March 3, 2024

Odia Express

News For Public

ଆଜିର ମଜାଦାର ଓଡ଼ିଆ ହସକଥା – ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଚିଠି ଲେଖିଲା, ପ୍ରିୟେ ଏହି ମାସର ସ୍ୟାଲେରି ମିଳିନାହିଁ , ପଇସା ବଦଳରେ ମୁଁ କିସ ପଠେଇ ଦଉଚି ,ତାପରେ ସ୍ତ୍ରୀ ଯାହା କହିଲେ ହସି ହସି ବେଦମ ହେବେ ଆପଣ..

1 min read

ଏହି ଚୁଟକୁଲାକୁ ପଢିଲେ ଆପଣଙ୍କ ହସ ଆଉ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ସିଲସିଲା ।

୧) ଭାରତୀୟ ଲୋକଙ୍କର ଉପହାର ପାଇଁ ଥ୍ୟାଙ୍କସ୍ କହନ୍ତି ନାହିଁ , ସେ କହନ୍ତି କି,,, ଏହାର କଣ ଦରକାର ଥିଲା !

୨) ମୁଁ ମୋର ସୋନା ବାବୁକୁ ୫ ଫୁଟର ଏକ ଟେଡିଦେଲି, ଓ ତାର ମା ଟେଡିର ସୁତା ବାହାର କରି ୫ ଟି  ତକିଆ କରିଦେଲା ।

୩) ଆପଣ କେବେ ଭାବିଛନ୍ତି ଏକ ଫ୍ରେଣ୍ତ ଓ ଏକ ଗାର୍ଲଫ୍ରେଣ୍ତ ମଧ୍ୟରେ କଣ ଫରକ ହୋଇଥାଏ , ଫ୍ରେଣ୍ତ ସିଏ ହୋଇଥାଏ ଯାହା ଠାରୁ ଆମେ ଉଧାର ନେଇଥାଉ, ଓ ଗାର୍ଲଫ୍ରେଣ୍ତ ସିଏ ହୋଇଥାଏ ଯାହାପାଇଁ ଆମେ ଉଧାରି ନେଇଥାଉ ।

୪) ସ୍ୱାମୀ- ସଂସାରର ସବୁ ମହିଳା ରାକ୍ଷାସୀ ହୋଇଥାନ୍ତି , ସ୍ତ୍ରୀ ରାଗିକି- ତୁମ କହିବାର ମାନେ ମୁଁ ରାକ୍ଷସୀ ଅଟେ । ଆରେ ନାହିଁ ତୁମେ ତ ରାଣୀ ଅଟେ, ସ୍ତ୍ରୀ –କୁଣ୍ତାଇକି କହିଲା- ସତରେ ମୁଁ ରାଣୀ ଅଟେ, ସ୍ୱାମୀ-ହଁ ସେମାନଙ୍କର ରାଣି ତୁମେ ।

୫) ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଗୋଟେ ଚିଠି ଲେଖିଲା , ବେଗମ୍ ଏହି ମାସର ସ୍ୟାଲେରି ମିଳିନି, ପଇସା ବଦଳରେ ୧୦୦ ଟା କିସ୍ ପଠାଉଛି, ଆଇ ଲଭ୍ ୟୁ, କିଛି ଦିନପରେ ସ୍ତ୍ରୀର ଏକ ଚିଠିଆସିଲା, ସ୍ତ୍ରୀ ଲେଖିଥିଲା କି – ତୁମର ଚିଠି ପାଇଲି, ସ୍ୟାଲେରି ବଦଳରେ ୧୦୦ ଟା କିସ୍ ମିଳିଲା,  ୧୬ ଟି କିସ୍ ପରିବାବାଲାକୁ ଦେଲି, ୨୯ ଟି କିସ୍ ସ୍କୁଲର ପ୍ରିନ୍ସିପାଲକୁ ଦେଲି, କ୍ଷୀର ବାଲାକୁ ୭ ଟି କିସ୍ ରେ ସେ ରାଜି ହେଲାନି, ତେବେ ମୁଁ ୧୨ ଟା କିସ୍ ଦେଇଦେଲି, ଘର୍ ମାଲିକ କିସ୍ ପାଈଁ ରାଜି ହେଲାନି ତ ତାକୁ କିସ୍ ସହ ଏକ ଝପି ଦେବାକୁ ପଡିଲା ।

୬) ସ୍ତ୍ରୀ ନିଜ ସ୍ୱାମୀକୁ କହିଲା- ରାତିକୁ ତୁମେ ସ୍ୱପ୍ନରେ ମୋତେ ଗାଳି ଦେଉଥିଲ,  ଓ ମୋର ମା ବାପାଙ୍କୁ ରାଗୁଥିଲ କଣ ପାଇଁ ? ସ୍ୱାମୀ କହିଲା- ମିଛ କହୁଛ ତୁମେ,  ସେହି ସମୟରେ ମୁଁ ଶୋଇନଥିଲି ।

୭) ଲଣ୍ତନ ୟୁନିଭରସିଟିରେ କ୍ଲାସ୍ ଚାଲୁଥିଲା, ପ୍ରୋଫେସର୍ ପଚାରିଲେ- ଆଚ୍ଛା କୁହ, ଦୁନିଆଁରେ ସବୁଠାରୁ ନିଚ୍ଚ, ହାରାମୀ, ବେଲଜିଆ ଦେଶ୍ କେଉଁଟା, ଏକ ପାକିସ୍ଥାନୀ ଧୀରେ ଠିଆ ହେଲା ଓ କହିଲା-ଶଳା ଗୁଳି କରିଦେବି, ଯଦି କିଏ ପାକିସ୍ଥାନର ନାଁ ନେଲା ତ ।

୮) ଆଜି ପୁଣୀ ପୋକରା ବାଇଗଣ ଆଣିଲ,  କେତେ ଥର କହିଛି, ପରିବା ଉପରେ ଧ୍ୟାନ ଦିଅ, ପରିବା ବାଲି ଉପରେ ନୁହେଁ ।

୯) ନେହା- ମୁଁ ଯେବେ ବି ଗୀତ ଗାଏ , ତୁମେ ବାଲକନିରୁ କଣପାଈଁ ଚାଲିଯାଉଛ, ସ୍ୱାମୀ- ଏଥିପାଇଁ କି ଯଦି ପଡୋଶୀ ଙ୍କୁ ନ ଲାଗିବ ନାହିଁ କି ମୁଁ ତୁମକୁ ମାରୁଛି ।

୧୦) ମ୍ୟାଡାମ୍ – ଏହି ବହି କାହାର ଅଟେ, ଚିଣ୍ଟୁ- ମ୍ୟାଡାମ୍ ଏହି ବହି କାଗଜର୍ ଅଟେ, ମ୍ୟାଡାମ୍- ଆରେ ମୋତେ ବି ଜଣାଅଛି ଏହି ବହି କାଗଜର ଅଟେ, ଚିଣ୍ଟୁ- ଜଣାଥିଲା ତ ପଚାରୁଥିଲ କଣ ପାଇଁ ?

୧୧) ଗୋଟେ ଝିଅକୁ ଫେସବୁକ୍ ରେ ଚ୍ୟାଟିଙ୍ଗ୍ କରିବାର ବହୁତ ସଉକ ଥିଲା,  ଝିଅ ଏକ ଅଜଣାପୁଅ ସହ ଚ୍ୟାଟ୍ କରୁଥିଲା,  ପୁଅ ଝିଅକୁ- ହେ ବେବି ତୁମର ଇମେଲ୍ ଆଇଡି କଣ ? ଝିଅ- ମୋର ଇମେ ଆଇଡି ଅଟେ । i have  boyfriend i love him@get lost , ପୁଅ- ଠିକ୍ ଅଛି ମୋର ଇମେଲ୍ ଆଡି ହେଲା i am ur dad aaj tu pitegi@gharpe

୧୨) ପୁଅ- ତୁମେ ମୋତେ ଏତେ କେତେ ପ୍ରେମ କରୁଛ ? ଝିଅ- ଜିଓ ସିମ୍ ବ୍ୟାଲାନ୍ସ ଯେତେ , ପୁଅ- confused  ଏବେ ଶଳା ଅନଲିମିଟେଡ୍ ବୁଝିଛି କିମ୍ବା କେବଳ ଡିସେମ୍ବର ଯାଏଁ ବୁଝିବି ।

୧୩) ଏକ ପ୍ରେମ କରୁଥିବା ଯୋଡି ଆତ୍ମହତ୍ୟା କରିବାକୁ ଭାବିଲେ, ପୁଅ-ପ୍ରଥମେ ଡେଇଁ ପଡିଲା, ଝିଅ- ଆଖି ବନ୍ଦ କଲା ଓ ଫେରିବାକୁ ଲାଗିଲା,  ପୁଅ- ଆକାଶରେ ପ୍ୟାରାସୁଟ୍ ଖୋଲିଲା ଓ କହିଲା- ମୋତେ ଜଣାଥିଲା , ତୁ ଡେଇଁବୁ ନାହିଁ ,

ସେହି ଦିନରୁ ଲୋକେ ଲେଡିଜ୍ ଫାଷ୍ଟ କହିବା ଆରମ୍ଭ କରିଦେଇଛନ୍ତି ।

୧୪) LKG ରପୁଅ- ତୁ ମୋତେ ବାହାହେବୁ, ଝିଅ- ନା, ପୁଅ-କରି ନେ , ଝିଅ- ନା ମୁଁ କରିବିନି, ପୁଅ- କରିଲେ ମୁଁ ତୋତେ ଚକଲେଟ୍ ଦେବି, ଝିଅ- ଏଥିପାଇଁ ତ କରିବିନି, ମୋର ଆଉ ଜଣଙ୍କ ସହ କୁରକୁରେ କଥା ହୋଇଯାଇଛି ।

୧୫) ଗୋଟେ ଝିଅ ସୁନଶାନ୍ ରାସ୍ତାରେ ଏକେଲା ଠିଆ ହୋଇଥିଲା , ଅଚାନକ ଏକ ବାଇକ୍ ବାଲା ଆସିଲା ଝିଅ- ମୋତେ ଲିଫ୍ଟଦେବ ? ପୁଅ- ହଁ କଣପାଇଁ ନୁହେଁ ? ଝିଅ- ମୋତେ ଲିଫ୍ଟ ଦେବ ତେବେ ମୁଁ ତୁମକୁ ମୋର ନମ୍ବରଦେବି, ପୁଅ- ନମ୍ବର ଦେବା ଦରକାର ନାହିଁ ୧୦୦ ଟଙ୍କାର ପେଟ୍ରୋଲ୍ ଭରିଦେବ, ଝିଅ- ହଟ୍ ଚାଲ୍ ଏଠୁ ।

୧୬) ୬ ଜଣ ସର୍ଦାର୍ ଗୋଟେ ମୋଟ ସାଇକେଲ୍ ରେ ଯାଉଥିଲେ,  ଟ୍ରାଫିକ୍ ପୋଲିସ୍ ବାଲା ଦେଖିଲା,  ସେ ବାଇକ୍ ରୋକିବାକୁ ଇସାରା କହିଲେ , ସନ୍ତା- ରାଗରେ ଚିଲ୍ଲାଇଲା,  ଏବେ ହଟ୍ ସାମ୍ନାରୁ ଏବେ ତୁ କେଉଁଠୁ ବସିବୁ ?

୧୭) ଏକ ମହିଳା କଷ୍ଟମର୍ କେୟାର୍ ରେ ଫୋନ୍ କରି ରାଗିକି କହ୍ଲା, ଗତ ତିନି ଘଣ୍ଟାରୁ ଆପଣଙ୍କ କମ୍ପାନୀ ଇଣ୍ଟରନେଟ୍ ଚାଲୁନି କୁହନ୍ତୁ କଣ କରିବି ? କଷ୍ଟମର୍ କେୟର୍- ଭଉଣୀ ତେବେ ପର୍ଯ୍ୟନ୍ତ କିଛି ଘର କାମ କରିନିଅ

Leave a Reply

Your email address will not be published. Required fields are marked *