March 3, 2024

Odia Express

News For Public

ଥରେ ଖାଆନ୍ତୁ କଳା ଟମାଟର, ଜୀବନରେ କେବେ ହେବ ନାହିଁ ରୋଗ, ଜାଣନ୍ତୁ କଳା ଟମାଟରର ଜବରଦସ୍ତ ଫାଈଦା..

1 min read

ଭାରତରେ କିଛି ସମୟ ପୁର୍ବରୁ ଆସିଥିବା କଳା ଟମାଟର୍ ବିଷୟରେ ଆପଣଙ୍କୁ ଜଣାଥିବ , ଯଦି ଆପଣଙ୍କୁ ଟମାଟର ଖାଇବା ପସନ୍ଦ ଲାଗେ ତେବେ ଆପଣଙ୍କ ପାଇଁ ଖୁସିଖବର ଅଟେ , କାରଣ ଏହା ଖାସ୍ ପ୍ରକାରର ଟମାଟର ଆପଣଙ୍କୁ ଏତେ ଫାଈଦା ହେବେ ଆପଣ କେବେ ଭାବିନଥିବେ , ଚାଲନ୍ତୁ କହିଦେବୁ କି କଳା ଟମାଟର ଫାଇଦା ବିଷୟରେ ଜାଣିବା । କଳା ଟମାଟର ପ୍ରଥମେ ବ୍ରିଟେନରେ ଉତ୍ପାଦନ କରାଯାଈଥିଲା,  ଏହି ଟମାଟରଙ୍କୁ ଉତ୍ପାଦନ କରିବାର ଶ୍ରେୟ ବ୍ରାଉନଙ୍କୁ ଦିଆଯାଏ , ଏହି ଟମାଟରକୁ ଜେନେଟିକ୍ ମ୍ୟୁଟେସନ ଦ୍ୱାରା ବନାଯାଈଛି , ଇଂରାଜୀରେ ଏହାକୁ ଇଣ୍ତିଗୋ ରୋଜ୍ ଟମାଟୋ କୁହାଯାଏ , ଖୁସିଖବର ଏହା କି ଏବେ ଏହି କଳା ଟମାଟର ଭାରତରେ ଆସିସାରିଛି, ମାନେ ଏହାର ଚାଷ ଭାରତରେ ବି ସଂମ୍ଭବ ହୋଇପାରିଛି, କାରଣ ଏହାର ମଞ୍ଜି ଅନଲାଇନ୍ କିଣିକରି ମଗାଇପାରିବେ , ମଞ୍ଜି ଏକ ପ୍ୟାକେଟର ଦାମ୍ ୧୧୦ ଟଙ୍କା ଅଟେ , ଯେଉଁଥିରେ ୧୩୦ ଟି ମଞ୍ଜି ହୋଇଥାଏ ।

ଏହି ଟମାଟରକୁ ସାଧାରଣ ଟମାଟର ପରି ଉତ୍ପାଦନ କରାଯାଈପାରିବ, ସବୁଠାରୁ ପ୍ରଥମେ ଏହା ସବୁଜ ହୋଇଥାଏ , ତାପରେ ଏହାର ରଙ୍ଗ ନୀଳ ହେବାକୁ ଲାଗେ ଓ ତାପରେ ଏହା କଳା ହୋଇଯାଏ , ଯେବେ ଏହାକୁ ଆପଣ କାଟିବେ ତେବେ ଏହାର ଭିତର ଅଂଶ ଲାଲ ଟମାଟର ପରି ଲାଲ୍ ହୋଇଥାଏ, ଖାଲି ଫରକ ଏତିକି କି ଏଥିରେ ପୋଷକ ତତ୍ତ୍ୱ ଅଧିକା ମାତ୍ରା ମିଳିଥାଏ ।

ଫାଇଦା-

୧) ସୁଗର୍- ଯଦି ଆପଣ ସୁଗର ସହ ଲଢିକରି ଥକି ସାରିଲେଣି, ତେବେ କଳା ଟମାଟର ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ହୋଇପାରିବ, କଳା ଟମାଟର ଆପଣଙ୍କ ସୁଗାରକୁ ଜଲଦି ଠିକ୍ କରିଦେବ ।

୨) କ୍ୟାନ୍ସର୍- କଳା ଟମାଟରରେ ଫ୍ରି ରେଡିକଲ୍ସ ସହ ଲଢିବାରେ କ୍ଷମତା ହୋଇଥାଏ,  ଫ୍ରି ରେଡିକ୍ଲସ୍ ବହୁତ ସକ୍ରିୟ ସେଲ୍ସ ହୋଇଥାଏ,  ଯାହା ସ୍ୱାସ୍ଥ୍ୟ ସେଲ୍ସକୁ କ୍ଷତି ପହଞ୍ଚାଇଥାନ୍ତି , ଏହି କାରଣରୁ ଏହି କଳା ଟମାଟର କ୍ୟାନ୍ସର ସହ ଲଢିବାରେ ସକ୍ଷମ ହୋଇଥାଏ ।

୩) ବ୍ଲଡ୍ ପ୍ରେସର- କଳା ଟମାଟରରେ ଭରପୁର୍ ପରିମାଣରେ ଆଣ୍ଟି ଏକ୍ସିଡେଣ୍ଟ ମିଳିଥାଏ,  ଏହା ସହ ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ସି, ମିନେରାଲ୍ସ ହୋଇଥାଏ , ଯାହା ଆପଣଙ୍କ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିଥାଏ ।

୪) ଆଖିର ଦୃଷ୍ଟିଶକ୍ତି- ଏହି ଟମାଟର୍ ଆପଣଙ୍କ ଆଖି ବହୁତ ଲାଭଦାୟକ ହୋଇଥାଏ,  କାରଣ ଏହା ଶରୀରରେ ଭିଟାମିନ୍ ଏ ଓ ଭିଟାମିନ୍ ସି କମି ଉପରେ ପୁରା କରିଦେଇଥାଏ , ଆପଣଙ୍କୁ ଜଣାଥିବ କି ଭିଟାମିନ୍ ଏ ଆଖି ପାଇଁ କେତେ ଫାଇଦାଦାୟକ ହୋଇଥାଏ , କଳା ଟମାଟର ଆପଣଙ୍କ ଆଖିକୁ ସୁସ୍ଥ୍ୟ ରଖିଥାଏ , ଓ ଦୃଷ୍ଟିଶକ୍ତି ବଢାଇଥାଏ ।

୫) ହାର୍ଟ ଆଟାକ୍- କଳା ଟମାଟର ଖାଇଲେ ହାର୍ଟ ଆଟାକ୍ ର ଚ୍ୟାନ୍ସ ବହୁତ କମ୍ ହୋଇଜାଏ , କାରଣ ଏଥିରେ ଏନ୍ଥୋସାଇନିନ୍ ମିଳିଥାଏ,  ଯାହା ଆପଣଙ୍କୁ ହାର୍ଟ ଆଟାକ୍ ରୁ ବଞ୍ଚାଇଥାଏ , ନିୟମିତ ରୁପରେ କଳା ଟମାଟର ସେବନ କରିବା କେଉଁ ଦଶରୁ ଯୋଡି ହୋଇଥିବା ରୋଗ ହେବାକୁ ଦିଏ ନାହିଁ ।

୬) ଓଜନ- କଳା ଟମାଟରରେ ଭଲ କୋଲେଷ୍ଟ୍ରୋଲ୍ ମାତ୍ରା ଅଧିକା ହୋଇଥାଏ , ଯାହା ଓଜନ କମ୍ କରିବାରେ ଭଲ ପ୍ରମାଣିତ ହୋଇଥାଏ , ତେବେ ଯଦି ଆପଣ ମୋଟାପା ଯୋଗୁଁ ଚିନ୍ତିତ ଅଛନ୍ତି , ତେବେ ଏହାକୁ ନିଶ୍ଚିତ ଖାଆନ୍ତୁ , ଶରୀରର ଅଧିକାଂଶ ରୋଗ ଆମେ ମୋଟାପା କାରାଣରୁ ହୋଇଥାଏ

Leave a Reply

Your email address will not be published. Required fields are marked *