March 3, 2024

Odia Express

News For Public

ଏହି ୫ ଟି ରାଶିର ସ୍ୱାମୀ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି , ଜାଣନ୍ତୁ ଆପଣଙ୍କ ସ୍ୱାମୀ ଏହି ରାଶିରେ ନାହାନ୍ତି ତ ସାମିଲ୍ ?

1 min read

ଏମିତି ଦୁନିଆଁରେ ସଂମ୍ପର୍କର ଏକ ନିଜର ଖାସ୍ ମହତ୍ତ୍ୱ ରହିଥାଏ , କିନ୍ତୁ ସବୁଥିରେ ସ୍ୱାମୀ ଓ ସ୍ତ୍ରୀ ଏମିତି ଏକ ସଂମ୍ପର୍କ ହୋଇଥାଏ,  ଯାହା ବିଶ୍ୱାସର ଡୋରୀରେ ବନ୍ଧା ହୋଇଥାଏ , ଯାହା ମଧ୍ୟରେ ବହୁତ ଉତଥାନ୍ ପତନ ଦେଖିବାକୁ ମିଳେ ଏହି ସଂମ୍ପର୍କ ସେତେ ଅତୁଟ ବି ହୋଇଥାଏ , ଏହା ହେଲା ସବୁ ଝିଅଙ୍କର ସ୍ୱପ୍ନ , ଯାହାଦ୍ୱାରା ସେ ଯେଉଁ ପୁଅକୁ ବିବାହ କରିବେ ସେମାନେ ଆଶା ରଖନ୍ତି କି ସେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଉ, ଓ ସୁଖ ଦୁଃଖରେ ସାଥି ରହୁ, ହିନ୍ଦୁ ଧର୍ମରେ ବିବାହ ପୁର୍ବରୁ ପୁଅ ଓ ଝିଅର କୁଣ୍ତଳୀରେ ମିଳନ କରାଯାଏ , ଯାହାକୁ ନେଇ ଦୁହେଁଙ୍କ ସଂମ୍ପର୍କ ବିବାହ ପରେ ମଜବୁତ୍ ହୋଇଥାଏ , କିନ୍ତୁ ଆଜି ଆମେ ଯେଉଁ କଥା କହିବାକୁ ଯାଊଛୁ ତାହାକୁ ଜାଣିବାପରେ ଝିଅମାନଙ୍କର ଖୁସିର ଠିକଣା ଆଉ ରହିବ ନାହିଂ , ଏମିତି କହିପାରିବା କି ଭାଗ୍ୟର ଫଇସଲା କେହି କରିପାରିବେ ନାହିଁ କିନ୍ତୁ ଏତିକି କହିପାରିବୁ କି ଯଦି ଝିଅମାନେ ଏହି ରାଶିର ସ୍ୱାମୀ ମିଳିଯାଏ , ତେବେ ତାଙ୍କ ଜୀବନ ସୁଖୀ ମୟ ହୋଇଯିବ , ନିଶ୍ଚିତ ଭାବେ ଝିଅମାନେ ଜାଣିବାକୁ ଚାହୁଁଥିବେ କି କେଉଁ ସେହି ଭାଗ୍ୟଶାଳୀ ରାଶି ତେବେ ଆସନ୍ତୁ ଆମେ ଆପଣଙ୍କୁ ସେହି ରାଶିଗୁଡିକ ବିଷୟରେ ବିସ୍ତାରରେ କହିବୁ ।

୧) କୁମ୍ଭ – କହିଦେବୁ କି କୁମ୍ଭ ରାଶିର ପୁଅଙ୍କୁ ପ୍ରେମ କରିବାପାଇଁ ଝିଅମାନେ ବହୁତ ପାଗଳ ହୋଇଥାନ୍ତି , ଏବେ ଏମିତି ଏହି ରାଶିର୍ ପୁଅ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି , କିନ୍ତୁ ଏହି ପ୍ରକାରର ନିଜ ସ୍ୱାମୀଙ୍କୁ ସେ ସାହାଯ୍ୟ ବି କରନ୍ତି ।

୨) ବୃଷ- କହିଦେବୁ କି ବୃଷ ରାଶିର ସ୍ୱାମୀ ନିଜ ସ୍ତ୍ରୀର ସବୁ ଦରକାରିତାକୁ ଧ୍ୟାନରେ ରଖେ ଏହି ରାଶିର ପୁଅ ରାଗ ଟିକିଏ ଅଧିକା କରନ୍ତି , କିନ୍ତୁ କେବେ ବି ନିଜ ସ୍ତ୍ରୀକୁ ଧୋକା ଦିଅନ୍ତି ନାହିଁ ।

୩) କର୍କଟ – ଏହି ରାଶିର ପୁଅ ନିଜ ସ୍ତ୍ରୀଙ୍କୁ ସରପ୍ରାଇଜ୍ ଦେବାକୁ ପସନ୍ଦ ଲାଗିଥାଏ,  ମାନେ ସିଧା ଶବ୍ଦରେ କହିଲେ ଟିକିଏ ଏହା ଲୋକଦେଖାଣିଆ ହୋଇଥାଏ , କିନ୍ତୁ ନିଜ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ।

୪) ସିଂହ – ଏହି ରାଶିର ପୁଅଙ୍କ୍ ମଧ୍ୟରେ ପର୍ସନାଲିଟୀ ଦେଖିକରି ଝିଅମାନେ ଫିଦା ହୋଇଯାଆନ୍ତି , ମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି , ଏହି ରାଶିର ପୁଅ ନିଜ ସ୍ତ୍ରୀଙ୍କୁ ବହୁତ ପସନ୍ଦ କରନ୍ତି , ଓ ସବୁଠାରୁ ଭଲ ସ୍ୱାମୀ ଭାବେ ଜଣାଯାଆନ୍ତି ।

୫) ତୁଳା- ଏହି ରାଶିର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ୍ ହେବେ କି ଏହି ରାଶିର ପୁଅ ନିଜ ସ୍ତ୍ରୀଙ୍କ୍  ଆଡକୁ ବହୁତ ଲୋୟାଲ୍ ମାନେ ବିଶ୍ୱାସ ରୁହନ୍ତି,  ମାନେ ଆପଣ ଯଦି ଏହି ରାଶିର ପୁଅଙ୍କୁ ବିବାହ କରିବେ ତେବେ ସବୁବେଳେ ଖୁସିରେ ରହିବେ ।

Leave a Reply

Your email address will not be published. Required fields are marked *