February 26, 2024

Odia Express

News For Public

ଆପଣଙ୍କ ଘରର କବାଟରେ ଏହି ରଙ୍ଗ ନାହିଁ ତ ? ଯଦି ଅଛି ତେବେ ବଦଳାଇଦିଅନ୍ତୁ , ନହେଲେ ହୋଇଯିବ ଏହି ଖରାପ କାମ

1 min read

ଯେବେ କେଉଁ ବ୍ୟକ୍ତି ଘର ବନାଇଥାଏ , ତେବେ ନିଜ ମନ ପସନ୍ଦର ହିସାବରେ ଘରର ରଙ୍ଗ କରିଥାଏ , କିନ୍ତୁ କଣ ଆପଣ ଜାଣିଛନ୍ତି ତେବେ ବାସ୍ତୁ ଶାସ୍ତ୍ର ହିସାବରେ ଆପଣଙ୍କ ଘରର କବାଟର ରଙ୍ଗ କାନ୍ଥର ରଙ୍ଗ କିମ୍ବା ରୁମ୍ ଦିଗ ବହୁତ ମାଇନା ରଖିଥାଏ , କିଛି ଲୋକ ଏମିତି ହୋଇଥାନ୍ତି ଯିଏ ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ ରଖନ୍ତି ନାହିଁ କିନ୍ତୁ ବାସ୍ତୁଦୋଷ ହୋଇଥାଏ,  ଏହି କଥା କେବେ ମନା କରାଯାଈପାରିବ ନାହିଁ , ଆଜି ଆମେ ଆପଣଙ୍କୁ ଘରର କବାଟରୁ ବାସ୍ତୁ ଦୋଷ ନିରାକରଣ ଓ କିପରି ଘରର କବାଟରୁ ବାସ୍ତୁ ଦୋଷ ପ୍ରବେଶ କରିଥାଏ, ଏହା ସବୁ କହିବାକୁ ଯାଉଛୁ, ବାସ୍ତୁ ଅନୁସାରେ ଆପଣଙ୍କ ଘରର ମୁଖ୍ୟ କବାଟ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ , ତେବେ ଆସନ୍ତୁ ଆପଣଙ୍କ ଘରର ମନ ଗେଟ୍ କରିବା ହୋଇଥାଏ ।

କଳା ରଙ୍ଗ- ଯେଉଁ ଘରର ଗେଟ୍ କିମ୍ବା ମୁଖ୍ୟ କବାଟ କଳା ରଙ୍ଗର ହୋଇଥାଏ , ସେହି ଘରର ମୁଖ୍ୟ କବାଟକୁ ଅନ୍ୟଙ୍କ ଠାରୁ ଅପଶବ୍ଦ ଶୁଣିବାକୁ ମିଳିଥାଏ , ବୋଧେ ଆପଣଙ୍କୁ ଜଣାନଥିବ କି ବହୁତ ସାରା ଲୋକ କଳା ରଙ୍ଗର ଗେଟ୍ ଲଗାନ୍ତି ନାହିଁ,  ତାଙ୍କର ମାନିବା କଥା କି ଏମିତି କରିଲେ ବାସ୍ତୁଦୋଷ ବ୍ୟାପିଥାଏ ଏଥିପାଇଁ ଘରର ମେନ୍ ଗେଟ୍ କେବେ କଳା ରଙ୍ଗର କରନ୍ତୁ ନାହିଁ । ନିଜ ମେନ୍ ଗେଟ୍ କୁ ଷ୍ଟାଇଲିଷ୍ଟ କରିବାପାଇଁ ବହୁତ ଲୋକେ ଭଲରୁ ଭଲ ଡିଜାଇନ୍ କରିଥାନ୍ତି , ଯେଉଁ ଲୋକ ଡିଜାଇନ୍ କରିଲେ ଛୁରୀ ଖଣ୍ତା କିମ୍ବା କେଉଁ ହତିଆର ବନାଇଲେ ତାହା ସେପରି ପ୍ରଭାବ ପକାଇଥାଏ , ଓ ଘରେ ଲଢେଇ ଝଗଡା କଳହ ଲାଗିଥାଏ । କୁହାଯାଏ କି ଯେବେ ସୁର୍ଯ୍ୟଦୟ ହୋଇଥାଏ , ସେହି ସମୟରେ ଘରର୍ କବାଟ ଖୋଲିବା ଦରକାର, କୁହନ୍ତି ଏମିତି କରିଲେ ଘରେ ପଜେଟିଭ୍ ଏନର୍ଜୀ ପ୍ରବେଶ କରିଥାଏ , ଯାହାର ଏକ ଫାଈଦା ହୋଇଥାଏ , ଘରର କେଉଁ ପ୍ରକାରର ଚିନ୍ତା ରୁହେ ନାହିଁ , ସହରରେ ରହୁଥିବା ଲୋକ ନିଜ ଘର ଝରକା ଖୋଲିପାରିବେ ।

ବାସ୍ତୁ ଶାସ୍ତ୍ରର ଘର କବାଟ ଲମ୍ବା ଓ ଚଉଡା ଉପରେ ନିର୍ଭର୍ କରିଥାଏ, ବାସ୍ତୁ ଅନୁସାରେ ମୁଖ୍ୟ କବାଟ ଉଚ୍ଚତା ତାହାର ଚଉଡା ରୁ ଦୁଇଗୁଣା ହୋଇଥାଏ , ମୁଖ୍ୟ କବାଟ୍ ସବୁବେଳେ ଦୁଇ ପଟ କରିବା ଉଚିତ୍ , କୁହାଯାଏ କି ଏମିତି କରିଲେ ଘରର ଶାନ୍ତି ରହିଥାଏ  ଏହା ଧ୍ୟାନ ରଖିବେ କି ଶୁଭ ରଙ୍ଗ ହେବା ଉଚିତ୍ , ଓ ଶୁଭ ଦିଗରେ ହେବା ଉଚିତ୍ । କୁହାଯାଏ କି ମୁଖ୍ୟ କବାଟ ସବୁବେଳେ ଖଟଖଟ୍ କରିବା ଉଚିତ୍ , ମାନେ ଆବାଜ୍ ଆସିବା ଦରକାର , କିନ୍ତୁ ଏହି ଆବାଜ୍ ଅଧିକା ଆସିଲେ ଘରେ ଦାରିଦ୍ରତା କାରଣ ହୋଇଯାଏ ।

ଯଦି ଆପଣଙ୍କ ଘରର ମୁଖ୍ୟ କବାଟ ପବନରୁ ଆପେ ଆପେ ଖୋଲିଯାଏ , ତେବେ ଏମିତି ଘର ମାଲିକ ସବୁବେଳେ ନିଜ ଘରୁ ବାହାରେ ରହିବାକୁ ପଡିଥାଏ ,ଏମିତି ଘରେ ରହୁଥିବା ଲୋକ ପାଖରେ ପଇସା ଆସିଥାଏ କିନ୍ତୁ କୁଆଡେ ଯାଇଥାଏ , ଏହା ଜଣାପଡେ ନାହିଁ , ମାନେ ବିଲକୁଲ୍ ବେକାରିଆ ଖର୍ଚ୍ଚ ହୋଇଯାଏ , ଯଦି ଆପଣଙ୍କୁ ମୁଖ୍ୟ କବାଟ ସାମ୍ନାରେ କେଉଁ କଣ୍ଟାଦାର ଗଛ ଥିବ ତେବେ ବହୁଥିବା ପାଣି କିମ୍ବା କାଦୁଅ ହୋଇଥିଲେ ଅଶୁଭ ହୋଇଥାଏ , ଏହା ଛଡା ବେକାର ଖର୍ଚ୍ଚର ସଙ୍କେତ ହୋଇଥାଏ , ଏହାର ନିବାରଣ ପାଇଁ କବାଟ ତଳେ ରୁପାର ଚାର ପକାଦିଅନ୍ତି, ତାହା ସହ ଘର ବାହାର ତୁଳସିର ଗଛ ଲଗାଇଦିଅନ୍ତୁ

Leave a Reply

Your email address will not be published. Required fields are marked *