March 3, 2024

Odia Express

News For Public

ଏହି ପାଞ୍ଚଟି ରାଶିର ଲୋକ ନବାବଙ୍କ ପରି ଖର୍ଚ୍ଚ କରନ୍ତି ପଇସା – ଆପଣଙ୍କ ରାଶି ନାହିଁ ତ ଏଥିରୁ ଗୋଟେ

1 min read

ଏହି ଦୁନିଆଁରେ ବହୁତ ସାରା ଲୋକ ଏମିତି ଅଛନ୍ତି , ଯାହାଙ୍କ ପାଖରେ ପଇସା ତ ହୋଇଥାଏ,  କିନ୍ତୁ ସେ ପଇସା ଖର୍ଚ୍ଚ କରିବାରେ କଞ୍ଜୁସି ଦେଖାଇଥାନ୍ତି, ଓ ଏଥିରେ ଲୋକଙ୍କ ଠାରୁ ପଇସା ବାହାର କରିବା ବାଘ ମୁହଁରେ ଯିବା ସହ ସମାନ ହୋଇଥାଏ , କିଛି ଲୋକ ଏମିତି ହୋଇଥାନ୍ତି , ଯାହାଙ୍କ ପାଖରେ ପଇସା ନହେବା କାରଣରୁ ସେ ଅନ୍ୟଙ୍କ ପଇସା ଖର୍ଚ୍ଚ କରିବାରେ ପ୍ରସ୍ତୁତ ରୁହନ୍ତି , ହଁ ଆଜ୍ଞା ଆପଣ ଭାବୁଥିବେ କି ଆଜି ଆମେ କଞ୍ଜୁସ୍ ଓ ଦରିଆଦିଲି ଲୋକଙ୍କ ବିଷୟରେ କଥା କଣ ପାଇଁ କରୁଛୁ । ତେବେ ଆମେ ଆପଣଙ୍କୁ କହିଦେବୁ କି ଆଜି ଆମେ ଆପଣଙ୍କୁ ଏମିତି ପାଞ୍ଚଟି ରାଶି ବିଷୟରେ କହିବାକୁ ଯାଊଛୁ, ଯାହା ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଅଧିକା ଖର୍ଚ୍ଚାଳୁ ହୋଇଥାନ୍ତି , ସେ କେଉଁ ଫଙ୍କସନ୍ ହେଉ କିମ୍ବା କେଉଁ ବି ଉତ୍ସବ, ଏହି ଲୋକ ପଇସା ଖର୍ଚ୍ଚ କରିବାରେ କେବେ ପଛ ଘୁଞ୍ଚା କରନ୍ତି ନାହିଁ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଲୋକ ସେହି ସମୟରେ ପଇସା ଖର୍ଚ୍ଚ କରନ୍ତି , ଯେବେ ଏମାନଙ୍କ ପାଖରେ ବିଲକୁଲ୍ ପଇସା ହୋଇନଥାଏ, ଓ ସେମାନେ କରଜରେ ବୁଡି ରୁହନ୍ତି , କହିଦେବୁ କି ଏହି ଲୋକଙ୍କ ଅଭ୍ୟାସରୁ ବାଧ୍ୟ ହୋଇଥାନ୍ତି , ଓ ବୋଧେ ତାଙ୍କୁ ଏମିତି ଦେଖାଇହେବାର ବହୁତ ସଉକ ହୋଇଥାଏ , ଏମିତିରେ ଆର୍ଥିକ ସ୍ଥିତି ସେମିତି ଭଲ ହୋଇନଥାଉ, କିନ୍ତୁ ତାଙ୍କୁ ମହଙ୍ଗା ଜିନିଷ ପିନ୍ଧିବା ଓ କିଣିବା ପସନ୍ଦ ହୋଇଥାଏ , ତେବେ ଚାଲନ୍ତୁ ଏବେ ଆପଣଙ୍କୁ କହିଦେବୁ କି ସେ କେଉଁ ପାଞ୍ଚଟି ରାଶି ଅଛନ୍ତି ଯିଏକି ଦରକାରରୁ ଅଧିକା ଖର୍ଚ୍ଚାଳୁ ହୋଇଥାନ୍ତି ।

୧) ମେଷ ରାଶି- ଏହି ରାଶିର ଲୋକ ନିଜ ଲାଇଫ୍ ଷ୍ଟାଇଲ୍ ରୁ ଦରକାରରୁ ଅଧିକା ପଇସା ଖର୍ଚ୍ଚ କରିଦିଅନ୍ତି , ଏହି ଲୋକ କପଡା , ଏଣ୍ଟରଟେନମେଣ୍ଟ, ଓ ମଦ ପିଇବାରେ ପଇସା ପାଣିପରି ବୁହାଇଦିଅନ୍ତି , ଏହା ଛଡା ଏମାନଙ୍କୁ ନାନାଦି ପାର୍ଟିରେ ଯିବା ବହୁତ ପସନ୍ଦ ହୋଇଥାଏ , ଏହା ସହ ପିନ୍ଧିଥିବା କପଡା ଦ୍ୱିତୀୟଥର୍ ପିନ୍ଧିବା ପସନ୍ଦ ହୋଇନଥାଏ,  ଯଦି ଆମେ ସିଧା ଶବ୍ଦରେ କହିବା ତେବେ ଲକ୍ଜୁରିଲାଇଫ୍ ବଞ୍ଚିବା ବହୁତ ପସନ୍ଦ ହୋଇଥାଏ , ଏହି କଥା ଅଲଗା କି ଏହି ଲୋକଙ୍କ ପାଇଁ ନିଜ ବ୍ୟାଙ୍କ୍ ଏକାଉଣ୍ଟ ବି ମେଣ୍ଟେନ୍ ରଖିଥାନ୍ତି ।

୨) ମିଥୁନ- ଏହାପରେ ମିଥୁନରାଶିର କଥା କହିଲେ ଏହି ଲୋକଙ୍କ ପାଖରେ ପଇସା ଥାଉ କିମ୍ବା ନଥାଉ, ଏମାନେ ଫ୍ୟାସନ୍ ଉପରେ ଅଧିକା ପଇସା ଖର୍ଚ୍ଚ କରିଦିଅନ୍ତି , ଏହା ଛଡା ନୁଆ ଷ୍ଟାଇଲ୍ ର କପଡା,ମୋବାଇଲ୍, ଆଦି ସବୁ ଜିନିଷରେ ଅଧିକା ପଇସା ଖର୍ଚ୍ଚ କରିଥାନ୍ତି , ଏହି ଲୋକ ଅନ୍ୟଙ୍କୁ ଜିନିଷ ବ୍ୟବହାର୍ କରିବାକୁ ତ ଦିଅନ୍ତି , କିନ୍ତୁ କାହାକୁ ମାଗଣାରେ କିଛି କରନ୍ତି ନାହିଁ , ହଁ ଆଜ୍ଞା କହିଦେବୁ କି ଯଦି ଏମାନେ ଆପଣଙ୍କୁ ମହଙ୍ଗା ଜିନିଷ ଦେଇଦିଅନ୍ତି , ତେବେ କେଉଁ ପରି ଭାବେ ହେଉ ପଇସା ବସୁଲ୍ କରିଦିଅନ୍ତି ।

୩) ସିଂହ ରାଶି – ଏହାପରେ ସିଂହ ରାଶି ବିଷୟରେ କହିଲେ ,ଏହି ରାଶିର ଲୋକେ ବାକି ରାଶିର ଲୋକଙ୍କ ଠାରୁ ଅଲଗା ହୋଇଥାନ୍ତି , ଓ ନିଜକୁ ଭଲ ଦେଖାଇବାପାଇଁ ଖର୍ଚ୍ଚ୍ କରିଥାନ୍ତି , କେବଳ ଏତିକି ନୁହେଁ ଏହା ଛଡା ଏହି ଲୋକ ଖର୍ଚ୍ଚରେ ଅଧିକା ଫାଈଦା ଖୋଜିଥାନ୍ତି , ଯଦି ସିଧା ଶବ୍ଦରେ କହିବା ତେବେ ଏମାନେ ସବୁ ଜିନିଷ ଉପରେ ବରାବର ଖର୍ଚ୍ଚ କରିଥାନ୍ତି । କେଉଁ ଜିନିଷ ଉପରେ ପଇସା ଖର୍ଚ୍ଚ କରିବାପୁର୍ବରୁ ଏହି ଲୋକ ନିଶ୍ଚିତ ଏହି କଥାକୁ ମାନିନିଅନ୍ତି, କେଉଁ ଜିନିଷରେ ଡିଲ୍ କଲେ ଫାଇଦା ହେବ,  ଏମିତିରେ ଏମାନଙ୍କୁ ସେଲ୍ ରେ ଜିନିଷ୍ କିଣିବା ବହୁତ ପସନ୍ଦ ହୋଇଥାଏ , ଏହା ଛଡା ଏହି ଲୋକଙ୍କୁ ମୋବାଇଲ୍ ରେ ଆପଣଙ୍କୁ ସବୁ ସପିଙ୍ଗ୍ ଆପ୍ ମିଳିବ , ଯଦି ଆମେ କହିବୁ ଏହି ଲୋକ କମ୍ ପଇସାରେ ଅଧିକା ଫାଈଦା ଖୋଜିଥାନ୍ତି , ଓ ଅଧିକା ପଇସା ଖର୍ଚ୍ଚ କରି ଲାଇଫଷ୍ଟାଇଲ୍ ଭଲ କରିବା ପାଇଁ ଭାବିଥାନ୍ତି,

୪) ଧନୁ- କହିଦେବୁ କି ଧନୁ ରାଶିର ଲୋକେ ଖର୍ଚ୍ଚିଳା ହୋଇଥାନ୍ତି । କିନ୍ତୁ ଏମାନଙ୍କ ଖର୍ଚ୍ଚ କରିବାର ତରିକା ଅଲଗା ହୋଇଥାଏ , ହଁ ଆଜ୍ଞା ବାସ୍ତବରେ ଏହି ଲୋକଙ୍କର ଖର୍ଚ୍ଚ କରିବା ତରିକା ଅଲଗା ହୋଇଥାଏ । ହଁ ଆଜ୍ଞା ନିଜ ଖୁସି ଓ ଅଭ୍ୟାସ ସଂବନ୍ଧିତ ଜିନିଷ ଉପରେ ଅଧିକା ପଇସା ଖର୍ଚ୍ଚ କରିଥାନ୍ତି , କହିଦେବୁ କି ଏହି ଲୋକଙ୍କୁ ବୁଲିବା ଓ ନୁଆ ନୁଆ ଜିନିଷ ବନାଇବା ବହୁତ ପସନ୍ଦ ହୋଇଥାଏ,  ଏହି କାରଣରୁ ଏମାନଙ୍କ ଆୟର ଅଧିକା ଭାଗ ଟ୍ରିପ୍ ଓ କୁକିଙ୍ଗ୍ ଉପରେ ଖର୍ଚ୍ଚ ହୋଇଥାଏ ।

୫) ମୀନ ରାଶି- ଏବେ ଶେଷରେ ମୀନ ରାଶି କଥା କହିଲେ ଏହି ରାଶିର ଲୋକେ ବହୁତ ଭାବୁକ ହୋଇଥାନ୍ତି , ଓ ଏଥିପାଇଁ ଏମାନଙ୍କ ପାଇଁ ସଂମ୍ପର୍କ ବହୁତ ମାଇନା ରଖେ ଏହି କାରଣରୁ ଏହି ଲୋକ ନିଜ ଠାରୁ ଅଧିକା ସଂମ୍ପର୍କରେ ପଇସା ଖର୍ଚ୍ଚ କରନ୍ତି , ହଁ ଆଜ୍ଞା ମାନିନିଅନ୍ତୁ ଯଦି ଆପଣଙ୍କ ପରିବାର ଲୋକେ ଏମାନଙ୍କୁ କିଛି ଜିନିଷ ଉପହାର ଦେଇଦେଲେ , ତେବେ ତାଙ୍କୁ ସରପ୍ରାଇଜ୍ ଦେବାପାଇଁ ସପ୍ତାହକାଲ ବୁଲିଇଥାନି, ଓ ସରପ୍ରାଇଜ୍ ପ୍ଲାନ୍ କରିବାରେ ପୁରା ମନ ନିବେଶକରିଦିଅନ୍ତି , ଥରେ ଗୋଟିଏ ଜିନିଷ ପାଇଁ ପଇସା ଖର୍ଚ୍ଚ କରନ୍ତି ନାହିଁ , ବରଂ ଅଲଗା ଅଲଗା ଜିନିଷ ଉପରେ ଅଧିକା ପଇସା ଖର୍ଚ୍ଚ କରନ୍ତି , ଏଇ କାରଣରୁ ଏମାନଙ୍କ ନାଁ ଖର୍ଚ୍ଚିଳା ଲିଷ୍ଟରେ ସାମିଲ୍ ଅଛି ,ଏହା ଛଡା ଏହି ଲୋକ ଖାଇବା ପିଇବା ଜିନିଷରେ ଅଧିକା ପଇସା ଖର୍ଚ୍ଚ କରିଥାନ୍ତି ।

Leave a Reply

Your email address will not be published. Required fields are marked *