March 3, 2024

Odia Express

News For Public

ଆପଣ କେତେ ବୁଦ୍ଧିମାନ ଅଛନ୍ତି ଏହା ଆପଣଙ୍କ ମାଙ୍କ ଦ୍ୱାରା ତୟ ହୋଇଥାଏ , ବାପାଙ୍କ ଦ୍ୱାରା ନୁହେଁ ଜାଣନ୍ତୁ କିପରି ?

1 min read

ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ ଅବଗତ କରାଇବୁ ଯାହା ବିଷୟରେ ଆପଣ ବହୁତ କମ୍ ଲୋକ ଜାଣିଥିବେ , ହଁ ଆଜ୍ଞା ଏହି ସୁଚନାକୁ ପଢିବାପରେ ଆପଣ ନିଜେ ବୁଝିପାରିବେ କି ଆପଣ କେତେ ଚାଲାକ୍ ଅଟନ୍ତି, ଏହି ଦୁନିଆଁରେ ସବୁ ମଣିଷ ନିଜକୁ ଚାଲାକ୍ ବୋଲି ଭାବିଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣ ବୁଦ୍ଧିମାନ କିମ୍ବା ନୁହେଁ ଏହି କଥା ଆପଣଙ୍କ ମାଙ୍କ ଅନୁବଂଶିକ ଗୁଣରୁ ତୟ ହୋଇଥାଏ,  ହଁ ଆଜ୍ଞା, ଏହାକୁ ମେଡିକାଲ୍ ସାଇନ୍ସରେ କ୍ରୋମୋଜୋମ୍ ବି କୁହାଯାଇଥାଏ , ସେମିତି ଆପଣଙ୍କୁ ଜଣେଇଦେବୁ କି ମହିଳାଙ୍କ ଦୁଇଟି ଏକ୍ସ-କ୍ରୋମୋଜୋମ୍ ମହଜୁଦ୍ ହୋଇଥାଏ,  ଯେବେ କି ପୁରୁଷଙ୍କ କେବଲ ଗୋଟିଏ ଏକ୍ସ-କ୍ରୋମୋଜୋମ୍ ମହଜୁଦ୍ ହୋଇଥାଏ । ଏମିତିରେ ଯଦି ଆମେରିକାର ୱାଶିଙ୍ଗଟନ୍ ୟୁନିଭରସିଟି ରେ କରାଯାଈଥିବା ରିସର୍ଚ୍ଚର କଥା ମାନିଲେ ଛୁଆଙ୍କ ମଧ୍ୟରେ ତାଙ୍କ ମା ଦ୍ୱାରା ବୁଦ୍ଧିମତାର ଗୁଣ ସୃଷ୍ଟି ହୁଏ

ହଁ ଆଜ୍ଞା , ତେବେ ଆପଣ ବହୁତଥର ଶୁଣିଥିବେ କି ଛୁଆଙ୍କ ମଧ୍ୟରେ ମାରୁ ଅଧିକା ତାଙ୍କ ବାପାଙ୍କ ଗୁଣ ବିଷୟରେ ଚର୍ଚ୍ଚା ହୋଇଥାଏ, କିନ୍ତୁ ଏହି ମାମଲା ଟିକିଏ ଓଲଟା ଅଟେ , ସେମିତି ଯଦି ଏହି ମାମଲାରେ ଆମେ ବିସ୍ତାରରେ ବୁଝାଇବୁ ତେବେ ସାଇନ୍ସ ଅନୁସାରେ ଶରୀରରେ ମହଜୁଦ୍ ଥିବା ଜିନସ୍ ରୁ ଗୋଟେ କଣ୍ତିସଡ୍ ଜିନସ୍ କେବଳ ତେବେ ସକ୍ରିୟ ହୋଇଥାଏ , କିମ୍ବା କେବଲ କାମ କରିଥାଏ , ଯେବେ ସେ ମାଙ୍କ ଦ୍ୱାରା ସନ୍ତାନର ଭିତରେ ଆସିଥାଏ , ମାନେ ଯଦି ସିଧା ଶବ୍ଦରେ କହିବା ତେବେ ଆପଣଙ୍କ ବୁଦ୍ଧିମତା ଏହି ଜିନସ୍ ଉପରେ ନିର୍ଭର କରିଥାଏ । ଏଥିପାଇଁ ଆପଣ କେତେ ଚାଲାକ୍ ଅଛନ୍ତି ,ଓ କେତେ ନୁହେଁ ଏହା ଆପଣଙ୍କ ବାପା ନୁହେଁ ବରଂ ଆପଣଙ୍କ ମାଙ୍କ ଉପରେ ନିର୍ଭର କରିଥାଏ

ଯଦି ଆପଣ ଦରକାରଉ ଅଧିକା ଚାଲାକ୍ ଅଛନ୍ତି ତେବେ ଏହାର ଶ୍ରେୟ ଆପଣ ନିଜ ବାପାଙ୍କୁ ନୁହେଁ ବରଂ ନିଜ ମାଙ୍କୁ ଦେବା ଉଚିତ୍ , ହଁ ଆଜ୍ଞା ଏହି ଗୁଣ ଆପଣଙ୍କ ମାଙ୍କ ଠାରୁ ହାସିଲ୍ ହୋଇଥାଏ , ଯଦି ଆମେ ବିଜ୍ଞାନର କଥା କହିବା ତେବେ ଲ୍ୟାବରେ ଜେନେଟିକାଲି ମୋଡିଫ୍ୟାଏଡ୍ ମୁଷା ଉପରେ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଏହା ଜଣାପଡିଲା କି ମାତୃ ଜିନ୍ ଆସିବାରୁ ନୁଆ ମୁଷାର ମୁଣ୍ତ ବଡ ହେବାର ସହ ଦିମାଗ ବାକି ମୁଷାଙ୍କ ମୁକାବଲାରେ ଅଧିକା ବଡ ହୋଇଥାଏ , ଏହା ଛଡା ନର ମୁଷା ରେ ଏହି ଜିନ୍ ଆସିବାରୁ ଦିମାଗର ଆକାର ଛୋଟ ଓ ଶରୀରରେ ଅନ୍ୟ ମୁଷାଙ୍କ ମୁକାବଲାରେ ବଡ ହେବାକୁ ଲାଗିଥାଏ ।

ଏମିତିରେ ଶୋଧକର୍ତ୍ତାରେ ସେହି କୋଷିକା ପରିଚୟ ଯେଉଁଥିରେ କେବଳ ମାତୃ କିମ୍ବା ପୈତୃକ ଜିନ୍ ସାମିଲ୍ ଅଛି, ଓ ସେ ଜିନ୍ସ୍ ମୁଷାର ଦିଆଗର ଛଅଟି ଅଲଗା ଅଲଗା ଭାଗରେ ମହଜୁଦ୍ ଅଛି, ଏହି ଜିନ୍ ରୁ ଖାଇବା ପିଇବା ଅଭ୍ୟାସ ଓ ଆପଣଙ୍କ ସ୍ମରଣଶକ୍ତି ନିୟନ୍ତ୍ରିତ ରହିଥାଏ,  ଏହି ରିସର୍ଚ୍ଚର ଅନୁସାରେ ବୈଜ୍ଞାନିକମାନେ ପାଇଲେ କି ମୁଷାଙ୍କ ସେରେବ୍ରେଲ୍ କାର୍ଟସ୍ ପୈତୃକ ଜିନ ମିଳିଲାନାହି, ଦିମାଗର ଏହି ଭାଗରେ ଆପଣଙ୍କ ତର୍କିକତା, ପ୍ଲାନିଙ୍ଗ୍ , ଓ ଭାଷାର ବୁଝାମଣା ନିୟନ୍ତ୍ରଣରେ ରହିଥାଏ , ଏହି ମାମଲାରେ ବୈଜ୍ଞାନିକ ରୁପରେ ବୁଝିବା ମୁସକିଲ୍ ଅଟେ, ଏଥିପାଇଁ ଆମେ ଆପଣଙ୍କୁ ସିଧା ପୁର୍ବରୁ କହିଦେଇଛୁ

ଆପଣଙ୍କ ବୁଦ୍ଧିମତା ଆପଣଙ୍କ ବଂଶନୁଗତ ଉପରେ ନିର୍ଭର କରିଥାଏ । ଯଦି ଆପଣ ଏହି ବିଷୟରେ ଅଧିକା କିଛି ଜାଣିବାକୁ ଚାହୁଁଛନ୍ତି ତେବେ ଏହାର ସୁଚନା ଆପଣଙ୍କୁ ସହଜରେ ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆରେ ମିଳିଯିବ,  କିନ୍ତୁ ଆମେ ତ କେବଳ ଏହା କହିବୁ କି ଛୁଆଙ୍କ ବୁଦ୍ଧିମତା ପାଇଁ ତାଙ୍କ ବାପା ନୁହେଁ ବରଂ ତାଙ୍କ ମା ଦାୟୀ ରୁହନ୍ତି

Leave a Reply

Your email address will not be published. Required fields are marked *