March 3, 2024

Odia Express

News For Public

ଜାଣନ୍ତୁ କଣପାଇଁ ଫେବୃୟାରୀ ମାସରେ କେବଳ ୨୮ ଦିନ ହୋଇଥାଏ ? କାରଣ ଜାଣିଲେ ଆପଣ ବି ଭାବିବାକୁ ବାଧ୍ୟ ହୋଇଯିବେ – ୯୯ ପ୍ରତିଶତ ଲୋକ ସତ ଜାଣି ନାହାନ୍ତି

ଏହା ତ ସମସ୍ତେ ଜାଣିଛନ୍ତି କି ଫେବୃୟାରୀରେ କେବଳ ୨୮ ଦିନର ହିଁ ହୋଇଥାଏ , ଯେବେ କି ବାକି ମାସଗୁଡିକ ୩୦ କିମ୍ବା ୩୧ ଦିନର ହୋଇଥାଏ,  ମାନେ ଆମେ ସିଧା ଶବ୍ଦରେ କହିଲେ ଫେବୃୟାରୀ ମାସ ବର୍ଷର ସବୁଠାରୁ ଛୋଟ ମାସ ହୋଇଥାଏ, ବହୁତ ସାରା ଲୋକେ ଏହି କଥାରୁ ଅଜଣା ଅଛନ୍ତି କି ଫେବୃୟାରୀ ମାସରେ ୨୮ ଦିନ କଣ ପାଇଁ ହୋଇଥାଏ , ଏହା ଛଡା ଆପଣଙ୍କ ସ୍କୁଲରେ ବହୁତଥର ଏହା ଜାଣିବାଉ ଚେଷ୍ଟା କରିଥିବେ କିମ୍ବା ଅଧ୍ୟାପକଙ୍କୁ ପଚାରିଥିବେ କି ଫେବୃୟାରୀ ମାସ ବାକି ମାସ ଠାରୁ ଛୋଟ କଣ ପାଇଁ ହୋଇଥାଏ , କିନ୍ତୁ କେବେ ବି ଏହାର ସଠିକ୍ ଉତ୍ତର ପାଇନଥିବେ , ଆଜି ଏହି ପ୍ରଶ୍ନର ଉତ୍ତର ଖୋଜୁଥିଲେ ଆମେ ଏହି ପ୍ରଶ୍ନର ଉତ୍ତର ଦେବୁ , ବର୍ଷର ୧୨ ଟି ମାସରୁ କେବଳ ଫେବୃୟାରୀ ମାସ ଏମିତି ଏକ ମାସ ହୋଇଥାଏ ଯେଉଁଥିରେ ୨୮ ଦିନ ବା ୨୯ ଦିନ ହୋଇଥାଏ , କିନ୍ତୁ ଏହା କଣ ପାଇଁ ହୋଇଥାଏ ଏହା ବିଷୟରେ ଆଜି ଆମେ ବିସ୍ତାରରେ କହିବୁ

କହିଦେବୁ କି ଫେବୃୟାରୀ ମାସ ସେମିତି ୨୮ ଦିନର ହୋଇଥାଏ କିନ୍ତୁ ଯେବେ ଲିପ୍ ବର୍ଷ ଆସିଥାଏ,  ତେବେ ଫେବୃୟାରୀ ମାସରେ ୨୮ ଦିନ ପରିବର୍ତ୍ତେ ୨୯ ଦିନ ହୋଇଯାଏ , ଏହା ଛଡା ଆଜିକାଲି ଯେଉଁ କ୍ୟାଲେଣ୍ତର ଆପଣ ବ୍ୟବହାର କରୁଛନ୍ତି , ସେ ରୋମାନ୍ କ୍ୟାଲେଣ୍ତର ଅଟେ , ମାନେ ରୋମାନ୍ କ୍ୟାଲେଣ୍ତରକୁ ନେଇ ଆଧାର ହୋଇଛି, ବାସ୍ତବରେ ଏହା ପୁର୍ବର ସମୟରେ କ୍ୟାଲେଣ୍ତରର ଆରମ୍ଭ ମାର୍ଚ୍ଚ ମାସରୁ ହେଉଥିଲା,  ମାନେ ପୁର୍ବ ସମୟରେ ଏକ ବର୍ଷରେ କେବଳ ୩୦୪ ଦିନ ହେଇଥିଲା ।

ଏହାର ମତଲବ ଏହା ହେଲା କି ଗୋଟେ ବର୍ଷରେ ଦଶ ମାସ ହିଁ ହେଉଥିଲା,  କିନ୍ତୁ ଧିରେ ଧୀରେ ଏହି କ୍ୟାଲେଣ୍ତରରେ ବହୁତ ପରିବର୍ତ୍ତନ ଆସିଲା,  ହଁ ବଦଲିବା ସମୟକୁ ନେଇ କ୍ୟାଲେଣ୍ତରର ତାରିଖ ବି ବଦଳିଲା,  ଏହି ପରିବର୍ତ୍ତନ କାରଣରୁ କ୍ୟାଲେଣ୍ତରରେ ଦୁଇ ମାସ ଆହୁରି ଯୋଡି ହୋଇଯାଇଛି ,ମାନେ ଜାନୁୟାରି ଓ ଫେବୃୟାରୀ ମାସ ପରେ ଯୋଡାଯାଇଛି, ଏହି ବର୍ଷ ଚନ୍ଦ୍ର ବର୍ଷ ଅନୁସାରେ କରାଯାଇଛି, ଆପଣଙ୍କ ସୁଚନାପାଇଁ କହିଦେବୁ କି ଚନ୍ଦ୍ର ପୃଥିବୀର ପୁରା ଚକ୍କର ଲଗାଇଲେ ତିନିଶହ ଚଉବନ୍ ଦିନ ପୁରା ହୋଇଥାଏ , ଏହି କାରଣରୁ ଜାନୁୟାରୀ ଫେବୃୟାରୀକୁ ୨୮ ଦିନ ରଖାଯାଇଛି ।

କିନ୍ତୁ ରୋମର ଲୋକେ ଏହି ୨୮ ଦିନ ଅଙ୍କକୁ ଅଶୁଭ ମାନୁଥିଲେ , ଯାହାକୁ ନେଇ ସେମାନେ ଜାନୁୟାରୀରେ ଦିନଟେ ଯୋଡିଦେଲେ, ଓ ଏହି ମାସକୁ ୨୯ ଦିନର ମାସ କରିଦେଲେ, ଏହି ପରିବର୍ତ୍ତନ ପରେ ତିନିଶହ ପଞ୍ଚାବନ ଦିନ ଓ ୧୨ ମାସ ହେବାକୁ ଲାଗିଲେ , ସେମିତି ଆପଣ ଭାବୁଥିବେ କି କେମିତି ଫେବୃୟାରୀରେ ଏକଦିନ କଣପାଈଁ ଯୋଡା ହେଲା ନାହିଁ , ଏହା ଏଥିପାଇଁ ଯୋଡା ହେଲା ନାହିଁ କାରଣ ରୋମର୍ ଲୋକ ଫେବୃୟାରୀ ମାସକୁ ଅଶୁଭ ମାନୁଥିଲେ,  ଏହି ମାସରେ ରୋମରେ ମରିଥିବା ଲୋକଙ୍କ ଆତ୍ମାର ଶାନ୍ତିପାଇଁ ପ୍ରାର୍ଥନା କରୁଥିଲେ । ଏହି ପରିବର୍ତ୍ତନ ପରେ କ୍ୟାଲେଣ୍ତରରେ ବହୁତ ପରିବର୍ତ୍ତନ କରିବାର ଦରକାର ଥିଲା

କହିଦେବୁ କି ପ୍ରଥମ ବର୍ଷ ମୌସୁମ ଅନୁସାରେ ନୁହେଁ ବରଂ ଚନ୍ଦ୍ରମା ଅନୁସାରେ କରାଯାଇଥିଲା,  ଏହାପରେ ପୁରୁଣା କାହାଣୀ ଅନୁସାରେ ଜୁଲିୟସ୍ ସିଜର୍ ୪୫ ବିସିରେ କ୍ୟାଲେଣ୍ତର କୁ ଚନ୍ଦ୍ରମା ଅନୁସାରେ ନ ରଖି ସୁର୍ଯ୍ୟଙ୍କ ଅନୁସାରେ ରଖିଲେ,  ମାନେ ଏହି ପରିବର୍ତ୍ତନ ପରେ କ୍ୟାଲେଣ୍ତରରେ ଦଶ ଦିନ୍ ଆହୁରି ଯୋଡା ହେଲା, ଯାହା ଦ୍ୱାଏଆ ସବୁ ବର୍ଷ ତିନିଶହ ପଞ୍ଚଷଠି ଦିନ ଛଅ ଘଣ୍ଟା ହୋଇଗଲା , ସେ ଏଥିପାଇଁ କାରଣ ସୁର୍ଯ୍ୟ ପୃଥିବୀର ଚକ୍କର ଲଗାଇବାରେ ଏତିକି ସମୟରେ ପୁରା କରୁଥିଲା , ଏହା ଛଡା ବାକି ବଞ୍ଚିଥିବା ଛଅ ଘଣ୍ଟାକୁ ବର୍ଷର ବଞ୍ଚିଯାଉଥିଲା , ଓ ଏହାକୁ ଚତୁର୍ଥ ବର୍ଷରେ ଫେବୃୟାରୀ ମାସରେ ଯୋଡି ଦିଆଯାଇଥିଲା

Leave a Reply

Your email address will not be published. Required fields are marked *