March 3, 2024

Odia Express

News For Public

୫୨ ବର୍ଷ ପରେ ହେଉଛି ଏହି ମହାଯୋଗରୁ ୪ ଟି ରାଶି ହେଲେ ମାଲାମାଲ୍, ଦେଖନ୍ତୁ ଆପଣଙ୍କ ରାଶି ଏଥିରେ ସାମିଲ୍ ?

1 min read

କୁହନ୍ତି ନା ଉପରବାଲା ଯେବେ ଦେଇଥାଏ ତେବେ ଛପର୍ ଫାଡି ଦେଇଥାଏ , ଓ ଆଜି ଯେଉଁ ଚାରୋଟି ରାଶିର ବିଷୟରେ ଆମେ ଆପଣଙ୍କୁ କହିବୁ , ଓ ତାଙ୍କ ସହ କିଛି ଏମିତି ହେବାର ଅଛି ଯାହା ଆପଣ ଜାଣିନଥିବେ , ଯଦି ଗ୍ରହ ନକ୍ଷତ୍ର ମାନିଲେ ପୁରା ପଚାଶ ପରେ ମହାଯୋଗ ହେଉଛି , ଯେବେ ଏହି ରାଶିଗୁଡୀକ ଉପରେ ବହୁତ ସାରା ଧନ୍ ଲାଭ ହେବାର ଅଛି , ଏବେ ଏହି ଚାରୋଟି ରାଶି କେଉଁଟା ଅଟେ,  ଓଏଥିରେ ଆପଣଙ୍କ ରାଶି ଅଛି କି ନାହିଁ ଏହା ଆଗକୁ ପଢିବାପରେ ଜଣାପଡିବ , ତେବେ ଆସନ୍ତୁ କହିବୁ ସେହି ଚାରୋଟି ଭାଗ୍ୟଶାଳୀ ରାଶି କେଉଁଟା ଅଟେ ।

୧) ମେଷ – କହିଦେବୁ କି ଏହି ଲିଷ୍ଟରେ ପ୍ରଥମ ନାଁ ମେଷ ରାଶି ଆସିଥାଏ,  ମେଷ ରାଶିର ଲୋକଙ୍କ ପାଇଁ ବାସ୍ତବରେ ସମୟ ବହୁତ ଭଲ ରହିବ , ହଁ ଆଜ୍ଞା, ମେଷ ରାଶିର ବାଲାଙ୍କୁ ନା କେବଳ ଭଲ ଓ ନୁଆ ବନ୍ଧୁ ରହିବେ , ବରଂ ଏମାନଙ୍କ କାରୋବାରରେ ବି ବହୁତ ଲାଭ ହେବ , ଏହା ସହ ମେଷ ରାଶିର ଲୋକଙ୍କୁ ଧନରପ୍ରାପ୍ତି ହେବ , ମାନେ ସିଧା ଶବ୍ଦରେ କହିଲେ ଆସୁଥିବା ସମୟ୍ ଏମାନଙ୍କ ପାଇଁ ବହୁତ ଶୁଭ ରହିବ ।

୨) ମିଥୁନ – ମିଥୁନ ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ଭଲ ରହିବ , ଯେଉଁଠି ଗୋଟେ ପଟୁ ନୁଆ ବର୍ଷରେ ତାଙ୍କ ଜୀବନସାଥୀ ସହ ସାକ୍ଷାତ ହେବ , ସେମିତି ଅନ୍ୟ ପଟୁ ତାଙ୍କ ଜୀବନରେ ଉନ୍ନତିର ଦ୍ୱାର ଖୋଲିବେ , ମାନେ ମିଥୁନ ରାଶିର ଲୋକଙ୍କ ନିଜ ଜୀବନରେ ବେପାରରେ ବହୁତ ଲାଭ ହେବ ।

୩) କନ୍ୟା- ଏହା ପରେ କନ୍ୟା ରାଶିର ବିଷୟରେ ଆସିଥାଏ , କହିଦେବୁ କି କନ୍ୟା ରାଶିଙ୍କର ଘରେ ଖୁସିର ମାହୋଲ୍ ହେବ , ଯେଉଁ ଲୋକ ଚାକିରି କରୁଛନ୍ତି , ତାଙ୍କ ଉନ୍ନତିର ଯୋଗ ହେଉଛି , ଓ ଯେଉଁ ଲୋକ କାରୋବାର କରୁଛନ୍ତି , ତାଙ୍କୁ ଧନ ଲାଭ ହେବ , ଏହା ସହ ଆପଣ ନିଜ ଜୀବନସାଥୀ ସହ ବହୁତ ସମ୍ମାନ ମିଳିବ ।

୪) ତୁଳା – ଏମାନଙ୍କ ଆସୁଥିବା ସମୟ ଭଲରେ କଟିବ , ଆସୁଥିବା ସମୟରେ ଏମାନେ ନିଜ ପରିଶ୍ରମର ଫଳ ପାଇବେ , ଏହା ଛଡା ଯେଉଁ ଲୋକ ଚାକିରି ଖୋଜୁଛନ୍ତି କିମ୍ବା ବେରୋଜଗାର ଅଛନ୍ତି  ତେବେ ତାଙ୍କୁ କାମ ମିଳିବାର ସଂମ୍ଭାବନା ରହୁଛି , ମାନେ ଆସୁଥିବା ସମୟରେ ଆପଣଙ୍କ ବେରୋଜଗାରୀ ଦୁର ହୋଇଯିବ,  ଓ ବହୁତ ସାରା ଧନ କମାଇପାରିବେ ।

ସେମିତି ଆମେ ଆଶା କରୁଛୁ କି ଏହି ନୁଆ ବର୍ଷରେ କେବଳ ଏହି ଚାରୋଟିରାଶିର ନୁହେଁ ବରଂ ସବୁ ରାଶିର ଲାଭ ହେବ , କିନ୍ତୁ ଏବେ ଗ୍ରହ ନକ୍ଷତ୍ର ଖାସ୍ କରି ଏହି ଚାରୋଟି ରାଶିର ସହ ଅଛନ୍ତି , ଏମିତିରେ ଆମେ ପ୍ରାର୍ଥନା କରୁଛୁ କି ଆଗକୁ ଯାଇକରି ବାକି ରାଶିର ବାଲାଙ୍କ ଧନ ପ୍ରାପ୍ତି ବହୁତ ଯୋଗ ହେଉ

Leave a Reply

Your email address will not be published. Required fields are marked *