March 3, 2024

Odia Express

News For Public

ଏକ ଛୋଟ ଗୋଳମରିଚ , ବଦଳାଇପାରିବ ଆପଣଙ୍କ ଭାଗ୍ୟ – ଯାହା ଆପଣ କେବେ କଳ୍ପନା କରିନଥିବେ…

1 min read

ସବୁ ବ୍ୟକ୍ତି ନିଜ ଜୀବନରେ ସଫଳତା ପାଇବା ପାଇଁ ବହୁତ୍ ପ୍ରକାର କାର୍ଯ୍ୟ କରିଥାଏ , କିନ୍ତୁ ତା ସତ୍ତ୍ୱେ ବି ସଫଳତା ହାତରେ ଲାଗେ ନାହିଁ, ତେବେ ସେ ତାର ସବୁ ଦୋଷ ଭାଗ୍ୟକୁ ଦେଇଥାଏ,  ଏମିତିରେ ତାର ସବୁ ରାଗ ଭାଗ୍ୟ ଉପରେ ବାହାର କରିଥାଏ,  ଏଥିପାଇଁ ଆଜି ଆମେ ଆପଣଙ୍କୁ ସଫଳ ହେବାର ଏମିତି ଏକ ତରିକା ବିଷୟରେ କହିବୁ, ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ , ଏବେ ଏମିତି ଗୋଲମରିଚ ବ୍ୟବହାର ଆପଣ ଖାଇବାକୁ ସ୍ୱାଦିଷ୍ଟ ବନାଇବାରେ କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଗୋଲମରିଚ ଏମିତି ଏକ ଔଷଧୀ ଅଟେ ,ଯାହା ଆପଣଙ୍କ ଭାଗ୍ୟକୁ ବି ବଦଳାଇଦେବ । ଏହି ଛୋଟ ଦାନା ସକାଶେ ଆପଣଙ୍କ ଘରେ ପଇସାର ବର୍ଷା ବି ହୋଇପାରିବ , ବାସ୍ତୁଶାସ୍ତ୍ରର ବିଶେଷଜ୍ଞଙ୍କ ଏହା କହିବା କଥା କି ଏହି ଛୋଟ ଗୋଲମରିଚରୁ ଭାଗ୍ୟକୁ ଆଉଥରେ ଉଜାଗର୍ କରିହେବ , ଏଥିପାଇଁ ଏହାର ପ୍ରଭାବଶାଳୀ ଉପାୟ କହିବାକୁ ଯାଉ

ଏହାର ଅନୁସାରେ ଆପଣ କେଉଁ କାମକୁ ଯଦି ସଫଳତା ପାଉନାହାନ୍ତି ତେଏବ୍ ଆପଣଙ୍କ ବିଗଡିଯାଇଥିବା କାମ ଗୋଲମରିଚର ପାଞ୍ଚଟି ଦାନା ନେଇକରି ନିଜ ମୁଣ୍ତ ଉପରେ ସାତ ଥର ବୁଲାଇକରି ରାସ୍ତାରେ କିମ୍ବା କେଉଁ ଜାଗାରେ ଚାରିଟି ଦିଗରେ ପକାଇଦିଅନ୍ତୁ । ଏହାପରେ ଯେଉଁ ଗୋଟେ ଦାନା ରହିବ ତାହାକୁ ଆକାଶକୁ ଫିଙ୍ଗିଦିଅନ୍ତୁ, କହିଦେବୁ କି ଏହି ତରିକାରୁ ଆପଣଙ୍କୁ କିଛି ଦିନରେ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ , ଏହା ଛଡା ଆମେ ଆପଣଙ୍କୁ କହିଦେବୁ କି ଏହାକୁ କରିଲେ କଣ ହାସିଲ୍ ହୋଇପାରେ

୧) ଧନ ପ୍ରାପ୍ତି ଉପାୟ- ଏହାର ଅନୁସାରେ ଯଦି ବହୁତ ବର୍ଷରୁ ପରିଶ୍ରମ କରିବାପରେ ଲକ୍ଷ୍ମୀ ଆପଣଙ୍କ ପାଖରେ ରହୁନାହାନ୍ତି ତେବେ ଏହି ଉପାୟ କରନ୍ତୁ , ଏହି ଉପାୟ ଅନୁସାରେ କେଉଁ ଶୁନଶାନ୍ ଜାଗାରେ ଗୋଲମରିଚ ପାଞ୍ଚଟି ଦାନା ନେଇକରି ଯାଆନ୍ତୁ , ଓ ସେଥିରୁ ଚାରୋଟି ଦାନା ଚାରିଦିଗର୍ ପକାଇଦିଅନ୍ତୁ , ପଞ୍ଚମ ଦାନା ଆକାଶରେ ପକାଇଦିଅନ୍ତୁ, ଏହା ସହ ଘରକୁ ଫେରି ବେଳେ ପଛକୁ ଆଉ ଅନାନ୍ତୁ ନାହିଁ , ଏଥିରେ ଧନପ୍ରାପ୍ତିର ଯୋଗ ନିଶ୍ଚିତ ହେବ ।

୨) ବିଗିଡିଯାଇଥିବା କାମ ହେବାର ତରିକା- ଏହି ଉପାୟ ଅନୁସାରେ ଘରୁ ବାହାରକୁ ବାହାରିଲେ ଗୋଲମରିଚ ଗୋଟେ ଦାନାକୁ ନେଇକରି କବାଟ ବନ୍ଧରେ ରଖନ୍ତୁ , ଓ ତାପରେ ନିଜ ପାଦରେ ସେ ଦାନାକୁ ଛୁଇଁକରି ଘରୁ ବାହାରକୁ ବାହାରନ୍ତୁ , କହିଦେବୁ କି ଏହି ଉପାୟରୁ ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧା ଆପଣଙ୍କ ସଫଳ ହେବାରେ ରୋକିପାରିବନାହିଁ , ଏହା ଛଡା ଯଦି ଗୋଲମରିଚ ଉପରେ ପାଦ ରଖି ବାହାରକୁ ଯିବାପରେ କେଉଁ କାରଣରୁ କବାଟ ବନ୍ଧ ହୋଇଗଲା ତେବେ ଆପଣଙ୍କ ସବୁ କାମ ବିଗାଡିପାରେ ।

୩) ନକରାତ୍ମକ ଉର୍ଜା- ଏହି ଉପାୟ ଅନୁସାରେ ଘରେ ନକରାତ୍ମକ ଉର୍ଜାକୁ ବାହାର କରିବାପାଇଁ କିମ୍ବା ତାଠାରୁ ରକ୍ଷା ପାଇବାପାଇଁ ଗୋଲମରିଚ ସାତଟି କିମ୍ବା ଆଠଟି ଦାନା ନେଇକରି ଘରର କେଉଁ କୋଣରେ ଜଳୁଥିବା ଦୀପର ଉପରେ ରଖିକରି ଜଳାଇଦିଅନ୍ତୁ , ଏଥିରେ ନକରାତ୍ମକ ଉର୍ଜାରୁ ମୁକ୍ତି ମିଳିବ,  କହିଦେବୁ କି ଗୋଲମରିଚର ଏହି ଉପାୟରୁ ବହୁତ ଲୋକଙ୍କୁ ଫାଇଦା ହୋଇଛି, ଓ ତାଙ୍କ ଜୀବନ ସୁଖମୟ ହୋଇଛି, ଏହା ଛଡା ଏହି ଉପାୟ କରିବା ସମୟରେ ଶୁଦ୍ଧ ବିଚାର ଓ ଇଶ୍ୱରଙ୍କ ଉପରେ ଧ୍ୟାନ ରହିବା ଜରୁରୀ ଅଟେ, ଏହି ଉପାୟର ପ୍ରଭାବ ତେବେ ପୁର୍ଣ୍ଣ ହେବ , ଯେବେ ଆପଣଙ୍କ ମନରେ ଏହାକୁ ନେଇକରି କିଛି ବି ସନ୍ଦେହ ରହିନଥିବ

Leave a Reply

Your email address will not be published. Required fields are marked *