March 3, 2024

Odia Express

News For Public

ଓଡ଼ିଆ ସବୁଠୁ ନୂଆ ମଜାଦାର୍ ଜୋକ୍ସ : ଝିଅ- ରାଜଧାନୀ ଏକ୍ସପ୍ରେସ୍ କେବେ ଆସିବ , ଟିଟି- ପାଞ୍ଚଟା ବେଳେ, ଝିଅ- ଲୋକଲ୍ ଟିଟି- ନଅଟାରେ ,ତମେ କୁଆଡେ ଯିବା – ତାପରେ ଝିଅ ଯାହା କହିଲା ଶୁଣିକି ଟିଟି ବେହୋସ..

1 min read

ଆଜିକାଲି କର୍ମବ୍ୟସ୍ତ ଜୀବନ ମଧ୍ୟରେ ସବୁ ମଣିଷ ଚିନ୍ତାରେ ରହିଥାଏ,  ଚିନ୍ତାରେ ରହିଲେ ମଣିଷକୁ ନାନାଦି ରୋଗ ଘେରେଇ ନେଇଥାଏ , ଡାକ୍ତରଙ୍କ କଥାରୁ ଜଣାଯାଏ କି ବ୍ୟକ୍ତି ତେବେ ଖୁସି ରହିପାରିବେ ଯେବେ ସେ ଭିତରୁ ଖୁସି ରହିଥିବ,  ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ , ଯାହା ଆଜିକାଲି ବହୁତ ଟ୍ରେଣ୍ତିଙ୍ଗ୍ ରେ ଚାଳିଛି , ଆସନ୍ତୁ ଜାଣିବା ସେହି ମଜାଦାର୍ ଚୁଟକୁଲାଗୁଡିକ ଉପରେ ନଜର ।

୧) ପପୁ ବହୁତ ଚିନ୍ତିତ ହୋଇ ବସିଥିଲା । ଗପୁ- କଣ ହେଲା ? ପପୁ –ସାଙ୍ଗ୍ କିଛି ପଚାରେନି, ବହୁତ ବର୍ଷ ପୁର୍ବରୁ ଜଣେ ବାବା କହିଥିଲେ କି ପୁଅ ଉପରବାଲା ତୋତେ ଏତେ ଦେବ କି ସଂମ୍ଭାଳିପାରିବୁ ନାହିଁ , ମୋତେ ଆଜି ଜଣାପଡିଲା କି ହ୍ୱାଟ୍ସଆପ୍ ମେସେଜ୍ ର କଥା କହୁଥିଲା ।

୨) ଶିକ୍ଷକ- ତୁ ସ୍କୁଲ୍ ଡେରିରେ କଣପାଈଁ ଆସିଲୁ ? ଛୁଆ- ମା ବାପା ଲଢେଇ କରୁଥିଲେ,  ଶିକ୍ଷକ- ସେ ଲଢୁଥିଲେ ତୁ କଣ ପାଇଁ ଡେରିରେ ଆସିଲୁ? ଛୁଆ- ମୋର ଗୋଟେ ଜୋତା ମାଙ୍କ ପାଖରେ ଓ ଦ୍ୱିତୀୟ ଜୋତା ବାପାଙ୍କ ପାଖରେ ଥିଲା ।

୩) ଜେଜେମା ଗୀତା ପଢିବା ଦେଖି ନାତି ନିଜ ମାକୁ ପଚାରିଲ, ମା ଜେଜେମା କେଉଁ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ?ମା କହିଲେ- ପୁଅ ଫାଇନାଲ୍ ଇୟର୍ ର ପ୍ରସ୍ତୁତି ଚାଲିଛି ।

୪) ଛୋଟ ଛୁଆ ପପୁ ନିଜ ବାପାଙ୍କୁ ପଚାରିଲା ବାପା- ଏହି ସ୍ତ୍ରୀ କଣ ହୋଇଥାଏ ? ବାପା- ପୁଅ ସ୍ତ୍ରୀ ସେହି ଶକ୍ତିର ନାଁ ଅଟେ ଯାହା ବୁଲି ଅନେଇଲେ ଭେଣ୍ତି ଓ ପନୀରର ସ୍ୱାଦ ଆସିବାକୁ ଲାଗେ ।

୫)ଏବେ ଲୋକଙ୍କୁ କିଏ ବୁଝାଇବ କି ପୁରୁଣା ଚ୍ୟାଟ୍ ରଖିଲେ କିଛି ଫାଈଦା ନାହିଁ , କାରଣ ନିଜେ ପଢିବେ ତ ହୃଦୟ ଭାଙ୍ଗିଯିବ , ଓ ଘର ଲୋକ ପଢିଲେ ହାଡ ଭାଙ୍ଗିବ ।

୬) ବାପା ପୁଅକୁ ପୁଅରେ ଜୀବନ କେଉଁଠୁ ବାହାରେ ? ପୁଅ- ଝରକାରୁ , ବାପା – ସେ କେମିତି ? ପୁଅ- କାଲି ଦିଦି ଏକ ପୁଅକୁ କହୁଥିଲା , ଜାନ୍- ଝରକାପଟେ ବାହାରିଯାଅ,

୭) ଏହି ଜନ୍ମ ତ ବରବାଦ୍ ହୋଇଗଲା ନା ବାବା ହୋଇପାରିଲେ , ନା ହିଁ ବୟଫ୍ରେଣ୍ତ ହୋଇକରି , ଓ ଉପରବାଲା ବି ଆଇବ୍ରୋ ଖରାପ ଦେଇଛନ୍ତି , କେବେ ମଟକୁ ନାହିଁ ।

୮) ସ୍ତ୍ରୀର ଦେହ କିଛି ଖରାପ ରହୁଥିଲା ତ ସେ ପେଣ୍ଟରକୁ ନିଜର ଏକ ଫଟୋ ବନାଇଲେ , ତାପରେ କିଛି ଭାବିକରି ପେଣ୍ଟରକୁ କହିଲେ, ଗଳାରେ ନଅଲକ୍ଷ ହାର ବନାଇଦିଅ, ପେଣ୍ଟିଙ୍ଗ୍ ହେବାପରେ ପେଣ୍ଟର୍ ପଚାରିଲା – ଆପଣ ଏମିତି କଣା ପାଇଁ କଲେ ? ସ୍ତ୍ରୀ କହିଲା- କେବେ ମୁଁ ମରିଗଲେ ମୋର ସ୍ୱାମୀ ଦ୍ୱିତୀୟ ବାହାଘର କରାଇଦେବେ , ନୁଆ ବାଲି ଆସିଲେ ସେ ହାର ଖୋଜିବ , ଓ ମିଳିବ ନାହିଁ ତ ଝଗଡା ହେବ । ତେବେ ମୋର ଆତ୍ମାକୁ ଶାନ୍ତି ମିଳିବ , ଏହାକୁ କହନ୍ତି ଜୀବନର ସାଥିରେ ଓ ଜୀବନ ପରେ ବି ।

୯) ପପୁ ବଣ୍ଟୀକୁ- ତୁମକୁ କେବେ ପ୍ରେମ ହୋଇଛି ? ବଣ୍ଟି- ହଁ ହୋଇଛି ରେ ସାଙ୍ଗ- କିନ୍ତୁ ସେ ରାଜି ହେଇନି, ପପୁ-କଣ କହୁଛି , ଝଣ୍ତୁ- କହେ କି ଆଇ ଲଭ୍ ୟୁ ଟୁ, ଜଣାନାହିଁ ଦ୍ୱିତୀୟ କିଏ ?

୧୦) ଡାକ୍ତର ପପୁକୁ ଭାଇ ତୁମକୁ ତ୍ ବହୁତ ଦୁର୍ବଳତା ହୋଇଛି, ଫଳ ଖାଅ ଚୋପା ସହ, ପପୁ- ଠିକ୍ ଅଛି ଡାକ୍ତର୍ ସାର୍, ଏକ ଘଣ୍ଟାପ୍ ଅର୍ ପପୁ କାନ୍ଦି କାନ୍ଦି ଫେରିଆସିଲା, ଡାକ୍ତର –କଣ ହେଲା କାହିଁକି କାନ୍ଧୁଛ , ପପୁ-ପେଟରେ କଷ୍ଟ ହେଉଛି, ଡାକ୍ତର- କଣ ଖାଇଥିଲ ? ପପୁ- ଯେଉଁ ନଡିଆ ଖାଇଥିଲି ତାହା ଚୋପା ସହ ଖାଇଛି ।

୧୧) ଆପଣ କେବେ ଭାବିଛନ୍ତି କି ଏକ ଫ୍ରେଣ୍ତଓ ଏକ ଗାର୍ଲଫ୍ରେଣ୍ତର ମଧ୍ୟରେ କଣ ଫରକ୍ , ଫ୍ରେଣ୍ତ ସିଏ ହୋଇଥାଏ ଯାହାଠାରୁ ଆମେ ଉଧାର ନେଇଥାଉ, ଓ ଗାର୍ଲଫ୍ରେଣ୍ତ ସିଏ ହୋଇଥାଆଏ , ଯାହାପାଇଁ ଆମେ ଉଧାରନେଇଥାଉ ।

୧୨) ଜଣେ ବ୍ୟକ୍ତି ଏକ ସୁନ୍ଦର ମହିଳାକୁ ଦେଖିଲା, ସେ ବ୍ୟକ୍ତି ସେ ମହିଳାର ପାଖକୁ ଗଲା ଓ କହିଲା ମୋତେ ଆପଣଙ୍କୁ ପ୍ରେମ ହୋଇଯାଇଛି, ମୁଁ ଆପଣଙ୍କ ସହ ମୋର ଜୀବନ କଟାଇବାକୁ ଚାହୁଁଛି, ଏବେ ମୁଁ ଏକ ସାଧାରଣ ବ୍ୟକ୍ତି ଅଛି, କିନ୍ତୁ କିଛି ବର୍ଷର ପରେ ୩୦୦ କୋଟିର ମାଲିକ ହୋଇଯିବି, ମହିଳା ଖୁସି ହୋଇ ସେ ତାର ବିଜନେସ୍ କାର୍ଡ ମାଗିଲା,  ଏକ ମାସ ପରେ ସେ ମହିଳା ତାର ସଉତୁଣି ମା ହୋଇଗଲା ।

୧୩) ଝିଅ- ପଞ୍ଜାବ ଏକ୍ସପ୍ରେସ୍ କେବେ ଆସିବ ? ଟିଟି- ପାଞ୍ଚଟାରେ,  ଝିଅ- ଲୋକାଲ୍? ଟିଟି- ନଅଟାରେ , ଝିଅ- ମାଲଗାଡି? ଟିଟି- ଗୋଟେ ରେ , କିନ୍ତୁ ଆପଣଙ୍କୁ କେଉଁଆଡେ ଯିବାର ଅଛି ? ଝିଅ- କୁଆଡେ ବି ନୁହେଁ ,ଖାଲି ଧାରଣାରେ ଶୋଇକରି ସେଲଫିନେବାର ଅଛି, ଏହା ଶୁଣିକରି ଟିଟି ବେହୋସ୍

Leave a Reply

Your email address will not be published. Required fields are marked *