March 2, 2024

Odia Express

News For Public

ଘର ବନାଇବା ସମୟରେ ଏହି ୯ ଟି ବାସ୍ତୁର ନିୟମ ଉପରେ ରଖନ୍ତୁ ଧ୍ୟାନ, କେବେ ଆସିବ ନାହିଁ ଦାରିଦ୍ରତା..

1 min read

ସବୁ ବ୍ୟକ୍ତିର ସ୍ୱପ୍ନ ହୋଇଥାଏ କି ତାହାର ଏକ ସୁନ୍ଦର ଘର ଥିବ,  ଯଦି ଆପଣ ବି ନୁଆ ଘର ବନାଇବାର ପ୍ଲାନିଙ୍ଗ୍ କରୁଛନ୍ତି ତେବେ ଆପଣଙ୍କୁ କିଛି ବାସ୍ତୁର ନିୟମ ବିଷୟରେ ଧ୍ୟାନ ଦେବାକୁ ହେବ , ଯେଉଁ ବ୍ୟକ୍ତି ଏହି ନିୟମକୁ ଧ୍ୟାନ ଦିଏ ନାହିଁ , ପ୍ରତିଦିନ କରଜରେ ବୁଡି ଯାଇଥାଏ , ଏଥିପାଇଁ ଘର ତିଆରି କରୁଥିବା ସମୟରେ ଏହି ୯ ଟି ବାସ୍ତୁର ନିୟମକୁ ପାଳନ କରନ୍ତୁ

ନିୟମଗୁଡିକ ନିମ୍ନରେ ପ୍ରଦତ୍ତ-

୧) ଯେବେ ବି ଆପଣ କେଉଁ ଫ୍ଲାଟ୍ କିଣିବାକୁ ଯାଉଛନ୍ତି ତେବେ ଏହି କଥାକୁ ଧ୍ୟାନ ଦେବେ କି ଆପଣ କେବେ ବି ଏମିତି ଜାଗା ନ କିଣନ୍ତୁ ଯାହାର ଦୁହେଁ ପଟେ ଉଚ୍ଚା ଉଚ୍ଚା ବିଲଡିଙ୍ଗ୍ ଥିବ , ଏହାର କାରଣ ଯେମିତି ଦୁଇ ଉଚ୍ଚା ଭବନ ମଧ୍ୟରେ ଆପଣଙ୍କ ଫ୍ଲାଟ୍ ଦବି ରହୁଥିବ , ସେହି ପରି ଆପଣ କରଜରେ ବୁଡି ରହିବେ ।

୨) ବହୁତ ଲୋକ ଅଛନ୍ତି ପାଣିର ଅଭାବକୁ ଦୁର କରିବାପାଇଁ ଭୁମିଗତ ଟ୍ୟାଙ୍କ୍ ବନାଇଥାନ୍ତି , ଯଦି ଆପଣ ମାଟୀ ଭିତରେ ପାଣିର ଟ୍ୟାଙ୍କ୍ ବନାଇବାକୁ ଚାହୁଁଛନ୍ତି ତେବେ ଏହିକଥାର ଧ୍ୟାନ ରଖିବେ କି ଏହି ଟ୍ୟାଙ୍କ୍ ଉତ୍ତର ପୁର୍ବ କୋଣରେ ହିଁ ତିଆରି ହୋଇଥିବ , ଏମିତି କରିଲେ ଆର୍ଥିକ ଅସୁବିଧା ଦୁର ହେବ , ଓ କେବେ କରଜରେ ପଡିବେ ନାହିଁ ।

୩) ଆପଣ ଯେବେ କେଉଁ ଘର ବନାଉଛନ୍ତି ତେବେ ପାଣିର ଗଡାଣି ସବୁବେଲେ ଉତ୍ତର ଦିଗରେ ହିଁ ରଖିବେ , ଏହା ଆପଣଙ୍କ ଘର ସେମିତି ଯେଉଁ ଦିଗରେ ହେଇଥାଉ କିନ୍ତୁ ଆପଣ ଚେଷ୍ଟା କରିବେ କି ମାଟିରୁ ଗଡାଣୀ ଉତ୍ତର ଦିଗରେ ହିଁ ଥିବ , ମାନେ ଗଡାଣିର ଉପର ଭାଗ ଉତ୍ତର ଦିଗରେହେବା ଜରୁରୀ,  ଏମିତି କରିଲେ ପାଣିର ପ୍ରବାହ ଉତ୍ତର ଦିଗ ଆଡକୁ ହେବ ନାହିଁ , ଓ ଆପଣଙ୍କ ଘରେ ଧନର କମି ହେବ ନାହିଁ ।

୪) ଆପଣ ଯେବେ ବି ଘରେ ବେଡରୁମ୍ ତିଆରି କରିବେ ଏହି କଥାକୁ ବିଶେଷ ଧ୍ୟାନ ଦେବେ କି ଉତ୍ତର ପୁର୍ବ ଦିଗରେ କେଉଁ ଭାରି ଜିନିଷ ନ ରଖିବେ , ତାହା ସହ ଆପଣ ଉତ୍ତର କିମ୍ବା ପୁର୍ବ ଦିଗରେ କବାଟରେ ଭୁଲରେ କେଉଁ ଘଣ୍ଟା କିମ୍ବା କ୍ୟାଲେଣ୍ତର ଟଙ୍ଗାଇବେ ନାହିଁ , ଆପଣ ଚାହିଁଲେ ବାକି ଅନ୍ୟ କବାଟରେ ଘଣ୍ଟା ଓ କ୍ୟାଲେଣ୍ତର ଟଙ୍ଗାଇ ପାରିବେ ।

୫) ଘର କରୁଥିବା ବେଳେ ସିଢିକୁ ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗର୍ ବନାଇବା ଉଚିତ୍ , ଯେଉଁ ଘରେ ଉତ୍ତର ଓ ପୁର୍ବ ଦିଗରେ ସିଢି ହୋଇଥାଏ,  ତାଙ୍କ ଘରେ କେବେ ଉନ୍ନତି ହୋଇନଥା,ଏ ଓ ଏହା ସହ ଆପଣ ଯଦି ଏହି ନିୟମ ପାଳନ କରୁନାହାନ୍ତି ତେବେ ଧନ କିମ୍ବା ଆୟର ସାଧନ ଶେଷ ହୋଇଯିବ ।

୬) ରୁମ୍ ର ମୁଖ୍ୟଦ୍ୱାର ଉତ୍ତର କିମ୍ବା ପୁର୍ବ ଦିଗରେ ହେବା ଶୁଭ ହୋଇଥାଏ , ଏମିତି କରିଲେ ଘରେ ଲକ୍ଷ୍ମୀଜୀ ଶିଘ୍ର ପ୍ରବେଶ କରନ୍ତି ।

୭) ଘରର ମୁଖ୍ୟଦ୍ୱାର ପାଖରେ ଏକ ଛୋଟ ଦ୍ୱାର ନିଶ୍ଚିତ ବନାନ୍ତୁ , ଏମିତି କରିଲେ କରଜରୁ ମୁକ୍ତି ମିଳିପାରିବ ।

୮) ଘରେ ବନା ହୋଇଥିବା ସବୁ ଝରକା ଉତ୍ତର ଓ ପୁର୍ବ ଦିଗ ଆଡକୁ ହେବା ଜରୁରୀ, ଏମିତି କରିଲେ ଘରେ ସମୃଦ୍ଧି ବୃଦ୍ଧି ହୋଇଥାଏ,

୯) ଘରକୁ କେବେ ଲାଲ ରଙ୍ଗରେ କଲର୍ କରିବେ ନାହିଁ , ଏମିତି କରିଲେ ଘରେ ଖରାପ ପ୍ରଭାବ ପକାଇଥାଏ

Leave a Reply

Your email address will not be published. Required fields are marked *