March 3, 2024

Odia Express

News For Public

ଏହି ମହିଳା ଗତ ୧୦ ବର୍ଷରୁ ଦେଇ ସାରିଛନ୍ତି ୧୦ ଟି ଛୁଆଙ୍କ ଜନ୍ମ , କହିଲେ ଅଟକିବ ନାହିଁ ଯେବେ ପର୍ଯ୍ୟନ୍ତ…

1 min read

ବିବାହ ଆମ ଜୀବନରେ ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ଅଟେ , ଏମିତି କହିପାରିବା କି ଜୀବନର ଏକ ମହତ୍ତ୍ୱପୁର୍ଣ୍ଣ ସିଢି ହୋଇଥାଏ,  ବିବାହ ଆମର ଜୀବନରେ ବହୁତ ପରିବର୍ତ୍ତନ ଆଣିଥାଏ,  କିନ୍ତୁ ତା ସହ ବହୁତ ଦାୟିତ୍ୱ ବି ଆଣିଥାଏ , ବିବାହିତ ଜୀବନରେ ଛୁଆ ହେବା ଏକ ମହତ୍ତ୍ୱପୁର୍ଣ୍ଣ ଓ ସୁଖଦ ଅନୁଭବ ଆଣିଥାଏ,  ସବୁ ମଣିଷ ଚାହିଁଥାଏ କି ତାର ଛୁଆ ବି ହୁଅନ୍ତୁ ଯାହାକୁ ସେ ଭଲ ପାଉ ଓ ସବୁପ୍ରକାରର ଖୁସି ଦେଉ, ସବୁ ମଣିଷ ଏହି ଅନୁଭୁତିକୁ ବୁଝିଥାଏ , ସବୁ ଯୋଡି ଗୋଟେ କିମ୍ବା ଦୁଇଟି ଛୁଆ ଜନ୍ମ ଚାହଁନ୍ତି, କିନ୍ତୁ ଏମିତି ଏକ ମହିଳା ଅଛନ୍ତି ଯାହାଙ୍କ ୧୦ ଟି ଛୁଆ ହେବାପରେ ବି ସେ ଛୁଆ ଚାହୁଁଛନ୍ତି , ତେବେ ଆସନ୍ତୁ ଜାଣିବା କଣ ସେହି କାରଣ ଯାହାକି ସେ ମହିଳାଙ୍କୁ ୧୦ ଟି ଛୁଆଙ୍କ ଜନ୍ମପରେ ବି ସନ୍ତୁଷ୍ଟି ମିଳିଲା ନାହିଁ,  ଓ ଆହୁରି ଛୁଆ ଜନ୍ମ ଦେବାର ପ୍ଲାନିଙ୍ଗ୍ କରୁଛନ୍ତି । ଜଣେ ଦମ୍ପତ୍ତିଙ୍କୁ ଗୋଟେ କିମ୍ବା ଦୁଇଟି ଛୁଆଙ୍କୁ ସଂମ୍ଭାଳିବା ବହୁତ ମୁସକିଲ୍ ହୋଇଯାଇଥାଏ , କିନ୍ତୁ ଜଣେ ଏମିତି ମହିଳା ଅଛନ୍ତି ଯାହାଙ୍କ ୧୦ ଟି ଛୁଆ ଅଛନ୍ତି , ଓ ଆହୁରି ୨ ଟିଛୁଆ ଇଚ୍ଛା କରୁଛନ୍ତି , ଏହି ମହିଳାଙ୍କ ନାଁ କର୍ଟନି ରୋଜର୍ସ ଅଟେ

ଆପଣଙ୍କୁ କହିଦେବୁ କି ଗତ ଦଶ ବର୍ଷ ସମୟ ମଧ୍ୟରେ ଦଶଟି ଛୁଆ ଥିଲେ , ଓ ତାଙ୍କର ଆହୁରି ଦୁଇଟି ଛୁଆ ଜନ୍ମ ଦେବାର ମନ ହୋଇସାରିଛି , ଏହା ପଢିବାକୁ ଅଜବ ଲାଗୁଥିବ କିନ୍ତୁ ଏହା ଏକ ସତ ଘଟଣା ଅଟେ । ଏହା ବହୁତ ହିଁ ସାହାସି ମହିଳା ଆଉଥରେ ଗର୍ଭବତୀ ହୋଇଯାଇଛନ୍ତି , ଓ ୧୯ ନଭେମ୍ବରକୁ ନିଜ ୧୧ତମ ଛୁଆକୁ ଆଶା ରଖିଛନ୍ତି , ପରିବାରରେ ବର୍ତ୍ତମାନ କର୍ଟନୀ ଓ କ୍ରିସ୍ ଙ୍କ ଛଡା ଛଅଟି ପୁଅ ଓ ଚାରୋଟି ଝିଅ ଅଛନ୍ତି , କିନ୍ତୁ ସବୁଠାରୁ ମଜାଦାର୍ କଥା ଏହା କି ଘରର ସବୁ ନାଁ C ସହ ଆରମ୍ଭ ହୋଇଥାଏ , କର୍ଟନୀ ଓ ତାଙ୍କ ସ୍ୱାମୀ କ୍ରିସ୍ ରୋଜର୍ସ ୨୦୦୮ ରେ ବିବାହ କରିଥିଲେ ୨୦୧୦ ରେ ତାଙ୍କ ପ୍ରଥମ ଛୁଆ ହେଲା , ତେବେ ଠାରୁ ନେଇକରି ଏବେ ପର୍ଯ୍ୟନ୍ତ କର୍ଟନୀ ବାରମ୍ବାର ଗର୍ଭବତୀ ହୋଇଛନ୍ତି , ୧୦ ବର୍ସରେ ସେ ୯ ମାସ ବିନା ପ୍ରେଗନେନ୍ସିରେ ରହିଛନ୍ତି , ତାଙ୍କ ଛୁଆଙ୍କ ନାଁ ହେଲା- କ୍ଲିଣ୍ଟ୍, କ୍ଲେ, କେଡ୍, କେଲି, କେଶ୍, ଟ୍ୱିନ୍ସ କଲଟ୍, କେସ୍, କେଲେନା, କେଡୟୁ, କୋରାଲି

ଏକ କଥାବାର୍ତ୍ତା ସମୟରେ କର୍ଟନୀ କହିଲେ କି ପରିବାରକୁ ଚଲାଇବାଏତେ ସହଜ ହୋଇନଥାଏ, ପରିବାରର ଖର୍ଚ୍ଚକୁ କାଟିକି ପରିବାର୍ ଖର୍ଚ୍ଚ ତୁଲାଇବାକୁ ପଡିଥାଏ , ସବୁ ଖାଇବା ଓ ଅନାବଶ୍ୟକ ଜିନିଷକୁ କିଣିବାରେ ରୋକିବାକୁ ହେବ,  କର୍ଟନୀ ଆଗକୁ କହିଲେ କି ଆମେ ୧୨ ଟି ଛୁଆ ଚାହୁଁଛୁ, ମାନେ ୧୪ ଜଣଙ୍କ ପରିବାର ହେବ,  ମୋର ସ୍ୱାମୀଙ୍କ ୧୦ ଟି ଭାଇ ଭଉଣୀ ଅଛନ୍ତି , ଓ ତାଙ୍କ ବିବାହ ପୁର୍ବରୁ ମଜାକ୍ କରିଥିଲେ କି ସେ ନିଜ ମାଙ୍କ ପରି ଛୁଆ ଜନ୍ମ କରିବେ , ସେ ସେହିପରେ କର୍ଟନୀ ମନ ବଳାଇଲେ କି ସେ ୧୨ଟି ଛୁଆ କରିବେ ,

କହିଦେବୁ କି କର୍ଟନୀ ଓ କ୍ରିସ୍ ପ୍ରଥମ ଥର ୨୦୦୭ ରେ ଜର୍ଜିଆରେ ଏକ ଚର୍ଚ୍ଚ କ୍ୟାମ୍ପରେ ଦେଖା ହୋଇଥିଲେ,  ଓ ଏକ ବର୍ଷ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଗଲେ,  ନିଜ ପୁର୍ବ ଛୁଆଙ୍କ ଗର୍ଭପାତ ହେବାର ପାଞ୍ଚମାସ ପରେ କର୍ଟନୀ ପୁର୍ବର ପୁଅ କ୍ଲିଣ୍ଟ୍- ଯିଏ ଏବେ ୧୦ ବର୍ଷର ହୋଇସାରିଛନ୍ତି, ଙ୍କ ସହ ଆଉଥରେ ଗର୍ଭବତୀ ହେଲେ , ଓ ଆଉଥରେ କର୍ଟନୀ ୧୧ ତମ ଛୁଆ ପାଇଁ ଗର୍ଭବତୀ ହୋଇଛନ୍ତି

Leave a Reply

Your email address will not be published. Required fields are marked *