March 2, 2024

Odia Express

News For Public

କେବଳ ୨ ପ୍ରତିଶତ ଲୋକଙ୍କ ହାତରେ ହୋଇଥାଏ ଏହି ଚିହ୍ନ, ଯଦି ଆପଣଙ୍କ ହାତରେ ବି ଅଛି ଏହି ଚିହ୍ନ , ତେବେ ଜାଣିନିଅନ୍ତୁ ଏହାର ମତଲବ

1 min read

କୁହନ୍ତି ସବୁ ମଣିଷଙ୍କ ହାତର ରେଖା ତାଙ୍କ ଭବିଷ୍ୟ ଓ ଭାଗ୍ୟ ଲୁଚି ରହିଥାଏ , ସେମିତି ଆଜି ଆମେ ଆପଣଙ୍କୁ ଏମିତି ଏକ ରେଖା ବିଷୟରେ କହିବାକୁ ଯାଊଛୁ, ଯାହା ସବୁ ବ୍ୟକ୍ତି ହାତରେ ହୋଇନଥାଏ, ଜଣାଇଦେବୁ କି ଏହି ରେଖା କେବଳ ଗୋଟେ କିମ୍ବା ଦୁଇ ପ୍ରତିଶତ ଲୋକଙ୍କ ହାତରେ ହୋଇଥାଏ , ଯେଉଁମାନେ ବହୁତ ଭାଗ୍ୟଶାଳୀ ବି ହୋଇଥାନ୍ତି ,ଏବେ ଏହି ଦୁନିଆଁରେ ଭାଗ୍ୟଶାଳୀ ଲୋକଙ୍କର ସଂଖ୍ୟା ବହୁତ କମ୍ ଅଛି, ଏହି କାରଣରୁ ରେଖା କେବଳ କିଛି ହିଁ ଲୋକଙ୍କ ହାତରେ ମିଳିଥାଏ, ଏଥିପାଇଁ ଯଦି ଆପଣଙ୍କ ହାତରେ ଏହି ରେଖା ଅଛି ତେବେ ବୁଝିନେବେ କି ଆପଣ ଦୁନିଆଁର ଭାଗ୍ୟଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି । ଏଥିରେ କୌଣସି ଦ୍ୱିତୀୟ ରାୟ ନାହିଁ କି ହାତର ରେଖା ବହୁତଥର ନିଜ ସ୍ଥିତି ବଦଲାଇଥାଏ , ଓ ଏମିତିରେ ଲୋକ ଭାଗ୍ୟ ସେହି ଦିଗରେ ଚାଲିଥାଏ

ଏବେ ଏମିତି ହସ୍ତରେ ମାନେ ହାତର ରେଖାରୁ ମନୁଷ୍ୟର ଭବିଷ୍ୟ ସହ ଯୋଡି ହୋଇଥିବା ବଡ କଥାର ଖୁଲାସା ହୋଇଥାଏ, ଏବେ ଆପଣ ଭାବୁଥିବେ କି ହାତରେ ଏତେ ସାରା ରେଖା ହୋଇଥାଏ,  ଏମିତିରେ ସେହି ଖାସ୍ ରେଖା ବିଷୟରେ କେମିତି ଜାଣିବେ , ତେବେ ଆମେ ଆପଣଙ୍କୁ କହିଦେବୁ କି ଏହି ରେଖା ବହୁତ କମ୍ ଲୋକଙ୍କର ହାତରେ ହୋଇଥାଏ,  ଏଥିପାଇଁ ବହୁତ ଖାସ୍ ବି ହୋଇଥଏ,  ଏହା ଛଡା ମିଶ୍ରର ବିଦ୍ୱାନଙ୍କ କହିବା କଥା କି ସିକନ୍ଦରଙ୍କ ହାତରେ କିଛି ଏହିପରି ରେଖା ଚିହ୍ନ ଥିଲା,  ଓ ସିକନ୍ଦରଙ୍କ ଛଡା କେବେ ଏହି ରେଖା ଚିହ୍ନ କାହା ହାତରେ ଦେଖିବାକୁ ମିଳିନଥିଲା ।

ଏହି X ରେଖା ମାନେ କ୍ରସ୍ ଚିହ୍ନ ପରି ଦେଖାଯାଏ , ଏମିତି କୁହାଯାଏ କି ଯେଉଁ ଲୋକଙ୍କର ହାତରେ ଏହା ହୋଇଥାଏ , ସେମାନେ ବଡ କାମ କରିଥାନ୍ତି , କିମ୍ବା ବଡ ନେତା ହୋଇଥାନ୍ତି , ସେମିତି ବିଦ୍ୱାନଙ୍କ କହିବା କଥା କି ସିକନ୍ଦରଙ୍କ ଛଡା ଚିହ୍ନ ହିଟଲର୍ , ମହାତ୍ମାଗାନ୍ଧୀ, ଓ ସମ୍ରାଟ ଅଶୋକଙ୍କ ହାତରେ ବି ମିଳିଥିଲା,  ମାନେ ଯେଉଁ ଲୋକଙ୍କର ନାଁ ଆଜି ଦୁନିଆଁ ଇତିହାସ ପୃଷ୍ଠାରେ ମନେ ରଖିଛି, ସେହି ସବୁ ଲୋକଙ୍କ ହାତରେ ଏହି ରେଖା ଥିଲା

ଏମିତିରେ ଆପଣ ନିଜେ ଏହି କଥାର ଅନ୍ଦାଜା ଲଗାଇପାରିବେ କି ଏହି ରେଖା ବାସ୍ତବରେ କେତେ ସୌଭାଗ୍ୟଶାଳୀ ଅଟେ, ଭାଗ୍ୟର ସହ ଆପଣଙ୍କୁ ଟିକିଏ ପରିଶ୍ରମ୍ କରିବାକୁ ପଡିବ , ତେବେ ଏହି ରେଖା ଆପଣଙ୍କ ପାଇଁ ଭାଗ୍ୟଶାଳି ପ୍ରମାଣିତ୍ ହେବ । ଯଦି ଆପଣଙ୍କ ହାତରେ ଏମିତି ରେଖା ଅଛି ତେବେ ଖୁବ୍ ଶିଘ୍ର ଉଜ୍ଜଳ ଭବିଷ୍ୟତ ଆରମ୍ଭ କରିଦିଅନ୍ତୁ , ଓ ଦୁନିଆଁକୁ ଜିତ୍ ନେଇଯାଆନ୍ତୁ , ନହେଲେ ବିଳମ୍ବ ନ ହୋଇଯାଉ ।

Leave a Reply

Your email address will not be published. Required fields are marked *