March 3, 2024

Odia Express

News For Public

ଏହି ରାଶିମାନଙ୍କର ଜୀବନରେ ୧ ନଭେମ୍ବରରୁ ୧୭ ଡିସେମ୍ବର ଯାଏଁ ହେବାକୁ ଅଛି ଅଦ୍ଭୁତ ଫାଇଦା, ଦେଖନ୍ତୁ ଆପଣଙ୍କ ରାଶି ଏଥିରେ ନାହିଁ ତ ସାମିଲ୍

1 min read

ସବୁଦିନ, ସବୁ ସପ୍ତାହ, ଓ ସବୁ ମାସ ହିସାବରେ ଗ୍ରହ ନକ୍ଷତ୍ରରେ ପରିବର୍ତ୍ତନ ଆସିବା ସହ ଜାତକର ଜୀବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ , ଯାହା ତାଙ୍କ ଜୀବନରେ ସୁଖ ଓ ଦୁଃଖ ଦୁହେଁ ନେଇକରି ଆସେ , ଏହି ପ୍ରକାର ୧ ନଭେମ୍ବରରୁ ୧୭ ଡିସେମ୍ବର ଯାଏଁ କିଛି ରାଶିର ଜୀବନରେ ବହୁତ ମଙ୍ଗଳମୟ ସମୟ ଆସିବାର ଅଛି , ଯାହା ତାଙ୍କ ଜୀବନରେ ଖୁସି ଭରିଦେବ , ତେବେ ଆସନ୍ତୁ ଆପଣଙ୍କୁ କହିବୁ କେଉଁ ସେହି ରାଶିଗୁଡିକ ଯାହାଙ୍କ ଦଶା ବଦଳିବାର ଅଛି ।

୧) ମକର ରାଶି- ଏହି ଦିନରେ ପରିବର୍ତ୍ତନ ହେବା କାରଣରୁ ମକର ରାଶିର ଲୋକଙ୍କ ଜୀବନରେ କ୍ୟାରିୟର ସଂବନ୍ଧି ବହୁତ ପରିବର୍ତ୍ତନ ଆସିବାର ଅଛି । ଏହି ରାଶିର ଜାତକରେ ନିଜ କ୍ୟାରିୟରରେ ବହୁତ ସଫଳତା ମିଳିବାର ଅଛି, ଓ ଏହା ସହ ତାଙ୍କ ଜୀବନରେ ଖୁସି ଆସିବାର ନଜର ଆସୁଛି, ମକର ରାଶିର ଜାତକରେ ଏହି ସମୟରେ କେଉଁ ପ୍ରକାରର ବିବାଦରେ ନ ପଡିବାକୁ ବାରଣ କରାଯାଇଛି ।

୨) ବୃଷ ରାଶି- ଏହି ରାଶିର ପାଇଁ ସମୟ ମିଳାମିଶା ରହିବ, ଏକ ତରଫରୁ ଯେଉଁଠି ନିଜ ସ୍ୱାସ୍ଥ୍ୟ ପ୍ରତି ଟିକିଏ ସାବଧନତା ରହିବାର ଦରକାର, ଅନ୍ୟପଟେ ଏହି ରାଶିର ଜାତକ ନିଜ ସଂମ୍ପର୍କୀୟଙ୍କ ସହ ମନମୁତାବ ହେବାର ସଂଯୋଗ ଦେଖାଯାଉଛି, ଯଦି ଏହି ରାଶିର ପରିଶ୍ରମ ବିଷୟରେ କହିବା, ତେବେ ତାଙ୍କୁ ବିଜନେସ୍ ରେ ଅପାର ସଫଲତା ମିଳିବାର ଯୋଗ ରହୁଛି ।

୩) ମିଥୁନ ରାଶି- ଏହି ରାଶିର ପାଇଁ ସମୟ କିଛି ଖାସ୍ ରହିବ ନାହିଁ , କାରଣ ଏହି ଦିନରେ ଖର୍ଚ୍ଚ ଅଧିକା ବଢିବ,  ଓ ଶତ୍ରୁଙ୍କ ଠାରୁ ହାର୍ ର ସାମ୍ନା କରିବାକୁ ପଡିପାରେ , ମିଥୁନ ରାଶି ଲୋକେ ଏହି ସମୟରେ ସଂମ୍ଭାଳିକରି ରହିବାର ଆବଶ୍ୟକତା ଅଛି, ଓ ନିଜ ଖର୍ଚ୍ଚ ଉପରେ ଲଗାମ୍ ଲଗାଇବାର ଦରକାର ଅଛି ।

୪) ସିଂହ ରାଶି-ସିଂହ ରାଶିର ଲୋକଙ୍କ ପାଇଁ ସମୟ ବହୁତ ମଙ୍ଗଳଦାୟକ ରହିବ , ସିଂହ ରାଶିର ଲୋକଙ୍କୁ ଆସୁଥିବା ୧୭ ଡିସେମ୍ବର ଯାଏଁ ଚାରିପଟୁ ଖୁସି ମିଳିବ, ଏହା ଛଡା ସିଂହ ରାଶିର ପାଇଁ ଆସୁଥିବା ସମୟ ମଙ୍ଗଳମୟ ଯାତ୍ରାର ସଙ୍କେତ ଦେଉଛି, ଓ ସଂମ୍ଭବ ଅଛି, କି ଦେଶ ବିଦେଶ ବୁଲିବାର ମଉକା ମିଳିପାରେ ।

୫) ମୀନ ରାଶି- ଏହି ରାଶିର ଲୋକଙ୍କ ପାଇଁ ଆସୁଥିବା ସମୟ ବହୁତ ପ୍ରକାରର ମାନସିକ ଚିନ୍ତା ଆଣିପାରେ, ମୀନ ରାଶିର ଲୋକଙ୍କୁ ଏହି ସମୟରେ ସଂମ୍ଭାଳିକରି ରହିବାର୍ ଚେତାବନୀ ଦିଆଯାଇଛି, ଏହା ଛଡା ମୀନ ରାଶିର ପାଇଁ ଆସୁଥିବା ସମୟ ଅମଙ୍ଗଳ ନେଇକରି ଆସିପାରେ ।

୬) ତୁଳା ରାଶି- ତୁଳା ରାଶିର ପାଇଁ ଆସୁଥିବା ସମୟ ବୈବାହିକ ଜୀବନରେ ନାନାପ୍ରକାରର ଚିନ୍ତା ଆଣିପାରେ,  ଓ ଏହା ଛଡା ପରିବାରରେ ବି ଲଢେଇ ଝଗଡା ମାହୋଲ୍ ହୋଇପାରେ, ଓ ପରିବାରରେ ଅଶାନ୍ତିର ସ୍ଥିତି ଉତ୍ପନ୍ନ ହୋଇପାରେ ।

Leave a Reply

Your email address will not be published. Required fields are marked *