭିନୟ ବିଷୟରେ ସମସ୍ତେ ଜାଣିବାକୁ ଚାହଁନ୍ତି , ଏହା ଛଡା ତାଙ୍କ ନିଜ ଜୀବନ ବିଷୟରେ ସମସ୍ତେ ଜାଣିଛନ୍ତି କିନ୍ତୁ ବହୁତ କମ୍ ଲୋକେ ଏହି କଥା ଜାଣିଛନ୍ତି କି ରାଜ ବବରଙ୍କ ଗୋଟିଏ ପୁଅ ନୁହେଁ ଦୁଇଟି ପୁଅ ଅଛନ୍ତି ।

ହଁ ଆଜ୍ଞା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ ଆଜି ରାଜ ବବର୍ ଙ୍କ ଯେଉଁ ପୁଅଙ୍କ ବିଷୟରେ ଆମେ କଥା ହେବାକୁ ଯାଊଛୁ, ସେ ବଲିଉଡ୍ ରେ ବଡ ଅଭିନେତା ହୋଇସାରିଛନ୍ତି , ରାଜ ବବରଙ୍କ ଦୁଇଟି ପୁଅ ଅଛନ୍ତି , ଏବେ ରାଜ ବବର୍ ଙ୍କ ବଡ ପୁଅ ଆର୍ଯ୍ୟ ବବର୍ ଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି , ଯିଏ ପଞ୍ଜାବୀ ଓ ବହୁତ ବଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି , କିନ୍ତୁ ଆଜି ଆମେ ତାଙ୍କ ଆଉ ଜଣେ ପୁଅ ପ୍ରତୀକ ବବରଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣଙ୍କୁ ଜାଣିବାପାଇଁ କହିଦେବୁ କି ପ୍ରତୀକ ବବର ସ୍ମିତା ପାଟିଲ୍ ଓ ରାଜ ବବରଙ୍କ ପୁଅ ଅଟନ୍ତି , ଯିଏ ବଲିଉଡ୍ ରେ ବହୁତ ବଡ ଫିଲ୍ମରେ କାମ କରିସାରିଛନ୍ତି , ପ୍ରତୀକ ବବର ନିଜ ଫିଲ୍ମ କ୍ୟାରିୟର ଆରମ୍ଭ ୨୦୦୮ ରେ ଆସିଥିବା”ଜାନେ ତୁ ଜାନେ ନା ରୁ କରିଥିଲେ , ହଁ ଆଜ୍ଞା ଏହି ଫିଲ୍ମରେ ସେ ଜେନେଲିଆ ଡିସୁଜାଙ୍କ ଭାଇ ଅଭିନୟ କରିଥିଲେ,  ଏହା ଛଡା ଆରକ୍ଷଣ, ଧୋବିଘାଟ, ଏକ ଦିୱାନା ଥା ପରି ବହୁତ ସାରା ଫିଲ୍ମରେ କାମ୍ କରିଥିଲେ , ଏହା ସହ ୨୦୧୮ ରେ ଟାଇଗର୍ ଶ୍ରଫଙ୍କ ରିଲିଜ୍ ହୋଇଥିବା ଫିଲ୍ମ ବାଗି ୨ ରେ ନଜର ଆସିଥିଲେ , କହିଦେବୁ କି ଏହି ଫିଲ୍ମରେ ପ୍ରତୀକ ନିଜ ଦମଦାର୍ ଅଭିନୟ ଦେଖାଇଥିଲେ ।

ଏବେ ପ୍ରତୀକ ବବର୍ ନିଜ ବାପାଙ୍କ ସହ ରହୁନାହାନ୍ତି , କିନ୍ତୁ ଏହାର ମତଲବ ନୁହେଁ କି ସେ ରାଜବବର୍ ଙ୍କୁ ବାପା ମାନୁନାହାନ୍ତି , ହଁ ଆଜ୍ଞା , କାରଣ ଏମିତି ହୋଇଥାନ୍ତା ତେବେ ନିଜ ବାପାଙ୍କ ନାଁ କେବେ ଆପଣାଇନଥାନ୍ତେ,  ପ୍ରତିକଙ୍କ ମା ମାନେ ସ୍ମିତା ପାଟୀଲ୍ ରାଜ ବବରଙ୍କୁ ବିବାହ କରିଥିଲେ କି ନାହିଁ ଏହି ବିଷୟରେ ପକ୍କା ଜଣାନାହିଁ , କିନ୍ତୁ ଏତିକି କୁହାଯାଇଛି କି ସ୍ମିତା ପାଟିଲ୍ ରାଜବବର୍ ଙ୍କୁ ବହୁତ ଭଲ ପାଉଥିଲେ ।

ହଁ ଆଜ୍ଞା ତେବେ ଲୋକେ ଏତେ ଶୁଣିବାପରେ ବି ରାଜ ବବର୍ ସହ ସେ ନିଜ ସଂମ୍ପର୍କ ଭାଙ୍ଗିନଥିଲେ , କହିଦେବୁ କି ପ୍ରତୀକ ବବରଙ୍କ ଜନ୍ମ ନେବା ପରେ ସ୍ମିତାଙ୍କ ନିଧନ ହୋଇଯାଇଥିଲା , ପ୍ରତୀକ ବବରଙ୍କୁ କେବେ ରାଜ ବବର କିମ୍ବା ତାଙ୍କ ପରିବାର ସହ ଦେଖାଯାଇନଥିଲା , ଏଥିପାଇଁ କହିବା ଭୁଲ୍ ହେବ ନାହିଁ କି ପ୍ରତୀକ ବବର୍ ନିଜ ସାବତ ଭାଇ ଭଉଣୀ ସହ କିଛି ଖାସ୍ ସଂମ୍ପର୍କ ଅଛି, ଆମେ ଆଶା କରୁଛୁ କି ପ୍ରତୀକ୍ ବବରଙ୍କ ମା ସ୍ମିତା ପାଟିଲ୍ ଯାହା ବି ବଲିଉଡ୍ ରେ ନାଁ କମାଇଥିଲେ ସେ ନିଜ ବଳରେ ବଲିଉଡ୍ ରେ ନାଁ କମାନ୍ତୁ ।

Leave a Reply

Your email address will not be published. Required fields are marked *