March 3, 2024

Odia Express

News For Public

ଆଜିର ସବୁଠୁ ନୂଆ ଓଡ଼ିଆ ମଜାଦାର୍ ଜୋକ୍ସ : ସେ କେଉଁ ଜିନିଷ ଅଟେ ଯାହା ସବୁବେଳେ ଆପଣଙ୍କର ରହିବ କିନ୍ତୁ ଆପଣଙ୍କ ସ୍ତ୍ରୀର ହୋଇପାରିବ ନାହିଁ – ଉତ୍ତର ଶୁଣିଲେ ହସି ହସି ବେଦମ ହେବେ ଆପଣ..

1 min read

ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ , ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ତିଙ୍ଗ୍ ରେ ଅଛି , ଆମେ ଆଶା କରୁଛୁ କି ଏହି ଜୋକ୍ସଗୁଡିକ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଦୁଇ ମହିଳା କଥାବାର୍ତ୍ତା ହେଉଥିଲେ ,ଆଜିକାଳି ମୋଟାପା ବହୁତ ବଢିଯାଇଛି । ଏଥିପାଇଁ ବାହାର ଖାଇବା ବନ୍ଦ, ପ୍ୟାକ୍ କରି ଘରକୁ ଆଣୁଛି, ତାପରେ ଯାଇ ଖାଉଛି ।

୨) ଶିକ୍ଷକ- ମଣିଷ ସିଏ ଅଟେ ଯିଏ ଅନ୍ୟଙ୍କୁ ସାହାଯ୍ୟ କରେ,  ଛାତ୍ର- କିନ୍ତୁ ପରିକ୍ଷା ସମୟରେ ନା ଆପଣ ନିଜେ ମଣିଷ ହେଉଛନ୍ତି , ଓ ନାହିଁ ଅନ୍ୟଙ୍କୁ ବନାଇବାକୁ ଦେଉଛନ୍ତି ।

୩) ବ୍ୟକ୍ତି ନିଜ ଘରେ କେବଳ ଦୁଇଟି କାରଣରୁ ଖୁସି ହୋଇଥାଏ , ପ୍ରଥମ ହେଲା- ଯେବେ ସ୍ତ୍ରୀ ନୁଆ ହୋଇଥିବ , କିମ୍ବା ସ୍ତ୍ରୀ ହିଁ ନଥିବ ।

୪) ମୋର ଗୋଟେ ସାଙ୍ଗ ମୋତେ ସବୁବେଳେ କହିଥାଏ କି ଭାଇ କିଛି ଅଲଗା କର, ମୁଁ ତାର ଗାର୍ଲଫ୍ରେଣ୍ତକୁ ତା ଠାରୁ ଅଲଗା କରିଦେଲି, ଏବେ ଶଳା ବନ୍ଧୁକ ନେଇକରି ମୋତେ ଖୋଜୁଛି ।

୫) ପ୍ରେମ କେବେ ବି ହୋଇପାରେ, କାରଣ ବୁଦ୍ଧି ଭ୍ରଷ୍ଟ ହେବାର କୌଣସି ବୟସ ହୋଇନଥାଏ ।

୬) ଏଇ ମୁଷା ଶଳା ଇଞ୍ଜିନିୟର ହୋଇଥାନ୍ତି , ଶଳାଙ୍କୁ ସବୁ ଜଣାଥାଏ , କେଉଁ ତାର୍ କାଟିଲେ ମେସିନ୍ ବନ୍ଦ ହୋଇଯିବ ।

୭) ଯଦି ଅଚାନକ କେଉଁ ବନ୍ଧୁ, ବହୁତ ବର୍ଷ ପରେ ଫୋନ୍ କରେ ଓ ଦେଖାକରିବାକୁ ଡାକେ , ତେବେବୁଝିନେବ କି ସେ ଏଲ୍ ଆଇସି ଏଜେଣ୍ଟ ହୋଇସାରିଛି ।

୮) ଥଣ୍ତା କଣ, କଣ ଅଟେ ଥଣ୍ତା ? ଆମର ଆତ୍ମବଳ ରୁ ଥଣ୍ତାର ବଳ ଅଧିକା ଅଟେ, ଏହା ଭାବିବା ହେଲା ଥଣ୍ତା, ଥଣ୍ତାରୁ ଭୟଭୀତ ହୋଇକରି ବିଛଣାରେ ଶୋଇବା ହେଲା ଥଣ୍ତା, ଯାହା ତଳେ ମୋର ଶରୀରକୁ ସୁସ୍ଥ କରାଯାଏ , ତାହାକୁ ଡରିକରି ହାତ ପାଦ ଧୋଇକରି , ବିନା ଗାଧୋଇ, ବାଥରୁମ୍ ରେ ପିଠି ଦେଖାଇକରି ଦୌଡିବା ହୋଇଥାଏ ଥଣ୍ତା, ସେହି ଥଣ୍ତାକୁ ମାରିବାକୁ ଯାଉଛି, ତାର ଛାତି ଚିରିକରି , ସାବୁନ୍ ରେ ଗାଧୋଇ ବାକୁ ଯାଉଛି ମୁଁ , ଜୟ ମହିସ୍ମାତୀ ।

୯) ଆଜି ମୋତେ ଏକ ଝିଅର ମେସେଜ୍ ଆସିଲା , ଝିଅ- କହିଲା ହାଏ ପୁଅ –ହଁ , ଝିଅ- କେମିତି ଅଛ? ପୁଅ- ଭଲ- ଝିଅ- ତୁମେ କେତେ ପଢିଛ ? ପୁଅ- ତୁମେ ଯେତେ ପଢିଛ, ଝିଅ- ମୋର ଯେତିକି ମାନେ ? ପୁଅ- ମୁଁ ବି ସେତିକି ଇଂରାଜୀ କହିପାରେ ସିଧା କିନ୍ତୁ ହିନ୍ଦୀ ଆରମ୍ଭ୍ କରିଦିଏ ।

୧୦) ଜଣେ ମଉସା ଏକ ଛୁଆକୁ ପଚାରିଲେ- ପାଠପଢା କେମିତି ଚାଲୁଛି ? ଛୁଆକହିଲା- ଅଙ୍କଲ୍ – ସମୁଦ୍ର ଯେତେ ସିଲାବସ୍, ନଦୀ ଯେତେ ପଢିପାରୁଛୁ, ବାଲଟି ଭରି ମନେ ରଖୁ, ଗିଲାସ ଭରା ଲେଖିପାରୁଛୁ, ଚୁଲ୍ଲୁ ଭରା ନମ୍ବର ଆଣୁ, ଓ ସେଥିରେ ବୁଡିକରି ମରିଯାଉ ।

୧୧) ପପୁ- ତୁମେ ଚାହା ପିଇବାପାଇଁ କଣ କରିପାରିବ ? ଗପୁ- ଥରେ ମୁଁ ଝିଅ ଦେଖିବାକୁ ଚାଲିଗଲୁ, ରୋଗୀ-ଡାକ୍ତର – ମୁଁ ଖାଇବା ନ ଖାଇବି ତ ମୋତେ ଭୋକ ଲାଗୁଛି, ଅଧିକା କାମ କରୁଛି ତ ଥକି ଯାଉଛି, ଅଧିକା ଅନିନ୍ଦ୍ରା ରହିଲେ ନିଦ ଆସୁଛି , ମୁଁ କଣ କରିବି ? ଡାକ୍ତର- ରାତି ସାରା ଖରାରେ ବସିରୁହ, ଠିକ୍ ହୋଇଯିବ ।

୧୨) ଅପରାଧୀ- ଜର୍ଜ ସାହେବ ମୁଁ ମଦ ପିଇନଥିଲି, ବରଂ ପିଆଯାଇଥିଲି, ଜର୍ଜ- ତେବେ ଏମିତି କରିବା ଯୋଗୁଁ ତୁମକୁ ୧ ମାସରୁ କମାଇକରି ୩୦ ଦିନ କରିଦେଉଛୁ,

୧୩) ଜଣେ ନର୍ସ ବାହାରକୁ ଆସିଲେ କହିଲେ ମା ଛୁଆ ଦୁହେଁ ଠିକ୍ ଅଛନ୍ତି , ଓ ନର୍ସ ଛୁଆକୁ ଛୁଆର ବାପାକୁ ଦେଲା , ଛୁଆର ବାପା ନିଜ ଭଉଣୀକୁ ଦେଲା, ଭଉଣୀ ନିଜ ସ୍ୱାମୀ କୁ ଦେଲା,  ସେ ତାର ଆଇକୁ ଦେଲା, ଆଇ ଅଜାକୁ ଦେଲା,  ଅଜା ଛୁଆର ଜେଜେବାପାକୁ ଦେଲା,  ଜେଜେବାପା ଜେଜେମାକୁ ଦେଲା, ଓ ଜେଜେମା ଦାଦାକୁ ଦେଲା, ଛୁଆ ଡରିକରି ପଚାରିଲା- ଦାଦାଜି, ଆପଣ ସମସ୍ତେ କଣ କରୁଛ ? ଦାଦାଜି କହିଲେ – ପୁଅ ଏହି ସବୁ ହ୍ୱାର୍ଟ୍ସଆପ୍ ରୋଗରେ ଗ୍ରସ୍ତିତ ଅଛନ୍ତି , ତୁ ମାର୍କେଟ୍ ରେ ନୁଆ ଆସିଛୁ, ଏଥିପାଈଁ ତୋତେ ଫରୱାର୍ଡ କରୁଛନ୍ତି ।

୧୪) ସେ କେଉଁ ଜିନିଷ ଅଟେ ଯାହା ସବୁବେଲେ ଆପଣଙ୍କ ସହ ରହିବ କିନ୍ତୁ ଆପଣଙ୍କ ସ୍ତ୍ରୀ ନେଇପାରିବ ନାହିଁ ?

ଉତ୍ତର- ଭୁଲ୍

୧୫) ଏକ ଅଟୋବାଲାର ବାହାଘର ହେଉଥିଲା, ଯେବେ ତାର ସ୍ତ୍ରୀ ସାତ ଫେରା ନେଉଥିଲା ସେ ତାର ପାଖରେ ବସିଲା ତେବେ ସେ ଅଟୋବାଲା କହିଲା, ଟିକିଏ ପାଖକୁ ଆସି ବସ, ଏବେ ଆଉ ଜଣେ ବସିପାରିବେ , ତାପରେ କଣ ହେବ , ମଣ୍ତପରେ ଚପଲ ମାଡ

Leave a Reply

Your email address will not be published. Required fields are marked *