March 3, 2024

Odia Express

News For Public

କେବଳ ଥରେ ଏହି ଫଟୋ ଘରେ ଲଗାନ୍ତୁ, ଓ ଖୁସିର ସ୍ୱାଗତ କରି ଦାରିଦ୍ରତାକୁ ଦୁରେଇ ଦିଅନ୍ତୁ , ଆସନ୍ତୁ ଜାଣିବା

ବହୁତଥର ଏମିତି ଦେଖାଯାଏ କି କେଉଁ ନା କେଉଁ କାରଣ ସକାଶେ ଚିନ୍ତାକୁ ନେଇ ଘରେ ବିବାଦ କିମ୍ବା ଦୁଃଖର ମାହୋଲ୍ ସୃଷ୍ଟି ହୋଇଥାଏ,  ଯାହାକୁ ନେଇ ଘରେ ଆଉ ସମୃଦ୍ଧି ହୁଏ ନାହିଁ , ଏମିତିରେ ଘରର ସବୁ ସଦସ୍ୟଙ୍କୁ ଏହି ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଆଜି ଆମେ ଆପଣଙ୍କୁ ଘରୁ ଚିନ୍ତା ଦୁର କରିବାର ଏକ ଏମିତି ଉପାୟ କହିବୁ, ଯାହା ଦ୍ୱାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ରହିବ,  ଧାର୍ମିକ ଶାସ୍ତ୍ରର ଅନୁସାରେ ଏମିତି ମାନାଯାଏ କି ଯଦି ଆପଣଙ୍କ ଘରେ କେବେ ଏମିତି ସ୍ଥିତି ହୋଇଜାଏ , ତେବେ ଘରର ମୁଖ୍ୟ ଦ୍ୱାରରେ ଶିବ ପରିବାରଙ୍କ ଏକ ଫଟୋ ଲଗାଇଦେବା ଉଚିତ୍ ।

ହଁ ଆଜ୍ଞା, ଯେଉଁ ଫଟୋରେ ଭଗବାନ ଶିବ, ମା ପାର୍ବତୀ,ଗଣେଷ ଓ କାର୍ତ୍ତିକ ଓ ନନ୍ଦୀଙ୍କ ସହ ସବୁ ବାହାନ ଉପସ୍ଥିତ ଥିବେ ଏମିତି ଏକ ଫଟୋ ଆପଣ ଘରର ମୁଖ୍ୟଦ୍ୱାରରେ ନିଶ୍ଚିତ ଲଗାନ୍ତୁ , କହିଦେବୁ କି ଏହି ଫଟୋରେ ଅଦ୍ଭୁତ ଶକ୍ତି ହୋଇଥାଏ, ଏହାର ପ୍ରଭାବରୁ ଆପଣଙ୍କ ଘରେ ଖୁସିର ବାତାବରଣ ମିଳିବ , ଏହା ସହ ଯେଉଁ ଘରେ ଏହି ଫଟୋ ଅଛି ସେଠାରେ ଭଗବାନ ଶିବଙ୍କର କୃପା ରହିଥାଏ , ସେମିତି ଆପଣଙ୍କୁ କହିଦେବୁ କି ଶିବ ପରିବାର ପୁରୁଣା ସମୟରୁ ସବୁ ପରିବାର ପାଇଁ ପ୍ରେରଣାର ସ୍ରୋତ ବୋଲି ଜଣାଯାଏ ।

ଏହା ଛଡା ଏଥିରେ ଆଉ କୌଣସି ରାୟ ନାହିଁ କି ଶିବ ପରିବାର ସବୁ ସଦସ୍ୟ ଦେବତାଙ୍କ ପରି ପୁଜା ପାଆନ୍ତି , ହଁ ଆଜ୍ଞା ଏହା ବହୁତ କମ୍ ଦେଖିବାକୁ ମିଳିଥାଏ , ଗୋଟେ ପରିବାରର ସବୁ ସଦସ୍ୟ ଅଲଗା ଅଲଗା ଶକ୍ତିର ମାଲିକ ହୋଇପାରିବେ , ଏଥିପାଇଁ ଶିବଜୀ ଓ ତାଙ୍କ ପରିବାର ସବୁଠାରୁ ଶୁଭ ବୋଲି ଜଣାଯାଏ , ତେବେ ଆପଣ ବି ଘରର କବାଟରେ ଶିବଜୀ ଓ ତାଙ୍କ ପୁରା ପରିବାରର ଫଟୋ ଲଗାନ୍ତୁ ଓ ଖୁସିକୁ ଆମନ୍ତ୍ରଣ କରନ୍ତୁ

Leave a Reply

Your email address will not be published. Required fields are marked *