March 3, 2024

Odia Express

News For Public

ବଞ୍ଚିବାକୁ ଚାହୁଁଛନ୍ତି ଦାରିଦ୍ରତାରୁ ତେବେ ନିଜ ରାଶି ଅନୁସାରେ ଲଗାନ୍ତୁ ଏହି ଗଛ ହେବ ଦୁଇଗୁଣା ଲାଭ

କିଏ ଏମିତି ଥିବ ଯିଏ ଚାହିଁବ ନାହିଁ କି ତାର ଘରେ ସୁଖ ସମୃଦ୍ଧି ନ ଆସୁ, ସାଧାରଣତଃ ବହୁତ ସାରା ଲୋକ ନିଜ ଘର କିମ୍ବା ପରିବାର ସମୃଦ୍ଧି ପାଇଁ ନାନାପ୍ରକାରର ଜ୍ୟୋତିଷ୍ୟ ଉପାୟ କରିଥାନ୍ତି , ବହୁତଥର ବି ସଫଳ ହୋଇଥାନ୍ତି , କିନ୍ତୁ ଅଧିକାଂଶ ଲୋକଙ୍କୁ ଏଥିରୁ କିଛି ଖାସ୍ ଲାଭ ହୋଇପାରିନଥାଏ , ଓ ସେମାନେ ନିରାଶ ହୋଇଯାଆନ୍ତି , କହିବାକୁ ଚାହିଁବୁ କି ଯଦି ବ୍ୟକ୍ତି ନିଜ ରାଶି ଅନୁସାରେ କିଛି ସାମାନ୍ୟ ଉପାୟ କରିଥାଏ ତେବେ ନିଶ୍ଚିତ ରୁପେ ତାକୁ ବହୁତ ଜଲଦି ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଆପଣଙ୍କୁ କହିଦେବୁ କି କୁଣ୍ତଳୀରେ ଦୋଷ ଓ ଦାରିଦ୍ରତା ଦୁର କରିବାପାଇଁ ଜ୍ୟୋତିଷ୍ୟ ଅନୁସାରେ କିଛି ଭଲ ସାମାନ୍ୟ ଉପାୟ କୁହାଯାଈଛି , ଯାହାକି ଆପଣ ଯଦି ନିଜ ଘରେ ରାଶି ଅନୁସାରେ ଗଛ ଲଗାଇଥାନ୍ତି ତେବେ ଏଥିରେ ବହୁତ ଲାଭ ମିଳିପାରେ

ଆଜି ଆମେ ଆପଣଙ୍କୁ ଏହି ଖବରରେ କହିବାକୁ ଯାଉଛୁ, କେଉଁ ରାଶିର ଲୋକଙ୍କ ପାଇଁ କେଉଁ ଗଛ ଶୁଭ ଜଣାଯାଏ ଯାହାକୁ ଲଗାଇଲେ ବହୁତ ସୁଖ ଓ ସମୃଦ୍ଧି ମିଳିଥାଏ , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯେଉଁ ଲୋକଙ୍କର ରାଶି ମେଷ କିମ୍ବା ବିଛା ହୋଇଥାଏ ତେବେ ତାଙ୍କୁ ଅଧିକା ଜରୁରୀ ହୋଇଥାଏ କି ସେ ମଙ୍ଗଳ ଙ୍କୁ ପ୍ରସନ୍ନ କରନ୍ତୁ , ଏହା ପାଇଁ ସେ ନିଜ ଘରେ ଲାଲ ଫୁଲ ବାଲା ଗଛ ଲଗାଇବା ଉଚିତ୍ , ଏହାପରେ କହିବାକୁ ଚାହିଁବୁ କି ଯେଉଁ ଲୋକଙ୍କର ରାଶି ବୃଷ ଓ ତୁଳା ହୋଇଥାଏ ସେହି ରାଶିର ଲୋକଙ୍କ ଗ୍ରହ ସ୍ୱାମୀ ଶୁକ୍ର ଗ୍ରହ ହୋଇଥାଏ , ଯାହାଙ୍କୁ ପ୍ରସନ୍ନ କରିବାପାଇଁ ଆପଣଙ୍କୁ ଧଳା ଫୁଲ ବାଲା ଗଛ ନିଜ ଘରେ ଲଗାଇବା ଉଚିତ୍ , କହିଦେବୁ କି ଯାହାଙ୍କ ରାଶି କନ୍ୟା ଓ ମିଥୁନ ଅଛି ସେମାନେ ବୁଧ ଗ୍ରହ ପାଇଁ ଏମିତି ଗଛ ଲଗାଇବା ଉଚିତ୍ ଯାହାଙ୍କ ଉଚ୍ଚତା ଅଧିକା ବଡ ହୋଇନଥିବ,  ତାହା ସହ ସେହି ଗଛରେ ଫୁଲ ଆସୁନଥିବ,  ଏମିତି ଗଛ ଲଗାନ୍ତୁ ।

କର୍କଟ ରାଶିର ଗ୍ରହର ସ୍ୱାମୀ ଚନ୍ଦ୍ର ବୋଲି ଜଣାଯାଏ , ଯିଏକି ବହୁତ ଶାନ୍ତ ଓ ଶୀତଳ ହୋଇଥାଏ , ଏଥିପାଇଁ କୁହାଯାଇଛି କି ଏହି ରାଶିର୍ ଲୋକେ ନିଜ ଘରେ ତୁଳସୀ କିମ୍ବା ଏମିତି କିଛି ଛୋଟ ଔଷଧୀୟ ଗଛ ଲଗାଇବା ଉଚିତ୍ , ଏହା ଛଡା ଆପଣଙ୍କୁ କହିଦେବୁ କି ଯେଉଁ ଜାତକର ରାଶି ସିଂହ ହୋଇଥାଏ ,ସେମାନେ ନିଜ ଘରେ ସବୁବେଳେ ଲାଲ ରଙ୍ଗର ଫୁଲ ବାଲା ଗଛ ଲଗାଇବା ଉଚିତ୍

ଏମିତି ମାନାଯାଏ କି ଯେଉଁ ଜାତକରେ ଧନୁ ଓ ମୀନ ରାଶି ହୋଇଥାଏ , ତାଙ୍କ ଗ୍ରହର ସ୍ୱାମୀ ବୃହସ୍ପତି ଦେବ ହୋଇଥାନ୍ତି , ଓ ଏହି ରାଶିର ଜାତକର ନିଜ ଘରେ ହଳଦିଆ ଫୁଲ ବାଲା ଗଛ ଲଗାଇବା ଉଚିତ୍ , ଏଥିରେ ସବୁବେଳେ ଫାଈଦା ହିଁ ରହିବେ , ପରିଶେଷରେ କହିଦେବୁ କି ମକର ଓ କୁମ୍ଭ ରାଶିର ଜାତକ ସ୍ୱାମୀ ଶନିଦେବ ହୋଇଥାନ୍ତି , ଓ ତାଙ୍କର ପ୍ରକୋପରେ ବୋଧେ କେହି ଜାଣିନଥିବେ , କହିଦେବୁ କି ଏହି ଲୋକଙ୍କୁ ବିନା ଫଳ ଫୁଲ ବାଲା ଗଛ ଲଗାଇବା ଉଚିତ୍ , ଯିଏ ଅଧିକାରୁ ଅଧିକା ଛାଇ ଦେଉଥିବ

Leave a Reply

Your email address will not be published. Required fields are marked *