March 3, 2024

Odia Express

News For Public

ଯଦି ଆପଣ ବୁଦ୍ଧିମାନ ତେବେ ଏହି ସାଧାରଣଜ୍ଞାନ ପ୍ରଶ୍ନ ର ଉତ୍ତର ଗୁଡିକ ଦିୟନ୍ତୁ – ଭାରତର ଶାସନ ମୁଖ୍ୟ କିଏ ଅଟନ୍ତି ? ଭାରତର ମୋଟ ଜନ ସଂଖ୍ୟା କେତେ ଅଟେ ? ସଠିକ ଉତ୍ତର ଏବେ ଦେଖନ୍ତୁ

1 min read

ନମସ୍କାର,ଆଜି ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ।ଆଜି ଆମେ ଜାଣିବା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ଗୁଡିକ ବିଷୟରେ ।ତେବେ ଚାଲନ୍ତୁ ଜାଣିବା ଏହାର ପ୍ରଥମ ଓ ଉତ୍ତର ଗୁଡିକୁ।ତେବେ ଏହି ତଥ୍ୟ ସବୁ ବହିରେ ଆପଣଙ୍କୁ ମିଳିଯିବ |ତେବେ ଏହା ଆପଣଙ୍କ ଜ୍ଞାନ କୁ ବୃଦ୍ଧି କରିବାରେ ଆମର ଏକ ଛୋଟ ପ୍ରୟାସ |ତେବେ ଯଦି ଆପଣାକୁ ଏ ସବୁ ଭଲ ଲାଗେ ଆଗାମୀ ଦିନରେ ନୂଆ ନୂଆ କଥା ଶିଖିବା ପାଇଁ ଆମ କୁ ଲାଇକ କରିବେ

ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୧:-ଭାରତରେ କେଉଁ ପ୍ରକାରର ଶାସନ ପ୍ରତିଷ୍ଠିତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗଣତାନ୍ତ୍ରିକ ଶାସନ।

ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ଭାରତର ମୋଟ ଜନ ସଂଖ୍ୟା କେତେ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୨୧ କୋଟି (୨୦୧୧ ଜନଗଣନା ଅନୁସାରେ)ତେବେ ବର୍ତମାନ ଏହା ପାଖାପାଖି ୧୩୮ କୋଟି ହେଲାଣି

ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଭାରତର ଶାସନ ମୁଖ୍ୟ କିଏ ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରାଷ୍ଟ୍ରପତି।

ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-ଭାରତରେ କେତେ ବର୍ଷରେ ଥରେ ଜନଗଣନା କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୦ ବର୍ଷରେ ଥରେ।

ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ବର୍ତ୍ତମାନ ଭାରତରେ କେତେ ଗୋଟି ରାଜ୍ୟ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ ୨୮ ଟି ରାଜ୍ୟ ଅଛି।

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ବର୍ତ୍ତମାନ ଭାରତରେ କେତେଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ ୯ ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ଭାରତରେ ପାର୍ଲ୍ୟାମେଣ୍ଟରେ କେତେଟି ସଭା ରହିଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨ ଟି ଗୋଟେ ଲୋକସଭା ଓ ଅନ୍ୟଟି ରାଜ୍ୟସଭା।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ଲୋକସଭାର ସଭ୍ୟ ସଂଖ୍ୟା କେତେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫୪୫ ଜଣ।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ରାଜ୍ୟ ସଭାର ସଭ୍ୟସଂଖ୍ୟା କେତେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୫୦ ଜଣ।

ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ଲୋକସଭାର ସଭାପତି କିଏ ଅଟନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଚସ୍ପତି।

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉପରାଷ୍ଟ୍ରପତି।

ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ଲୋକସଭାର କାର୍ଯ୍ୟ କାଳ କେତେବର୍ଷ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫ ବର୍ଷ।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ରାଜ୍ୟସଭାର କାର୍ଯ୍ୟ କାଳ କେତେ ବର୍ଷ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୬ ବର୍ଷ।

ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ଭାରତର ବିଚାର ବିଭାଗର ସର୍ବୋଚ୍ଚ ସଂସ୍ଥା କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୁପ୍ରିମକୋର୍ଟ।

ଏବେ ଆସନ୍ତୁ ଜାଣିବା ପନ୍ଦର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ହୋଇଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଣ୍ଡିତ ଜବାହାରଲାଲ ନେହେରୁ।

ଏହା ଥିଲା କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *