March 3, 2024

Odia Express

News For Public

ଜାଣନ୍ତୁ କଣ ପାଇଁ ଘର ଓ ଅଫିସ୍ ରେ ଲଗାଇବା ଦରକାର ଦୌଡୁଥିବା ଘୋଡାର ଫଟୋ – ଜାଣନ୍ତୁ ଏହାର କାରଣ..

ଏଥିରେ କୌଣସି ସନ୍ଦେହ ନାହିଁ କି ଜଣେ ମଣିଷର ଏତେ ଇଚ୍ଛା ଥାଏ ସେ ଶେଷ ହୋଇନଥାଏ,  ନିଜ ଇଚ୍ଛାକୁ ପୁରା କରିବାପାଇଁ ମଣିଷ ବହୁତ ସାରା ପଇସାର ଆବଶ୍ୟକତା କରିଥାଏ,  ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଏହି ଦୁନିଆଁରେ ସବୁ ମଣିଷ ଧନବାନ ହେବାକୁ ଇଚ୍ଛା କରିଥାଏ , କିନ୍ତୁ ପଇସା କମାଇବା ଚକ୍କରରେ ମଣିଷ ଭୁଲିଯାଇଥାଏ କି ସେ ଧନବାନ କେବଳ ତେବେ ହୋଇପାରିବ,  ଯେବେ ତାର ନିଜର ସ୍ୱାସ୍ଥ୍ୟ ଠିକ୍ ରହିଥିବ , ଓ ତାହାସହ ତାଙ୍କ ଶରୀରରେ ପଇସା କମାଇବାର ଭରପୁର୍ ଶକ୍ତି ହୋଇଥିବ,  ସେମିତି ଏଥିରେ କିଛି ରାୟ ନାହିଁ ଯେଉଁ ମଣିଷ କଡାପରିଶ୍ରମ  ଓ କାମ କରିବାର ଦୃଢ ଇଚ୍ଛା ଶକ୍ତି ଥିବ ତାକୁ ସଫଳ ହେବାରେ କେହି ଅଟକାଇପାରିବେ ନାହିଁ , ଏହା ଛଡା ବହୁତଥର ଯଦି ବାସ୍ତୁଶାସ୍ତ୍ରର ହିସାବରେ କାର୍ଯ୍ୟ କରାଯାଏ , ତେବେ ଆପଣଙ୍କ ବୃଦ୍ଧି ମିଳିପାରେ । ହଁ ଆଜ୍ଞା, କାରଣ ବହୁତଥର କଡା ପରିଶ୍ରମ କରିବା ସହ ମଣିଷର ଭଲ ଭାଗ୍ୟ ବି ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଦୌଡୁଥିବା ଘୋଡାର ଏମିତି ଏକ ଉପାୟ କହିବୁ ଯାହାକୁ କରିଲେ ଆପଣଙ୍କ ସଫଳତା ହାସିଲ୍ ହେବ

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ବାସ୍ତୁ ଶାସ୍ତ୍ରର ଅନୁସାରେ ଯଦି ଆପଣ ନିଜ ଘର କିମ୍ବା ଅଫିସ୍ ରେ ଦୌଡୁଥିବା ଘୋଡାର ଫଟୋ ଲଗାନ୍ତି , ତେବେ ଏଥିରେ ଆପଣଙ୍କ କାର୍ଯ୍ୟରେ ଅଧିକା ଗତି ମିଳିଥାଏ , ଦୌଡୁଥିବା ଘୋଡାକୁ ସଫଳତା, ତେଜି, ଉନ୍ନତି, ଓ ଶକ୍ତିର ପ୍ରତୀକ ବୋଲି ମାନାଯାଏ , ଏବେ ସେମିତି ଆପଣ ମାନନ୍ତୁ କିମ୍ବା ନ ମାନନ୍ତୁ ଏହା ଏକଦମ୍ ସତ ଅଟେ, ଏହା ସହ ଯଦି ସାତଟି ଘୋଡା ଦୌଡୁଥିବାର ଫଟୋ ଲଗାଇଦିଆଯାଏ ତେବେ ନିଶ୍ଚିତ ବ୍ୟବସାୟରେ ପ୍ରଗତି ମାନେ ଉନ୍ନତିର ସୁଚକ ମାନାଯାଇଥାଏ ।

ଶାସ୍ତ୍ରର ଅନୁସାରେ ସାତ ଅଙ୍କ ସାର୍ବଭୌମିକ ଓ ପ୍ରାକୃତିକ ହୋଇଥାଏ , ଏହା ଛଡା ଆମେ ଧ୍ୟାନ ଦେବା କଥା ଏହା କି ଇନ୍ଦ୍ରଧନୁରେ ସାତଟି ରଙ୍ଗହୋଇଥାଏ,  ଏହା ସହ ସପ୍ତ ରୁଷି, ବିବାହର ସାତଟି ଫେରା ଓ ସାତ ଜନ୍ମ ସବୁ ସାତ ଅଙ୍କ ମହଜୁଦ୍ ହୋଇଥାଏ , ଏହି କାରଣରୁ ଶାସ୍ତ୍ରର ଅନୁସାରେ ସାତ ଅଙ୍କଙ୍କୁ ଉଚିତ୍ ମାନାଯାଏ , ଓ ସାତଟି ଘୋଡାର ଫଟୋ ଲଗାଇବା ଶୁଭ ହୋଇଥାଏ,  ଯଦି ଆପଣ ଅଫିସ୍ ରେ ପ୍ରଗତି ହାସିଲ୍ କରିବାକୁ ଚାହ୍ଁଛନ୍ତି , ତେବେ ନିଜ କେବିନ୍ ରେ ସାତଟି ଦୌଡୁଥିବା ଘୋଡାର ଫଟୋ ନିଶ୍ଚିତ ଲଗାଇଦିଅନ୍ତୁ , ଏହା ସହ ଏହି ଫଟୋରେ କେବିନ୍ ରେ ଲଗାଇବା ସମୟରେ ଏହି କଥାର ଧ୍ୟାନ ରଖିବେ କି ଘୋଡାର ମୁହଁ କେବିନ୍ ଭିତର ପଟକୁ ହେବା ଦରକାର, ଏହା ଛଡା ଫଟୋକୁ ଦକ୍ଷିଣ ଦିଗର ଆଡକୁ ଲଗାଇବା ଉଚିତ୍ ।

ଜଣାଇଦେବୁ କି ସାତଟି ଘୋଡା ଦୌଡୁଥିବାର ଫଟୋ ଘରେ ଲଗାଇଲେ ଘରେ ଧନ ସଂବନ୍ଧି ସବୁ ସମସ୍ୟା ଶେଷ ହୋଇଯାଏ , ହଁ ଆଜ୍ଞା, ଏହା ସ୍ଥାୟୀ ରୁପରେ ଘରର ଲକ୍ଷ୍ମୀଜୀଙ୍କ ବାସ ହୋଇଥାଏ, କହିଦେବୁ କି ଘରର ମୁଖ୍ୟ ହଲରେ ଦକ୍ଷିଣ କବାଟରେ ଘରର ଭିତର ଆସୁଥିବା ମୁହଁ ବାଲା ଘୋଡାର ଫଟୋ ଲଗାଇବା ଉଚିତ୍ , ଘୋଡାର ଫଟୋ କିଣିବା ସମୟରେ ଏହି କଥାକୁ ଧ୍ୟାନ ରଖିବେ କି ଘୋଡାର ମୁହଁ ପ୍ରସନ୍ନଚିତ୍ତ ହେବା ଦରକାର, ଓ ଏହା କ୍ରୋଧିତ ରୁପ ହୋଇନଥିବ , ସେମିତି ଆପଣଙ୍କୁ ଜଣେଇଦେବୁ କି ଧଳା ଘୋଡା ସକରାତ୍ମକ ଉର୍ଜାର ପ୍ରତିକ ବୋଲି ଜଣାଯାଏ ।

ହଁ ଆଜ୍ଞା, ଏଥିରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ , ଏହା ଛଡା ଯାଦି ଆପଣ କରଜରୁ ଚିନ୍ତିତ ଅଛନ୍ତି , ତେବେ ଘର କିମ୍ବା ଅଫିସ୍ ର ଉତ୍ତର ପଶ୍ଚିମ ଦିଗରେ ଆର୍ଟିଫିସିଆଲ୍ ଘୋଡାର୍ ଯୋଡା ରଖନ୍ତୁ , ଏହି ଘୋଡା ଆପଣ କେଉଁ ଗିଫ୍ଟ ସପ୍ ରେ ମିଳିଯିବ , ଓ ଏହାକୁ ଅନଲାଇନ୍ ଅର୍ଡର୍ କରି ମଗାଇପାରିବେ, ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ଘରେ କୌଣସି ଭଙ୍ଗାରୁଜା ଫଟୋ ନଥିବ , ଏହା ଛଡା ଯେଉଁ ଫଟୋରେ ଘୋଡା ଅଲଗା ଅଲଗା ଦିଗରେ ଦୌଡୁଥିବାର ନଜର ଆସିବ , ସେ ଫଟୋକୁ କେବେ ଲଗାଇବା ଉଚିତ୍ ନୁହେଁ । ଆମେ ଆଶା କରୁଛୁକି ଏହି ଦୌଡୁଥିବା ଘୋଡା ଫଟୋ ଲଗାଇଲେ ଆପଣନକ୍ ଭାଗ୍ୟ ବି ଦୌଡିବାକୁ ଲାଗିବ

Leave a Reply

Your email address will not be published. Required fields are marked *