February 29, 2024

Odia Express

News For Public

ପରିଶ୍ରମ କରିବାପରେ ବି ଯଦି ସଫଳତା ମିଳୁନାହିଁ ତେବେ କରନ୍ତୁ ଏହି ସହଜ ଉପାୟ , ତାପରେ ଦେଖନ୍ତୁ ଚମତ୍କାର

ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ଦୁନିଆଁରେ ସବୁ ବ୍ୟକ୍ତି ନିଜ ଜୀବନରେ ସୁଖୀ,ସମୃଦ୍ଦ, ଓ ସଂପନ୍ନ ହେବାକୁ ଚାହେଁ । ଏହି ଦୁନିଆଁରେ ପ୍ରତ୍ୟେକ ବ୍ୟକ୍ତି ଏହା ଚାହିଁଥାଏ କି ତାକୁ ସଫଳତା ମିଳୁ , ଓ ସବୁ ଜାଗାରେ ତାକୁ ପ୍ରଶଂସା ମିଳୁ, କିଛି ଲୋକ ଧନ କମାଇବାର ଓ ମାନ ସମ୍ମାନ ପାଇବା ପାଇଁ ସଂଘର୍ଷ କରିଥାନ୍ତି , ଓ କିଛି ଲୋକ ସହଜରେ ହାସିଲ୍ କରିଦିଅନ୍ତି , ଏମିତି ବହୁତଥର ଲୋକଙ୍କୁ ସଫଲତା ମିଳିଯାଏ , କିନ୍ତୁ ବହୁତଥର ଲୋକେ କଡା ପରିଶ୍ରମ କରିବାପରେ ବି ସଫଳତା ମିଳିପାରେ ନାହିଁ , ମାନେ ସିଧା ଶବ୍ଦରେ କହିଲେ ଏହି ଲୋକଙ୍କର ଗ୍ରହ ଅନୁକୁଳ ନଥାଏ,  ସେଥିପାଇଁ ସେମାନେ ଯେତେ ଚେଷ୍ଟା କଲେ ବି ସଫଳତାପାଇପାରନ୍ତି ନାହିଁ । ଜ୍ୟୋତିଷ୍ୟଚାର୍ଯ୍ୟଙ୍କ କହିବା କଥା ସେହି ଲୋକଙ୍କ ପାଖକୁ ଏମିତି ଲୋକ ଆସନ୍ତି ଯାହାଙ୍କ ଅଭିଯୋଗ ହୋଇଥାଏ କି ସେମାନେ ବହୁତ ପରିଶ୍ରମ କରନ୍ତି , କିନ୍ତୁ ତାଙ୍କୁ ସଫଳତା ମିଳିପାରେ ନାହିଁ , ଏହା ଛଡା କିଛି ଲୋକ ଏପରି ହୋଇଥାନ୍ତି , ଯିଏ ଟିକିଏ ବି ପରିଶ୍ରମ କରନ୍ତି ନାହିଁ, କିନ୍ତୁ ସଫଳତା ତାଙ୍କ ପାଦ ଚୁମେ

ଏହି ବିଷୟରେ ଜ୍ୟୋତିଷ୍ୟ କହନ୍ତି କି ଏହା ସବୁ ଗ୍ରହର ଖେଳ ଅଟେ , ଜ୍ୟୋତିଷ୍ୟଙ୍କ କହିବା ଅନୁଯାୟୀ, ଯେବେ ଗ୍ରହ ଭାଗ୍ୟର ମଧ୍ୟରେ ଆସେ ତେବେ କର୍ମ ଫଲ ଯେତେ ଭଲ ହେଉ ନା କାହିଁକି କିନ୍ତୁ ଭାଗ୍ୟ ଆପଣଙ୍କ ସାଥ୍ ଦିଏ ନାହିଁ , ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଊଛୁ , ଯାହା ଛୋଟ ଅଟେ କିନ୍ତୁ ଏହାକୁ କରିଲେ ଆପଣଙ୍କ ଜୀବନରେ ସବୁ ଅସୁବିଧା ଦୁର ହୋଇଯିବ , କହିଦେବୁ କି ଏହି ଉପାୟ ପୁରା ଚୁପଚାପ୍ ଓ ଶ୍ରଦ୍ଧାର ସହ ସକାଳ ସମୟରେ କରିଲେ ସଫଳତା ମିଳିବ ।

୧) ଯଦି ଆପଣଙ୍କ ଜୀବନରେ ନିଜ ଇଚ୍ଛାନୁସାରେ ସଫଳତାପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ରୁପରେ ମା ବାପା ଓ ବଡ ବୟସ୍କଙ୍କ ଆଶିର୍ବାଦରୁ ନିଜ ଦିନର ଆରମ୍ଭ କରନ୍ତୁ, ହଁ ଆଜ୍ଞା ଏହାପରେ ଘରୁ ବାହାରକୁ ଯାଆନ୍ତୁ, ଏହି କଥାର ଧ୍ୟାନ ଦେବେ କି କାହା ମନକୁ ଆଘାତ ଦେବେନି ।

୨) ସକାଳ ସମୟରେ ଉଠିବାପରେ ନିଜ ହାତର ପାପୁଲିକୁ ଦେଖନ୍ତୁ ଓ ତିନିଥର ଚୁମା ଦେଇ ନିଜ ଚେହେରାରେ ବୁଲାଇଦିଅନ୍ତୁ , ଏହାପରେ ଇଷ୍ଟଦେବଙ୍କୁ ମନରେ ପ୍ରଣାମ କରି ନିଜ ଡାହାଣ ପାଦ ମାଟିରେ ରଖନ୍ତୁ, ଏହାପରେ ନିଜ ବାପା ମାଙ୍କ ପାଦ ଛୁଅନ୍ତୁ ,ଓ ତାଙ୍କ ଆଶିର୍ବାଦ ନିଅନ୍ତୁ, ଏହାପରେ କିଛି ଆଉ ଶବ୍ଦ କୁହନ୍ତୁ , ଦେଖିବେ ଆପଣଙ୍କ ପୁରା ଦିନ ଖୁସି ଓ ପ୍ରସନ୍ନତାରେ ଭରା ରହିବ ।

୩) ଏହା ଛଡା ସବୁଦିନ ପ୍ରାତଃ କାଳରେ କୁଳି କରି କିଛି ମହୁ ଖାଆନ୍ତୁ , ଏହାପରେ ନିୟମିତ ରୁପରେ ସ୍ନାନ କରିବାପରେ ସୁର୍ଯ୍ୟଦେବତାଙ୍କୁ ତମ୍ବାର ବାସନରେ ପାଣିନେଇକରି ସେଥିରେ ଗୁଡ ବା ଚିନି ଓ ଫୁଲ ମିଶାଇକରି ଜଳ ଅର୍ପଣ କରନ୍ତୁ , ଏହାପରେ ସବୁ ଅସୁବିଧା ଦୁର ହୋଇଯିବ , ଓ କାମରେ ସଫଳତା ମିଳିବ ।

୪) ଡାହାଣ ହାତରେ କଳାଫିତା, ଓ ଡାହାଣ ହାତର ତର୍ଜନୀ ଆଙ୍ଗୁଠିରେ ସୁନାର ମୁଦି ଧାରଣ କରନ୍ତୁ , ଏହା ଦ୍ୱାରା ଆପଣଙ୍କ କାର୍ଯ୍ୟ ସହଜରେ ହୋଇଯିବ ।

୫) ଆପଣଙ୍କୁ ଜଣେଇଦେବୁ କି ହକିକ୍ ପଥର ବହୁତ ଚମର୍କାରୀ ବୋଲି ଜଣାଯାଏ , ଏଥିପାଇଁ କେଉଁ କାମରେ ସଫଳତାପାଇବାକୁ ଚାହୁଁଛନ୍ତି ତେବେ ୧୧ ଟି ହକିକ୍ ପଥର ନେଇକରି କେଉଁ ମନ୍ଦିରରେ ଚଢାଇଦିଅନ୍ତୁ , ଓ ଇଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ଓ କୁହନ୍ତୁ କି ଆପଣ ଏହି କାମରେ ସଫଳତାପାଇବାକୁ ଚାହୁଁଛନ୍ତି , କହିଦେବୁ କି ଏହି କ୍ରିୟାକୁ ଚୁପ୍ ଚାପ୍ କରିବାର ଅଛି , ବିଶ୍ୱାସ କରିବେ ସଫଳତା ମିଳିବ ।

୬) ଦୁଇ ବୁନ୍ଦା କର୍ପୁରର ତେଲକୁ ଗାଧୋଉଥିବା ପାଣିରେ ପକାଇ ଗାଧୋଇଲେ ଭାଗ୍ୟ ତେଜ୍ ହୋଇଥାଏ,  ଏହା ଶରୀରରୁ ନକରାତ୍ମକ ଉର୍ଜା ବାହାର କରିଦିଏ ।

୭) ଜୀବନରେ ଗ୍ରହର ଶାନ୍ତି ଓ ଶୁଭ ଫଳ ପାଇବାକୁ ହେଲେ ସୁଖିଲା ନଡିଆ ଭିତରେ ଘିଅଓ ଚିନି ଭରିକରି କେଉଁ ସୁନଶାନ୍ ଜାଗାରେ ଗଛର ତଳେ ପିମ୍ପୁଡି ବସା ପାଖରେ ପୋତିଦିଅନ୍ତୁ, ଏହି କଥାର ଧ୍ୟାନ ରଖିବେ କି ଏହି ଉପାୟ ତିନି ମାସରେ ଥର୍ରେ କାହାକୁ ନ କହି କରିବାର୍ ଅଛି, ହଁ ଆଜ୍ଞା ଏଥିରେ ଆପଣଙ୍କୁ ସଫଳତା ମିଳିବ ।

୮) ଏହା ଛଡା ସଫଲତା ହାସିଲ୍ କରିବା ଓ ଦୈବୀୟ ଶକ୍ତିଙ୍କ ଆଶିର୍ବାଦ ପାଇବା ପାଇଁ ସବୁ କାର୍ଯ୍ୟ କ୍ଷେତ୍ରର ଟେବୁଲର ଇଶାନ୍ କୋଣ ମାନେ ଉତ୍ତର ପୁର୍ବ କୋଣରେ ନିଜ ଆରାଧ୍ୟ ଦେବତା କିମ୍ବା ଦେବୀଙ୍କ ସୁନ୍ଦର ଚିତ୍ର ଲଗାନ୍ତୁ , ଏଥିରେ ଶୁଭ ଫଳ ପ୍ରାପ୍ତି ହେବ ।

୯) ଏହା ଛଡା କେଉଁ ବି ଖରାପ ଶକ୍ତିରୁ ରକ୍ଷା ପାଇବାପାଇଁ ସମୟ ସମୟରେ ମୁଠାଏ ମୁଗ ନିଜ ଘରୁ ଆଣି ଚଢେଇକୁ ଖୁଆଇଦିଅନ୍ତୁ , ଏଥିରେ ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ ।

୧୦) ଏହା ଛଡା ଯଦି ଆପଣ ଘରୁ ବାହାରକୁ କେଉଁ ଜରୁରୀ କାମରେ ଯାଊଛନ୍ତି ତେବେ ସେଥିରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ଘରୁ ବାହାରିବାସମୟରେ ଚୁଟକି ଭରା ହେଙ୍ଗୁ ନିଜ ଉପରେ ବୁଲାଇ ଉତ୍ତର ଦିଗରେ ଫିଙ୍ଗିଦିଅନ୍ତୁ, କିନ୍ତୁ ଏହାପରେ ଆଉ ବୁଲି ଅନେଇବେ ନାହିଁ , କାମ କରିବାପରେ ହିଁ ଫେରିବେ , ବିଶ୍ୱାସ କରନ୍ତୁ ଏଥିରେ ଆପଣଙ୍କ କାମରେ ସଫଳତା ମିଳିବାର ଆଶା ବଢିଯିବ

Leave a Reply

Your email address will not be published. Required fields are marked *