February 26, 2024

Odia Express

News For Public

ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସଙ୍କେତ କହିଥାଏ କି ଆପଣଙ୍କ ଖରାପ ସମୟ ଆସିବାର ଅଛି – ନିଶ୍ଚୟ ଏହି ସଂକେତ ଜାଣିରଖନ୍ତୁ

ଏମିତି କୁହାଯାଏ କି ଆପଣଙ୍କ ଲାଇଫ୍ ରେ କିଛି ବି ଆଗକୁ ହେବାର ତାହାର ସଙ୍କେତ ପୁର୍ବରୁ ଭଗବାନ ଦେଇଦିଅନ୍ତି , ଏମିତିରେ ଯେଉଁ ବ୍ୟକ୍ତି ଏହି ସଙ୍କେତଗୁଡିକ ପୁର୍ବରୁ ବୁଝିନେଇଯାଏ ସେ ସଂମ୍ଭାଳିଯାଏ ଓ ଆସୁଥିବା ଖରାପ ସମୟକୁ ପ୍ରତିରୋଧ କରିନିଏ , ଆଜି ଆମେ ଆପଣଙ୍କୁ ଏମିତି ୮ ଟି ସଙ୍କେତ ବିଷୟରେ କହିବୁ ଯାହା ଆସୁଥିବା ଖରାପ ସମୟ ଆଡକୁ ଇସାରା କରିଥାଏ,  ଏହି ସଙ୍କେତକୁ ଯଦି ପୁର୍ବରୁ ଜାଣିପାରିବେ ତେବେ ଆପଣଙ୍କ ଖରାପ ସମୟକୁ ବଦଳାଇପାରିବେ , ତେବେ ଆସନ୍ତୁ ଜାଣିବା ସେହି ସଙ୍କେତଗୁଡିକ ବିଷୟରେ ।

୧) ଯଦି କେଉଁ ମହିଳା ସିନ୍ଦୁର ଲଗାଉଛି, ଓ ସେହି ସମୟରେ ସିନ୍ଦୁର ଡବା ତଳେ ପଡିଯାଏ ତେବେ ଏହା ଏକ ଖରାପ ବା ଅଲକ୍ଷଣର ସଙ୍କେତ ହୋଇଥାଏ , ଏହି ସଙ୍କେତର ମତଲବ୍ ଏହା ହୋଇଥାଏ କି ଆପଣଙ୍କ ସ୍ୱାମୀଙ୍କ କାରୋବାରରେକିମ୍ବା ଚାକିରିରେ କିଛି କ୍ଷତି ହେବ , ତାହା ସହ ଏହା ଆପଣଙ୍କ ସ୍ୱାମୀଙ୍କ ଖରାପ ସ୍ୱାସ୍ଥ୍ୟ ହେବାର ଇସାରା ଦେଇଥାଏ ।

୨) ଯଦି ଆପଣଙ୍କ ଘରେ ରଖିଥିବା କ୍ଷୀର ବିନା କିଛି ଖାସ୍ କାରଣରୁ ଛିଡିଯାଏ , ତେବେ ଏହା ଏକ ଖରାପ ସଙ୍କେତ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କ ଘରେ କେଉଁ ବଡ କଳହ ହେବାର ଅଛି , ଓ ଘରେ ସୁଖ ଶାନ୍ତି ଜଲଦି ଭଙ୍ଗ ହେବାର ହେବାର ଅଛି ।

୩) ଯଦି ଆପଣଙ୍କୁ ରାତିରେ ଖରାପ ସ୍ୱପ୍ନ ଆସିଥାଏ, ତେବେ ବୁଝିଯିବେ କି ପରିବାରର କେଉଁ ଜଣେ ସଦସ୍ୟ ପାଇଁ ଏହା ଭଲ ସଙ୍କେତ ନୁହେଁ , ଏହି ସଙ୍କେତର ଅର୍ଥ ଏହା କି ଆପଣଙ୍କ ପରିବାରର ସଦସ୍ୟଙ୍କ ଉପରେ କେଉଁ ଏକ ବଡ ଅସୁବିଧା ଆସିପାରେ ।

୪) ଯଦି ଆପଣଙ୍କ ଘରେ କେଉଁ ଗୃହପାଳିତ ପଶୁ ଯେପରି ବିଲେଇ କୁକୁର କିଛି ଦିନ ହେବ ଅଜବଧରଣ ବ୍ୟବହାର କରୁଛି , କିମ୍ବା କିଛି ଅଲଗା ଧରଣର ଆବାଜ୍ ବାହାର କରୁଛି, ତେବେ ବୁଝିଯିବେ କି ଆପଣଙ୍କ ଘର କିମ୍ବା ଆଖପାଖ ଲୋକଙ୍କ ଉପରେ ଖରାପ ନକରାତ୍ମକ ଶକ୍ତି ଭଟକୁଛି, ଏମିତିରେ ଘର ମଧ୍ୟରେ କଳହ କରିବାର ସଙ୍କେତ ଦେଇଥାଏ ।

୫) ଯଦି କେଉଁ ମହିଳାଙ୍କ ମଙ୍ଗଳସୁତ୍ର ଛିଡିଯାଇଥାଏ , ତେବେ ବୁଝିଯିବେ କି ଆପଣଙ୍କ ସ୍ୱାମୀଙ୍କ ଉପରେ କେଉଁ ବଡ ବିପଦ ଆସିବାର ଅଛି , ଏଥିରୁ ବଞ୍ଚିବାକୁ ହେଲେ ସକାଳୁ ମହିଳାଙ୍କୁ ତୁଳସୀ ମାଙ୍କୁ ପୁଜା କରିବା ଉଚିତ୍ ।

୬) ଯଦି ଆପଣ ଘରୁ ବାହାରିବା ସମୟରେ କାହାର କଳହ କିମ୍ବା ଲଢେଇ ଝଗଡା ଦେଖିଲେ ଏଥିରୁ ଏହା ସଙ୍କେତ ମିଳେ କି ଆପଣଙ୍କ ସଂମ୍ପର୍କୀୟଙ୍କ ସହ ମନମୁତାବ ହେବ ।

୭) ଯଦି ଖାଇବା ସମୟରେ ଆପଣଙ୍କ ପ୍ରଥମ ଖାଦ୍ୟ ପିତା ଲାଗେ ଓ ଅନ୍ୟଙ୍କ ଖାଦ୍ୟ ସାମାନ୍ୟ ଲାଗେ ତେବେ ବୁଝିଯିବେ କି ଆପଣଙ୍କ କେଉଁ ସଂମ୍ପର୍କୀୟଙ୍କ ଘରୁ ଖରାପ ଖବର ଆସିବାର ଅଛି ।

୮) ଯଦି ଆପଣଙ୍କ ହାତରୁ ପୁଜାର ଥାଳି ଗଳିପଡେ , ତେବେ ବୁଝିଯିବେ କି ଦେବତା ଆପଣଙ୍କ ଠାରୁ ନାରାଜ୍ ଅଛନ୍ତି , ଓ ଘରେ ଏକ ଯଜ୍ଞ କରିବା ବିଧେୟ

Leave a Reply

Your email address will not be published. Required fields are marked *