March 3, 2024

Odia Express

News For Public

ଇଶ୍ୱର୍ ଆପଣଙ୍କ ସହ ଅଛନ୍ତି କି ନାହିଁ , ଏହାର ଏକ ଅଚୁକ ଉପାୟରୁ ଜାଣିପାରିବେ ଏହି ବିଷୟରେ

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଏମିତି କୁହାଯାଇଛି କି ଛୁଆଙ୍କ ଜନ୍ମ ନେବା ସମୟରୁ ହିଁ ପ୍ରାୟ ଏକ ହାତ ଦୁରତ୍ୱରେ ଇଶ୍ୱରଙ୍କ ବାସ ହୋଇଥାଏ , ଆପଣ ଏହା ତ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ତଥ୍ୟାତ୍ମକ କଥା କହିବାକୁ ଯାଉଛୁ, ଯାହାପରେ ଆପଣ ସ୍ୱୟଂ ଏହି କଥାର ପତ୍ତା ଲଗାଇଦେବେ , ଇଶ୍ୱର ଆପଣଙ୍କ ସହ ଅଛନ୍ତି କି ନାହିଁ,  ଆସନ୍ତୁ ଜାଣିବା କିପରି ଜାଣିପାରିବେ କି ଇଶ୍ୱରଙ୍କ ଉପସ୍ଥିତି ଆପଣଙ୍କ ଆଖପାଖରେ ଅଛି କି ନାହିଁ ?

ଏମିତି ମାନାଯାଏ କି ପୃଥିବୀର ଯେବେ ନିର୍ମାଣ ହେଉଥିଲା ତେବେ ଭଗବାନ ଏକ ବାଳକକୁ ପୃଥିବୀ ଲୋକରେ ପଠାଇବାକୁ ଥିଲେ , କିନ୍ତୁ ସେ ବାଳକ ବହୁତ ନାରାଜ୍ ଥିଲା,  ଭଗବାନ ତାକୁ ମୃତ୍ୟୁ ଲୋକକୁ ପଠାଉଥିଲେ,  ବାଳକ ନାରାଜ୍ ଓ ଉଦାସ ହେବାର ଦେଖି ଭଗବାନ ତାଙ୍କୁ ପଚରିଲେ ତୁମେ ନାରାଜ୍ କଣ ପାଇଁ ଅଛ? ତେବେ ଏହାର ଉତ୍ତରରେ ସେ ବାଳକ କହିଲା କି ମୋତେ ଆପଣଙ୍କ ଠାରୁ ଦୁରେଇ ଯିବାର ଦୂଃଖ ଅଛି, ଏହାଉପରେ ଇଶ୍ୱରଙ୍କୁ ସେ କଥାରେ କଥାରେ କହିଦେଲା କି ମୁଁ ସର୍ବଦା ତୁମ ସହ ରହିବି, ବାଳକ ଏହି କଥାର ମନେ ରଖିନେଲା , ଓ ଭଗବାନଙ୍କୁ ବଚନ ଦେଲା କି ସବୁବେଳେ ସେ ତାଙ୍କ ସହ ରହିବେ , ଓ ସେହି ବାଳକୁ ଇଶ୍ୱର ବଚନ ଦେଇଦେଲେ ।

ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ କୁହାଯାଇଛି କି ସେହି ବାଳକଙ୍କୁ ଇଶ୍ୱର କହିଥିଲେ କି ଯେବେ ବି ତୁମେ ନିଜ ଆଖି ବନ୍ଦ କରିବ ,ତେବେ ଦୁଇ ଯୋଡା ପାଦ ଚିହ୍ନ ଦେଖାଦେବ,  ଯାହାର ମତଲବ ଇଶ୍ୱର ତୁମ ସହ ଅଛନ୍ତି , ତେବେ ଠାରୁ ନେଇକରି ଆଜି ପର୍ଯ୍ୟନ୍ତ ଲୋକେ ଏହି କଥାକୁ ମାନି ଆସିଛନ୍ତି , ଓ ଆପଣଙ୍କୁ ଯଦି ଲାଗେ କି ଆପଣ କିଛି ଅସୁବିଧାରେ ଅଛନ୍ତି ତେବେ ଆଖି ବନ୍ଦ କରି  ପତ୍ତା କରିପାରିବେ କି ଇଶ୍ୱର ଆପଣଙ୍କ ସହ ଅଛନ୍ତି କି ନାହିଁ ଲୋକେ ନିଜ ଦୈନଦିନ ଜୀବନରେ ଏହି ପ୍ରକାର ବ୍ୟସ୍ତ ରହୁଛନ୍ତି , ତାଙ୍କୁ ଇଶ୍ୱରଙ୍କ ସ୍ମରଣ କରିବା ସମୟ ମିଳୁନାହିଁ , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଇଶ୍ୱର ସର୍ବଦା ନିଜ ଭକ୍ତଙ୍କ ପାଖାପାଖି ରୁହନ୍ତି

Leave a Reply

Your email address will not be published. Required fields are marked *