February 26, 2024

Odia Express

News For Public

ଏହି ସାବୁନ୍ ଆପଣଙ୍କ ଶରୀରକୁ କରିଦେବ ଏତେ ଗୋରା କି ଆପଣ ଭାବି ବି ନଥିବେ , ଦେଖନ୍ତୁ ଭିଡିଓ

ଆଜିର ଜମାନାରେ ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ନିଜ ପର୍ସନାଲିଟିକୁ ନେଇକରି ବହୁତ ଚିନ୍ତା ରହିଥାଏ , ଖାସ୍ କରି ଝିଅ ଯିଏ ନିଜ ଚେହେରାର ସୁନ୍ଦରତା ବଢାଇବାପାଇଁ କେଉଁ ବି କାମ କରିପାରନ୍ତି , ଓ ବହୁତଥର ଏହି ଚକ୍କରରେ ସେ ନିଜ ଚେହେରାକୁ ଖରାପ କରିଦିଅନ୍ତି , ହଁ ଆଜ୍ଞା ଏବେ ଆଅଣ ନିଜେ ହିଂ ଭାବନ୍ତୁ ଯଦି କେଉଁ ଝିଅର ଚେହେରାରେ ବ୍ରଣ ଆସିଯାଏ ତେବେ ସେ ପୁରା ଘର ଦୋହଲାଇଦିଏ , ଏବେ ପୁର୍ବର ସମୟରେ ଜେଜେମା ଓ ଆଇ ପ୍ରକିୟାରେ ଏହି ଚିନ୍ତାରୁ ନିପଟାଇବାରେ ବହୁତ କାମ ଆସୁଥିଲା,  କିନ୍ତୁ ଆଜିକାଲି ସବୁ ଆଧୁନିକ ହୋଈଯାଇଛି, ମାନେ ଆଜି କା ସମୟରେ ବହୁତ କମ୍ ଝିଅ ଏମିତି ଥିବେ ଯିଏ ଜେଜେମା ଓ ଆଇଙ୍କ ପ୍ରକିୟା ଆପଣାଉଥିବେ ।

ଏଥିରେ କୌଣସି ସନ୍ଦେହନାହିଁ କି ବ୍ୟକ୍ତି ନିଜକୁ ସୁନ୍ଦର ଦେଖାଯିବାପାଈଁ ନାନାପ୍ରକାରର ପ୍ରକିୟା କରିଥାଏ , ଏହି ଲିଷ୍ଟରେ ଝିଅଙ୍କ ନାଁ ପ୍ରଥମେ ଆସିଥାଏ , ହଁ ଆଜ୍ଞା ଏମିତି କହିପାରିବା କି ଝିଅଙ୍କୁ ଅଧିକା ସୁନ୍ଦର ଦେଖାଯିବାର ଇଚ୍ଛା ହୋଇଥାଏ , ତେବେ ଏହା କହିବା କିଛି ଭୁଲ୍ ହେବ ନାହିଁ , ଏମିତିରେ ସବୁ ଝିଅ ସୁନ୍ଦର ଦେଖାଯିବାପାଇଁ ପରିଶ୍ରମ ବି କରନ୍ତି , କେବେ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ସେହି ତରିକାକୁ ଖୋଜିଥାନ୍ତି , ତେବେ ବଜାରରେରେ ନାନାପ୍ରକାରର ସାବୁନ୍ ସେମାନେ ବ୍ୟବହାର କରିଥାନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଏହି ସାବୁନ୍ ବହୁତ କ୍ଷତିକାରକ କେମିକାଲ୍ ଦ୍ୱାରା ତିଆରି କରାଯାଏ , ଯାହା ଆପଣଙ୍କ ଚେହେରାକୁ ବିଗାଡିଦେଇପାରେ , ଏଥିପାଇଁ ଆଜି ଆମେ ଯେଉଁ ଭିଡିଓ ନେଇକରି ଆସିଛୁ, ତାହା ସବୁ ପ୍ରକାରର ଆପଣଙ୍କ ଚିନ୍ତାକୁ ଦୁର କରିଦେବ ।

ହଁ ଆଜ୍ଞା ଏହି ଭିଡିଓରେ ଏକ ସାବୁନ୍ ବିଷୟରେ କୁହାଯାଇଛି, ଯାହା ଆପଣଙ୍କ ଚେହେରାରେ ସୁନ୍ଦରତା ଫେରାଇଆଣିବ , ଓ ଏହା ତ୍ୱଚାକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ , ସେମିତି ଆମେ ବିଶ୍ୱାସ କରୁଛୁ କି ଏହି ଭିଡିଓ ଦେଖିବାପରେ ଆପଣ ଏହି ସାବୁନ୍ କୁ ବ୍ୟବହାର କରିବାପରେ ବାକି ସାବୁନ୍ ବ୍ୟବହାର କରିବା ଭୁଲିଯିବେ । ଦେଖନ୍ତୁ ପୁରା ଭିଡିଓ

Leave a Reply

Your email address will not be published. Required fields are marked *