March 3, 2024

Odia Express

News For Public

ରାଶି ଅନୁସାରେ କିପରି ରହିବ ଆପଣଙ୍କ ଶାଶୁର ସ୍ୱଭାବ , ଏହି ସହଜ ଉପାୟରୁ ସଂବନ୍ଧ ବନାଇକରିପାରିବେ ଆହୁରି ଉନ୍ନତ

1 min read

ଏଥିରେ କୌଣସି ସନ୍ଦେହ ନାହିଁ କି ଏକ ଝିଅ ପାଇଁ ନିଜ ସ୍ୱାମୀ ଠାରୁ ଅଧିକା ନିଜ ଶାଶୁ ସହ ତାଲମେଳେ ବସାଇବା ମୁସକିଲ୍ ହୋଇଥାଏ , ଏହି କାରଣରୁ ଶାଶୁ ବୋହୁଙ୍କ ସଂମ୍ପର୍କରେ ଖଟା ମିଠା ସଂମ୍ପର୍କ ବୋଲି କୁହାଯାଏ , କାରଣ ଏହିଥର ଏଇ ସଂମ୍ପର୍କରେ ଟିକିଏ କଥାକଟାକଟି ଦେଖିବାକୁ ମିଳେ ଓ ବହୁତ ସାରା ଭଲ ପାଇବା ବି ଦେଖିବାକୁ ମିଳେ , ଆଜି ଆମେ ରାଶିର ଅନୁସାରେ ଏହା କହିବୁ ଆପଣଙ୍କ ଶାଶୁ କେମିତି ହେବ , ମାନେ ଆପଣଙ୍କ ଶାଶୁଙ୍କ ସ୍ୱଭାବ କିପରି ରହିବ , ତେବେ ଚାଲନ୍ତୁ ଏବେ ଆପଣଙ୍କୁ ଏହାର ବିଷୟରେ ବିସ୍ତାରରେ କହିବୁ ।

୧) ମେଷ- ସବୁଠାରୁ ପ୍ରଥମେ ମେଷ ରାଶି ବିଷୟରେ କହିଲେ ଯେଉଁ ବୋହୁଙ୍କ ରାଶି ମେଷ ହୋଇଥାଏ ,ସେମାନଙ୍କ ଶାଶୁଙ୍କ ସ୍ୱଭାବ ବହୁତ ତେଜ୍ ହୋଇଥାଏ , କହିଦେବୁ କି ଶାଶୁଙ୍କୁ ନିଜ ଶାସନରେ କାହାର ଦଖଲ ଦେବା ଭଲ ଲାଗେ ନାହିଁ ଏହା ଛଡା ଶାସନକୁ ନେଇକରି ଶାଶୁ ଓ ବୋହୁଙ୍କ ମଧ୍ୟରେ ବାଦ ବିବାଦ ବି ହୋଇପାରେ ।

୨) ବୃଷ –କହିଦେବୁ କି ବୃଷରାଶିର ବୋହୁଙ୍କ ଶାଶୁଙ୍କ ସ୍ୱଭାବ ଉତଥାନ ପତନ ରହିବ, ମାନେ କେବେ ଭଲ୍ ପାଇବେ ଓ କେବେ ରାଗ ଦେଖାଇବେ , ଏମିତିରେ ଶାଶୁ ବୋହୁଙ୍କ ସଂମ୍ପର୍କ ମିଳାମିଶା ରହିବ ।

୩) ମିଥୁନ – ଏବେ କହିଦେବୁ କି ମିଥୁନ ରାଶିର ବୋହୁଙ୍କ ପାଇଁ  ଶାଶୁଙ୍କ ସ୍ୱଭାବ ଭଲ ରହିବ , ବୈଚାରିକ ଓ ବୌଦ୍ଧିକ ରୁପରେ ସେ ଯୁକ୍ତି ଚାଲୁଥିବ,  କିନ୍ତୁ ପରସ୍ପର ମଧ୍ୟରେ ସଂମ୍ପର୍କ ଖଟାମିଠା ପରି ରହିବ ।

୪) କର୍କଟ – ଏହି ରାଶିର ବୋହୁଙ୍କର ଶାଶୁ ଫ୍ୟାସନନେବଲ୍ ରହିବେ,  ଯାହାକୁ ନେଇ ଶାଶୁ ଓ ବହୁଙ୍କ ସଂବନ୍ଧ ଗଂମ୍ଭୀର ହୋଇପାରେ , କାରଣ ଏଠାରେ ଶାଶୁ ଓ ବୋହୁଙ୍କ ମଧ୍ୟରେ ଭଲ ପ୍ରତିଯୋଗିତା ଦେଖିବାକୁ ମିଳିଯାଏ ।

୫) ସିଂହ- ଏମିତିରେଏହି ରାଶିର ବୋହୁଙ୍କ ଶାଶୁ ଶାନ୍ତ ରୁହନ୍ତି , କିନ୍ତୁ ଆପଣଙ୍କ ସହ ତାଙ୍କ୍ ମିଜାଜ୍ ଓ ଷ୍ଟାଇଲ୍ ମିଶିପାରିବ ନାହିଁ  ସେ ଏହାପାଇଁ କାରଣ ସିଂହ ରାଶିର ବୋହୁ ଟିକିଏ ଷ୍ଟାଇଲିଷ୍ଟ ହୋଇଥାନ୍ତି ।

୬) କନ୍ୟା – ଆପଣଙ୍କ ଶାଶୁ ଓ ଆପଣନ୍ ନିଜେ ନିଜକୁ ବହୁତ ବୁଦ୍ଧିମାନ ଭାବନ୍ତି , ଏମିତିରେ ଆପଣ ଦୁହେଁ କାହା କଥା ଶୁଣିବେ , ଓ ନା ହିଁମାନିବେ , ମାନେ ସିଧା ଶବ୍ଦରେ କହିବାକୁ ଗଲେ ଅନ୍ୟଙ୍କ ସାମ୍ନାରେ ସଂବନ୍ଧ ଭଲ ରହିବ , କିନ୍ତୁ ପଛରେ ଖରାପ ହିଁ ରହିଥିବ ।

୭) ତୁଳା – ତୁଳା ରାଶିର ଶାଶୁଙ୍କ କଥା କହିଲେ ଶାଶୁ ବୋହୁ ମାମଲାରେ ଦୁହେଁ ସ୍ୱାଧୀନ ରହିବେ,  ଶାଶୁ ବୋହୁ ମଧ୍ୟରେ ଧନ ଖର୍ଚ୍ଚକୁ ନେଇକରି ସଂବନ୍ଧ ଖରାପ ହୋଇପାରେ ।

୮) ବିଛା – ଆପଣଙ୍କ ଶାଶୁ ବହୁତ ନିଜର ଶାସନ ରଖିଲାବାଲି ହେବେ , ଓ କେଉଁ ବି ଦାମରେ ନିଜ ଘର ଉପରୁ ଶାସନ ଛାଡିବାକୁ ପ୍ରସ୍ତୁତ ହେବେନି , ଏମିତି ଘର ବଣ୍ଟାହେବାର ପରିସ୍ଥିତି ବି ଆସିପାରେ ।

୯) ଧନୁ- ଆପଣଙ୍କ ଶାଶୁ ଦେଖେଇବା ସମୟରେ ଏକଦମ୍ ଠିକ୍ ରହିବେ , ଓ ସବୁ ଜିନିଷ ନିଜ ଅନୁସାରେ ମ୍ୟାନେଜ୍ କରିନେଇଥାନ୍ତି , ନିଜ ପୁଅ ଉପରେ ନିଜ ହକ୍ କେବେ ଛାଡନ୍ତି ନାହିଁ ।

୧୦) ମକର- ଏମିତି ଆପଣଙ୍କ୍ ଶାଶୁ ବହୁତ ସରଳ ସ୍ୱଭାବର ହୋଇଥାନ୍ତି , କିନ୍ତୁ ଯେବେ ଧନ ମାମଲା ଲେଣଦେଣ କଥା ଆସେ ତେବେ ସଂମ୍ପର୍କରେ ଫାଟ ହୋଇପାରେ ।

୧୧) ଆପଣଙ୍କ ଶାଶୁ ରାଜନୀତି କରିବାରେ ବହୁତ ମାହିର୍ ହୋଇଥାନ୍ତି ,ଓ ତାଙ୍କ ରାଜନୀତିରେ ଆପଣ ଫସିଯାଆନ୍ତି , ଏହା ଛଡା ନିଜ ରାଜନୀତିକୁ ନେଇ ସେ ନିଜ ରାଗକୁ କାବୁ କରିପାରନ୍ତି ନାହିଁ ।

୧୨) ମୀନ ରାଶି – କହିଦେବୁ କି ଆପଣଙ୍କ ଶାଶୁ ଓ ଆପଣଙ୍କ ମଧ୍ୟରେ ସଂବନ୍ଧ ଭଲ ହୋଇପାରେ , କିନ୍ତୁ ବହୁତ ଖରାପ ହୋଇପାରେ ଏମିତିରେ ଆପଣ ନିଜ ଶାଶୁଙ୍କ ଠାରୁ ଦୁରେଇ ରହିବା ଉଚିତ୍ , କାରଣ ଅଧିକାପାଖାପାଖି ରହିଲେ ଯୁକ୍ତିତର୍କ ହେବାର ଆଶଙ୍କା ବୃଦ୍ଧି ହେବ ।

ଏବେ ଏହା ତ ଶାଶୁଙ୍କ ସ୍ୱଭାବ୍  ବିଷୟରେ କିଛି କଥା ଥିଲା , କିନ୍ତୁ ଏହାପରେ ବୋହୁ ନିଜ ଶାଶୁଙ୍କ ପାଇଁ କେଉଁ ଉପାୟ କରିବା ଉଚିତ୍ ଟିକିଏ ଜାଣିନିଅନ୍ତୁ , ନିୟମିତ ରୁପରେ ସୁର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ , ଓ ଏହା ଛଡା ଶୁକ୍ରବାର କୁ ଖଟା ଜିନିଷର ସେବନ କରନ୍ତୁ ନାହିଁ , ଏହା ସହ ମଙ୍ଗଳବାରକୁ ମିଠା ଜିନିଷ କରି ଶାଶୁଙ୍କୁ ଖୁଆନ୍ତୁ , ଓ ଶାଶୁଙ୍କୁ କେବେ ବି କାଚର୍ ବସ୍ତୁ ଗିଫ୍ଟ ନ ଦିଅନ୍ତୁ

Leave a Reply

Your email address will not be published. Required fields are marked *