March 3, 2024

Odia Express

News For Public

ଆଜିର ସବୁଠୁ ମଜାଦାର୍ ହସକଥା : ଶିକ୍ଷକ- ସେ କେଉଁ ଡିପାର୍ଟମେଣ୍ଟ ଅଟେ ଯେଉଁଠି ମହିଳା କାମ କରିପାରିବେ ନାହିଁ , ଗପୁ- ଫାୟାର୍ ବ୍ରିଗେଡ୍ କାରଣ ଶୁଣିବା ପରେ ସାର ମଧ୍ୟ ବେହୋସ ହେଇଗଲେ…

1 min read

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହା ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ଓ ଟ୍ରେଣ୍ତିଙ୍ଗ୍ ହୋଇଛି, ଏହି ଜୋକ୍ସକୁ ପଢିଲେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଚାଲନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷକ- ସେ କେଉଁ ଡିପାର୍ଟମେଣ୍ଟ୍ ଅଚି, ଯେଉଁଥିରେ ମହିଳା କାମ କରିପାରିବେ ନାହିଁ , ଗପୁ କହିଲା- ଫାୟାର୍ ବ୍ରିଗେଡ୍, ଶିକ୍ଷକ ପଚାରିଲେ- କଣ ପାଇଁ ? ଗପୁ- କାରଣ ମହିଳାଙ୍କ କାମ ନିଆଁ ଲଗାଇବା ହୋଇଥାଏ , ଲିଭାଇବାପାଈଁ ନୁହେଁ ।ତାପରେ ମାଡ଼ ପରେ ମାଡ ବସିଲା ପପୁ ଠାରେ

୨) ସ୍ୱାମୀ ସ୍ତ୍ରୀକୁ- ତୋର ବାପାର ଅଭ୍ୟାସ୍ ଆଉ ଯିବ ନାହିଁ ନିଆଁରେ ଘିଅ ପକାଇବା , ସ୍ତ୍ରୀ ସ୍ୱାମୀକୁ- ଏମିତି କଣ କହିଦେଲେ କି ସେ ତୁମକୁ? ସ୍ୱାମୀ- କଣ କହିବ ବୁଢା ସ୍ୱାମୀ-ତଥାପି ? ସ୍ୱାମୀ- ଆଜି ମାର୍କେଟ୍ ରେ ଦେଖାହୋଇଥିଲେ, କହିଲେ କି ମୋର ଝିଅର ବାହା ହୋଇ ଖୁସିରେ ଅଛ ନା ଜ୍ୱାଇଁପୁଅ ?

୩) ଫ୍ୟାନ୍ ତ ଆମର ବହୁତ ଅଛି, କିନ୍ତୁ ଥଣ୍ତାର କାରଣରୁ ଘର ଲୋକ ଚଲାଇବାକୁ ଦେଉନାହାନ୍ତି ।

୪) ଯେମିତି ଯେମିତି ଥଣ୍ତା ଆସୁଛି ସେମିତି ସକାଳର ସମୟରେ ବିଛଣାର ଗୁରୁତ୍ୱଆକର୍ଷଣ ବି ବଢିଯାଉଛି ।

୫) ଝିଅ- କଣ କରୁଛ ? ପୁଅ- ବାଦାମ ଖାଉଛି, ଝିଅ- ଓହଃ !! ଏକେଲା ଏକେଲା ? ପୁଅ- ଏବେ ୧୦ ଟଙ୍କାର ବାଦାମ କୁ କଣ ଭଣ୍ତାରା କରିବି ନା କଣ ?

୬) ଆସୁଥିବା ଜୋରଦାର୍ ଥଣ୍ତାକୁ ଦେଖିକରି କେନ୍ଦ୍ର ସରକାରଙ୍କ ଏକ ବଡ ଫଇସଲା, ଗାଧୋଉଥିବା ବ୍ୟକ୍ତି ଛାଡ ଦେଉଥିବା ବାଲା ବି ଗାଧୋଇଥିବା ବୋଲି ମାନାଯିବ ।

୭) ସ୍ୱାମୀ- ଆରେ କୁଆଡେ ଯାଉଛ ତୁମେ ? ସ୍ତ୍ରୀ- ଦେଖୁନ କି ? ଗାଧୋଇବାକୁ ଯାଉଛି, ସ୍ୱାମୀ-ଆରେ- ମୋବାଇଲ୍ ନେଇକରି ସ୍ତ୍ରୀ- ଆରେ ବାଲଟି ଭରିବା ଯାଏଁ କଣ କରିବି ?

୮) ସ୍ୱାମୀର ପ୍ରବଚନ ଶୁଣିକରି ଘରକୁ ଆସିଲି ଓ ସ୍ତ୍ରୀକୁ କୋଳେଇନେଲି, ସ୍ତ୍ରୀ-କଣ ଗୁରୁଜୀ ରୋମାନ୍ସ କରିବାପାଇଁ କହିଲେ ? ସ୍ୱାମୀ- ନାରେ ପାଗେଳି, ସେ ତ କହିଲେ କି ନିଜ ଦୁଃଖକୁ ନିଜେ ଉଠାଅ ।

୯) ସ୍ତ୍ରୀ ମୋତେ ସନ୍ଦେହ ଅଛି ମୋର ସ୍ୱାମୀ କେଉଁ ଅନ୍ୟ ସ୍ତ୍ରୀ ସହ ଚକ୍କର ଚାଲୁଛି, ସାଙ୍ଗ- ଏବେ ତୁ କଣ କରିବୁ ? ସ୍ତ୍ରୀ- ନିଜ ବୟଫ୍ରେଣ୍ତ ତାଙ୍କର୍ ପଛରେ ଲଗାଇଦେବି ।

୧୦) ସ୍କୁଲରେ ହିନ୍ଦୀର ପିରିୟର୍ଡରେ ମାଷ୍ଟର୍ ଜି ପଚାରିଲେ  ଦୁଃଖ ତ ଆମର ସାଥି ଅଟେ, ସୁଖ ତ ଯିବା ଆସିବା ହୋଇଥାଏ , ଅର୍ଥ ସ୍ପଷ୍ଟ କର, ପପୁ- ସ୍ତ୍ରୀ ତ ସବୁବେଳେ ଘରେ ଥାଏ, ଶାଳି ଆସିବା ଯିବା ଲାଗିଥଏ,  ମାଷ୍ଟରଜୀ- ଭାରତରତ୍ନ ପାଇଁ ପପୁ ନାଁ ସିଫାରିଶ୍ କରିଛନ୍ତି ଏବେ ।

୧୧) ସେଠ୍ ଚାକରକୁ- ଟିକିଏ ଦେଖିବୁ ତ କେତେ ସମୟ ହୋଇଛି ? ଚାକର- ମୋତେ ସମୟ ଦେଖି ଆସିନି, ସେଠ୍- ଠିକ୍ ଅଛି କିଛି କଥା ନାହିଁ , ଏହା ଦେଖିକରି କହ କି ବଡ କଣ୍ଟା କେଉଁଠି ଅଛି, ଓ ଛୋଟ କଣ୍ଟା କେଉଁଠି ଅଛି ? ଚାକର- ଦୁହେଁ କଣ୍ଟା ତ ଘଣ୍ଟାରେ ହିଁ ଅଛି ।

୧୨) ପପୁ ଯେବେ କପଡା ଧୋଉଥିବା ତେବେ ବର୍ଷା ହେଇଯାଉଥିଲା, ଦିନେ ଖରା ହେଲା ତେବେ ସେ ଖୁସି ହୋଇଗଲା ତେବେ ସେ ଦୋକାନରୁ ସର୍ଫ ନେବାକୁ ଗଲା , ସେ ଯେମିତି ଦୋକାନକୁ ଗଲା ବାଦଲ ଆଉଥରେ ଗରଜିବାକୁ ଲାଗିଲା, ପପୁ –ଫଟାଫଟ ଆକାଶକୁ ଦେଖିକରି କହିଲା – କଣ କେଉଁଆଡେ, ମୁଁ ତ ବିସ୍କୁଟ ନେବାକୁ ଆସିଛି ।

୧୩) ଏକ ସତସଙ୍ଗ ସମୟରେ ସନ୍ଥ ପ୍ରବଚନ କରୁଥିବାବେଲେ , ସନ୍ଥ- ଯିଏ ଏହି ଜନ୍ମରେ ନର ଅଛି ସେ ଆଗମୀ ଜନ୍ମରେ ନର ହିଁ ହେବ , ଓ ଯିଏ ଏହି ଜନ୍ମରେ ନାରି ଅଛି ସେ ଆଗାମୀ ଜନ୍ମରେ ନାରି ହିଁ ହେବ , ଏତେ ବେଳେ ଜଣେ ବୟସ୍କା ବୃଦ୍ଧା ଉଠିକରି ଚାଲିଯାଉଥିଲେ , ସନ୍ଥ –କେଉଁଆଡେ ଯାଉଛ? ବୃଦ୍ଧା- ଯେବେ ଆଗାମୀ ଜନ୍ମରେ ରୁଟି ବନାଉଥିଲି ତ ଏଇ ଜନ୍ମରେ ସତସଙ୍ଗ୍ ଶୁଣିକରି କଣ ଫାଇଦା ?

୧୪) ଜଣେ ବ୍ୟକ୍ତି ମଦ ପିକରି କାର୍ ଚଲାଉଥିଲା,  ଅଚାନକ ତାର କାର୍ ଏକ୍ ଖମ୍ବରେ ପିଟି ହୋଇଗଲା, ପୋଲିସ୍ –ବାହାରକୁ ବାହାର୍ , ବ୍ୟକ୍ତି- କ୍ଷମା କରିଦିଅ ସାର୍, ପୋଲିସ୍- ମଦ ପିଇକରି ଗାଡି ଚଲାଉଛୁ , ମୁହଁ ଖୋଲ, ବ୍ୟକ୍ତି-ଆରେ ସାର୍ ନାଇଁ, ପୁର୍ବରୁ ପିଇଥିଲି, ଓ କେତେ ପ୍ୟାଗ୍ ପିଆଇବ ?

୧୫) ଥଣ୍ତା ଏତେ ହେଉଛି କି ମଶା ବି ଆସିକରି କହୁଛି, ଭାଇ କାଟିବି ନାହିଁ, ଖାଲି ଟିକିଏ ସମୟ ରଜାଇରେ ରହିବାକୁ ଦେ ।

୧୬) ମ୍ୟାଡାମ୍ ଛୁଆଙ୍କୁ- କଥା ଦିଅ କେବେ ମଦ ସିଗାରେଟ୍ ପିଇବ ନାହିଁ, ଛୁଆ- ମ୍ୟାଡାମ୍ ନାହିଁ ଆମେ ପିଇବୁ ନାଇଁ, ମ୍ୟାଡାମ୍ –କେବେ ଝିଅଙ୍କର ପିଛା କରିବନାହିଁ, ଛୁଆ- ନା ମ୍ୟାଡାମ୍ କେବେ କରିବୁ ନାହିଁ । ମ୍ୟାଡାମ୍- ବାଟରେ ଯାଉଥିବା ଝିଅଙ୍କୁ ହଇରାଣ କରିବ ନାହିଁ , ଛୁଆ-କରିବୁନି ମ୍ୟାଡାମ୍, ମ୍ୟାଡାମ୍- ଦେଶ ପାଇଁ ଜୀବନଦେଇଦେବ , ଛୁଆ- ଦେଇଦେବୁ ମ୍ୟାଡାମ୍- ଏମିତି ଜୀବନ ବଞ୍ଚିକି ବି କଣ କାମ ?

୧୭)ସ୍ତ୍ରୀ- ଶୁଣ ହୋ, ପେପରରେ ଏକ ଖବର ଆସିଛି, ବ୍ୟକ୍ତିଟି ନିଜ ସ୍ତ୍ରୀକୁ ବିକ୍ରି କରିଦେଲା, ସ୍ୱାମୀ- ଓହଃ- କେତେ ଟଙ୍କାରେ ? ସ୍ତ୍ରୀ- ଗୋଟେ ସାଇକେଲ୍ ବଦଳରେ , ଆରେ ତୁମେ ମୋ ସହ ସେମିତି କରିବ ନି ତ ? ସ୍ୱାମୀ- ଆରେ ଏତେ ମୁର୍ଖ କି ତୁମର ବଦଳରେ ତ କାର୍ ଆସିପାରିବ ।

୧୮) ବୟଫ୍ରେଣ୍ତ- ବୟଫ୍ରେଣ୍ତ- ଯଦି ମୋତେ କୋଟିଏ ଟଙ୍କାର ଘାଟା ହୋଇଯାଏ ? ତେବେ ମୋତେ ତୁମେ ବାହା ହେବ କି ? ଗାର୍ଲଫ୍ରେଣ୍ତ- କଣ ତୁମକୁ ସତରେ କୋଟିଏ ଟଙ୍କାର କ୍ଷତି ହୋଇଛି କି? ପ୍ରେମୀ-ନା ମ , ଖାଲି ଏମିତି ପଚାରୁଥିଲି, ପ୍ରେମିକା- ହେ ଭଗବାନ ତେବେ ଠିକ୍ ଅଛି ତୁମକୁ ହିଁ ବାହା ହେବି

Leave a Reply

Your email address will not be published. Required fields are marked *