March 3, 2024

Odia Express

News For Public

ଯଦି ସ୍ତ୍ରୀ କରିବ ହଳଦୀର ପାଣି ସହ ଏହି ଉପାୟ, ତେବେ ଚମକିପାରେ ସ୍ୱାମୀର ଭାଗ୍ୟ…

ଯଦି ଆମେ ହିନ୍ଦୁ ଧର୍ମର ଶାସ୍ତ୍ର ବିଷୟରେ କହିବା ତେବେ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦୁହେଁଙ୍କ ପାଇଁ ପୁରକ ହୋଇଥାନ୍ତି , ମାନେ ଦୁହେଁ ମିଶିକରି ଏକ ସହ ଜଣେ ଅନ୍ୟ ଜଣଙ୍କ କାମକୁ ପୁରା କରନ୍ତି , ଯଦି ଆମେ ସିଧା ଶବ୍ଦରେ କହିବା ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କ ବିନା ଅଧୁରା , ଏହି କାରଣରୁ ଯେବେ ସ୍ତ୍ରୀ କେଉଁ ଶୁଭ କାମ କରିଥାଏ , ତେବେ ତାହାର ସିଧା ଫଳ ତାର ସ୍ୱାମୀ ଉପରେ ପଡିଥାଏ , ଏହା ଛଡା ଜ୍ୟୋତିଷ୍ୟରେ କିଛି ଉପାୟ ଏପରି କୁହାଯାଇଛି କି ଯାହାକୁ ଯଦି ସ୍ତ୍ରୀ ଆପଣଙ୍କ ପାଇଁ କରେ ତେବେ ଆପଣ ସବୁ ଚିନ୍ତାରୁ ମୁକ୍ତି ପାଇବେ , କହିଦେବୁ କି ଏହି ଉପାୟ କରିଲେ ଆପଣଙ୍କ ଭାଗ୍ୟ ସହ ଯୋଡି ହୋଇଥିବା ସବୁ ବାଧା ଦୁର ହୋଇଯିବ ,  ତେବେ ଆସନ୍ତୁ ଆପଣଙ୍କୁ ବିସ୍ତାରରେ କହିବୁ ଏହି ଉପାୟ କଣ ଓ ଏହାକୁ କିପରି କରିବାର ଅଛି ।

୧) ପ୍ରଥମ ଉପାୟ ଅନୁସାରେ ଆପଣଙ୍କ ସ୍ତ୍ରୀଙ୍କୁ ଜଲଦି ସକାଳୁ ଉଠି ଗାଧୋଇବାର ଅଛି, ଏହାପରେ ଦେବୀ ମା ଲକ୍ଷ୍ମୀଙ୍କ ମୁର୍ତ୍ତି କିମ୍ବା ଫଟୋ ସାମ୍ଣାରେ ଏକ ଲୋଟା ହଳଦୀର ପାଣି ରଖିଦେବେ , ଏହାପରେ ଦେବୀ ମା ଲକ୍ଷ୍ମୀଙ୍କୁ ଏହି ମନ୍ତ୍ରରେ ଜପ କରିବେ , ଓଁ ମହାଲକ୍ଷ୍ମୈ ନମଃ । ଏହି ସବୁ କରିବାପରେ ହଳଦୀର ପାଣିକୁ ସେଠାରେ କିଛି ସମୟ ରହିବାକୁ ଦିଅନ୍ତୁ , ଓ ଏହି ପାଣିକୁ ନିଜ ଘର ମୁଖ୍ୟଦ୍ୱାରରେ ଛିଞ୍ଚନ କରନ୍ତୁ , ଏହାଦ୍ୱାରା ଆପଣଙ୍କ ଘରେ ସକରାତ୍ମକ ଉର୍ଜା ବଢିଥାଏ , ଏହା ସହ ଘରର ବହୁତ ଦୋଷ ଦୁର ହୋଇଯାଏ ଓ ଦେବୀ ଦେବତା ପ୍ରସନ୍ନ ହୋଇଯାଆନ୍ତି , ଏହି ଉପାୟ କରିଲେ ଆପଣଙ୍କ ସ୍ୱାମୀ କେଉଁ କାର୍ଯ୍ୟରେ ଆସୁଥିବା ବାଧାଗୁଡିକ ଦୁର ହୋଇଯିବ ।

୨) ଯଦି ଆପଣ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି , ତେବେ ସବୁ ଶୁକ୍ରବାର କୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଜଳରେ ଭରିକରିସେଥିରେ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ , ଆପଣଙ୍କ ସୁଚନା ପାଇଁ କହିଦେବୁ କି ଏହି ଉପାୟ ଆପଣଙ୍କ ସ୍ତ୍ରୀପାଇଁ ନୁହେଁ ବରଂ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି କରିବାର ଅଛି , କହିଦେବୁ କି ଏହି ଉପାୟ କରିଲେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ମିଳିପାରେ , ଏଥିପାଇଁ ହୋଇପାରିବ ଯାଦି ଆପଣ ନିଜ ସ୍ତ୍ରୀଙ୍କ ସହ ମିଶିକରି ଏହି ଉପାୟକୁ ନିଶ୍ଚିତ କରନ୍ତୁ ।

୩) ଏହି ଉପାୟ ଅନୁସାରେ ସବୁଦିନ ପରି ସକାଳୁ ଉଠିକରି କାମ ସାରିଦିଅନ୍ତୁ , ଓ ସ୍ନାନ କରିଦିଅନ୍ତୁ , ଏହାପରେ ମା ଲକ୍ଷ୍ମୀଙ୍କର ସାମ୍ନାରେ ବସିକରି କମଳଗଟ୍ଟାର ମାଳା ହାତରେ ଏକ ଶହ ଆଠଥର ଓଁ ଶ୍ରୀ ଶ୍ରୀ ମହାଲକ୍ଷ୍ମୈ ଶ୍ରୀ ଶ୍ରୀ ଓଁ ନମଃ ମନ୍ତ୍ରର ଜପ କରନ୍ତୁ , କହିଦେବୁ କି ଏହି ଉପାୟ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି , ଓ ଏଥିରେ ଧନ ସଂବନ୍ଧିତ ସବୁ ଅସୁବିଧା ଦୁର ହୋଇଯାଏ ।

ଏହା ଛଡା ଯଦି ଏହି ଉପାୟ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି କରିବେ , ତେବେ ଭଲ ହେବ , କାରଣ ମା ଲକ୍ଷ୍ମୀ ଅଧିକା ପ୍ରସନ୍ନ ହେବେ , ଏଥିପାଇଁ ଯଦି ଆପଣ ନିଜ ଧନ ସଂବନ୍ଧି ଚିନ୍ତାକୁ ଦୁର କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ କରନ୍ତୁ , ଏହା ସହ ଏହି କଥାକୁ ଧ୍ୟାନ ରଖିବେ କି ଏହି ଉପାୟକୁ ସଚ୍ଚା ମନରେ ଓ ସଚ୍ଚା ଆସ୍ଥାରେ କରିବାକୁ ହେବ , ତାପରେ ଯାଇ ଉଚିତ୍ ଫଳ ମିଳିପାରିବ

Leave a Reply

Your email address will not be published. Required fields are marked *