February 24, 2024

Odia Express

News For Public

କେବଳ ୩୦ ମିନିଟରେ କୋଷ୍ଠକାଠିନ୍ୟ ଦୁରେଇ ଯିଵ ଆଉ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହେବାରେ ଲାଗିବ

1 min read

ଆସନ୍ତୁ ଆଜି ଜାଣିବା ଏକ ଚମତ୍କାରି ଔଷଧି ବିଷୟରେ ଯାହାକୁ ବ୍ୟବହାର କରିବା ମାତ୍ରକେ ଆମ ଅନ୍ତନାଡୀରେ ଥିବା ସମ୍ପୂର୍ଣ୍ଣ ମଇଳା ମାତ୍ର ୩୦ ମିନିଟରେ ଭଲ ଭାବରେ ସଫା ହୋଇଯିବ। ତେବେ ଚାଲନ୍ତୁ ଆଜି ଜାଣିବା ସେ ଅବିଶ୍ଵସନିୟ ଔଷଧି ବିଷୟରେ,ଆଉ ଗୋଟେ ଲାଭ ହେଉଛି ଏହାକୁ ସେବନ କରିବା ଦ୍ୱାରା ଆମ ଭୋକ ବଢିବାକୁ ଲାଗିଥାଏ। ଗୋଟେ କଥା ଆପଣ ଜାଣିରଖନ୍ତୁ ଯଦି ଆମ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ରହିବ ତାହେଲେ ଆମକୁ ୧୦୮ ପ୍ରକାରର ରୋଗ କେବେ ଆମକୁ ଛୁଇଁପାରିବ ନାହିଁ।ଆଉ ଏହି କଥାକୁ ସେମାନେ ଭଲ ଭାବରେ ଜାଣିପାରିଥିବେ ଯେଉଁମାନଙ୍କ ପେଟ ଭଲଭାବରେ ସଫା ରହୁନି। ଦିନସାରା ପେଟ ଭାରି ରହୁଛି,ଖାଦ୍ୟଭଲ ଭାବରେ ହଜମ ହଉନି,ପେଟ ଦରଜ ରହୁଛି,ଏହି ସବୁ ସମସ୍ୟାରେ ପୀଡିତ ଥିବା ବ୍ୟକ୍ତିକୁ ସକାଳୁ ଉଠି ଦୁଇ ଗିଲାସ ଉଷୁମ ପାଣି ସେବନ କରିବା ଉଚିତ।

ଏବେ ଆସନ୍ତୁ ଜାଣିବା ଏକ ସହଜ ଉପାୟ ଯାହାକୁ ବ୍ୟବହାର କରିବା ଦ୍ୱାରା ମାତ୍ର ୩୦ ମିନିଟରେ ଆପଣଙ୍କ ପେଟ ସଫା ହେବାରେ ଲାଗିବ।ଆଉ ଏହାକୁ ସେବନ କରିବା ଦ୍ୱାରା ଅନ୍ତନାଡିରେ ଥିବା ମଇଳା ବାହାରକୁ ଆସିବ ଓ ଆମ ପେଟ ସଫା ହେବା ସହିତ ଆମ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୁର କରିବାରେ ଲାଗିବ। ତେବେ ଚାଲନ୍ତୁ ଜାଣିବା ଆମକୁ ଏହି ଉପାୟକୁ ପ୍ରସ୍ତୁତ କରିବା ପାଇଁ କେଉଁ କେଉଁ ସାମଗ୍ରୀର ଆଵଶ୍ୟକତା ପଡି ପାରେ ସେବିଷୟରେ ଜାଣିବା। ଆମକୁ ପ୍ରଥମେ ଦରକାର ଏକ ସଫା ଗିଲାସ ଆଉ ସେଥିରେ ଗୋଟେ ଗିଲାସ ପାଣି। ଆଉ ତାପରେ ତାସହିତ ଆମକୁ ନେବାର ଅଛି ପାନମଧୁରୀକୁ। ଅନ୍ତନାଡୀ ସଫା କରିବା ପାଇଁ ଏହି ପାନମଧୁରୀ ବହୁତ ଲାଭଦାୟକ ଅଟେ।ତାସହିତ ଏହା ଆମ ପେଟରେ ତିଆରି ହୋଇଥିବା ଗ୍ୟାସକୁ ଅଟକେଇ ଥାଏ ଆଉ ପେଟକୁ ଭଲ ଭାବରେ ସଫା କରିଥାଏ। ଯାହାଦ୍ୱାରା ଆମ ଖାଦ୍ୟ ବହୁତ ସହଜରେ ହଜମ ହୋଇଥାଏ ଆଉ ଆମକୁ ବଦହଜମି ସମସ୍ୟା ହୋଇନଥାଏ।

ଆପଣଙ୍କୁ ଗୋଟେ ଚାମୁଚ ପାନ ମଧୁରୀ ନେବାର ଅଛି ଆଉ ତାକୁ ଗୋଟେ ଗିଲାସ ପାଣିରେ ମିଶେଇବାର ଅଛି।ତାପରେ ଆମେ ସେ ପାଣିକୁ ଫୁଟେଇବା,ଆଉ ଆପଣ ଏ ପାଣିକୁ ସେ ପର୍ଯ୍ୟନ୍ତ ଫୁଟେଇବେ ଯେପର୍ଯ୍ୟନ୍ତ ଏ ପାନମଧୁରୀରର ସମ୍ପୂର୍ଣ୍ଣ ରଙ୍ଗ ଏ ପାଣିରେ ଯେପର୍ଯ୍ୟନ୍ତ ମିଶିନଯିଵ। ତାପରେ ୫-୧୦ ମିନିଟ ପର୍ଯ୍ୟନ୍ତ ତାକୁ ଗରମ କରିବା ପରେ ଆପଣ ପାଣିକୁ ଛାଣି ନେବେ ଆଉ ସେ ବଳିଥିବା ପାନମଧୁରୀକୁ କାଢି ନେବେ।ତାପରେ ଆମକୁ ଯେଉଁ ପାଣି ମିଳିଲା ସେଥିରେ ଆମେ ଏମିତି ଏକ ଜିନିଷ ମିଶେଇବା ଯାହା ଆପଣଙ୍କ ଅନ୍ତନାଡିକୁ ବହୁତ ଶିଘ୍ର ସଫା କରିନେବ।ଆମକୁ ସେ ପାଣିରେ ଗୋଟେ ଚାମୁଚ କ୍ୟାଷ୍ଟ୍ର ଅଏଲ ମିଶେଇବାର ଅଛି।ଆଉ ଏହି କ୍ୟାଷ୍ଟ୍ର ଅଏଲ ଆପଣଙ୍କ ପେଟ ପାଇଁ ବହୁତ ଭଲ ଅଟେ,ଆଉ ଏହାକୁ ଆମେ ସେବନ କରିବା ଦ୍ୱରା ଆମ ପେଟ ଜନିତ ସମସ୍ୟା ଅଳ୍ପ ସମୟରେ ଦୁରେଇଯାଇଥାଏ।

ଆପଣ ମନରଖନ୍ତୁ ଏହି କ୍ୟାଷ୍ଟ୍ର ଅଏଲ ସ୍ୱାଦରେ ଅଳ୍ପ ଖରାପ ଅଟେ ଏହାକୁ ସ୍ୱାଦିଷ୍ଟ କରିବା ପାଇଁ ଆମେ ଏଥିରେ ଅଳ୍ପ ମାତ୍ରରେ ଲେମ୍ବୁ ମିଶେଇବା।ତାପରେ ଲେମ୍ବୁ ମିଶେଇ ସାରିବା ପରେ ଆପଣ ସେଥିରେ ନିଜ ସ୍ୱାଦ ଅନୁସାରେ କଳା ଲୁଣକୁ ମିଶେଇ ପାରିବେ।ଆପଣ ଲୁଣ ମିଶେଇ ସାରିବା ପରେ ସେ ସବୁ ଜିନିଷକୁ ଆପଣ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇ ନେବେ।ଏବେ ଆପଣ ତାକୁ ଚାମୁଚ ସାହାଯ୍ୟ ରେ ଗୋଟେରୁ ଦୁଇ ମିନିଟ ପର୍ଯ୍ୟନ୍ତ ଗୋଳେଇ ପ୍ରସ୍ତୁତ କରିନେବେ।ଏ ଯେଉଁ ଉପାୟ ଆପଣମାନେ ଦେଖୁଛନ୍ତି ପ୍ରଥମ ଥରରେ ଏ ଆପଣଙ୍କ ଅନ୍ତନାଡିକୁ ସଫା କରିବାରେ ଲାଗିବ,ସେଥିରେ ଜମା ଥିବା ମଳକୁ ବାହାରକୁ ଆଣିବାକୁ ଲାଗିବ ଜାହାଦ୍ଵାରା ଆପଣଙ୍କ ପେଟ ବହୁତ ଭଲ ଭାବରେ ସଫା ହେବାରେ ଲାଗିବ।

ତେବେ ଚାଲନ୍ତୁ ଜାଣିବା ଏହି ଉପାୟକୁ ଆମେ କିପରି ପ୍ରୟୋଗ କରି ପାରିବା।ଆପଣ ଯେତେବେଳେ ଏହାକୁ ପ୍ରୟୋଗ କରିବେ ଏତିକି ଧ୍ୟାନ ଦେବେ ଦିନର ଖାଇବା ଆପଣ ଯେମିତି ଠିକ ସମୟରେ ଖାଇବେ।ଆଉ ଯେତବେଳେ ଏହି ଉପାୟକୁ ପ୍ରୟୋଗ କରିବେ ଏହା ହାଲ୍କା ଉଷୁମ ଥିବା ଆଵଶ୍ୟକ।ଆଉ ଏହି ଏଉପାଉକୁ ଆପଣଙ୍କୁ ଦିନ ସମୟରେ ସେବନ କରିବାର ଅଛି।ଆପଣ ସକାଳୁ ଉଠି ୧-୨ ଗିଲାସ ପାଣି ପିଇ ସାରିବାର ଅଧଘଣ୍ଟା ପରେ ଆପଣ ଏହି ଉପାୟର ସେବନ କରିପାରିବେ।ଆପଣ ଏହି ଉପାୟକୁ ବ୍ୟବହାର କରନ୍ତୁ ଆଉ କେବଳ ୩୦ ମିନିଟରେ ଏହା ଆପଣଙ୍କୁ ଫଳ ଦେଖେଇବା ଆରମ୍ଭ କରିଦେବ।ଏହାକୁ ନେବା ପରେ ଆପଣଙ୍କୁ ଦିନ ସାରା ହାଲ୍କା ଲାଗିବ ଓ ଏହି ଉପାୟ ଆପଣଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ମୂଳରୁ ଠିକ କରିଦେବ।

Leave a Reply

Your email address will not be published. Required fields are marked *